ବିଜେପି କର୍ମୀଙ୍କୁ ମୋଦୀଙ୍କ ଉଦ୍ବୋଧନ: ବିଜେପି ପାଇଁ କ୍ଷମତା ହେଉଛି ଜନସେବାର ଏକ ମାଧ୍ୟମ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସେବା ହିଁ ସଂଗଠନ’ ବୈଠକରେ ବିଜେପି କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କରୋନା ମହାମାରୀ ଲଢ଼େଇରେ ବିଜେପି କର୍ମୀମାନଙ୍କ ଅବଦାନ ପାଇଁ ପ୍ରଶଂସା କରିଛନ୍ତି। ଏହି ଭିଡିଓ କନଫରେନ୍ସ ବୈଠକରେ କେନ୍ଦ୍ର ଗୃହ!-->!-->!-->…
