ବରିଷ୍ଠ ନାଗରିକ ଘରୁ ବାହାରନ୍ତୁ ନାହିଁ: ବିଏମ୍ସି କମିସନର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭: ବିଏମ୍ସି ପକ୍ଷରୁ ଆଜି ସମସ୍ତ ବରିଷ୍ଠ ନାଗରିକମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ, କେହି ଅଯଥାରେ ଘରୁ ନବାହାରନ୍ତୁ। ସେମାନଙ୍କର ଯାହା ସମସ୍ୟା ଅଛି ସେମାନେ ୧୯୨୯ ନମ୍ବରରେ ଜଣାନ୍ତୁ। ବିଏମ୍ସି ପକ୍ଷରୁ ସବୁ ପ୍ରକାରର ସହଯୋଗ ଯୋଗାଇ!-->!-->!-->…
