ରାଜଧାନୀକୁ ବାହାର ଶ୍ରମିକ ମନା; ଆସିଲେ ୧୪ ଦିନିଆ ସଙ୍ଗରୋଧ : ବିଏମ୍‌ସି

ଭୁବନେଶ୍ୱର : ଜୁଲାଇ ୦୩:ରାଜଧାନୀକୁ ବାହାର ଶ୍ରମିକ ମନା । ଅନ୍ୟ ରାଜ୍ୟ କିମ୍ବା ଜିଲ୍ଲାରୁ ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ । ଲକ୍ଷଣ ଦେଖା ଦେଲେ କଣ୍ଟ୍ରାକଫର ନିଜ ଖର୍ଚ୍ଚରେ କୋଭିଡ୍‌ ପରୀକ୍ଷା କରାଇବେ । ତାପରେ ନିର୍ମାଣ କାର୍ଯ୍ୟରେ ଲଗାଇବେ । କଣ୍ଟ୍ରାକଫର ନିୟମ ନମାନିଲେ କଠୋର

ରାଉରକେଲା ଆଇଜିଏଚ୍‌ରେ ରୋଗୀଙ୍କୁ କରୋନା – ଡାକ୍ତର, କର୍ମଚାରୀ କ୍ୱାରେଣ୍ଟିନରେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୦୩/୦୭ : ରାଉରକେଲା ଆଇଜିଏଚ୍‌(Ispat General Hospital)ରେ ପଶିଲା କରୋନା। ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ଜଣେ ଡାକ୍ତରଙ୍କ ସହ ୬ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ପଠାଯାଇଛି । ହସ୍ପିଟାଲ

ଖୁସି ଖବର – ଦେଶରେ ଅଗଷ୍ଟ ୧୫ରେ ଲଞ୍ଚ୍‌ ହୋଇପାରେ କରୋନା କରୋନା ଟିକା COVAXIN

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : କରୋନାର ସଂକ୍ରମଣ ବୃଦ୍ଧି ମଧ୍ୟରେ ଏକ ଖୁସି ଖବର ଆସୁଛି। କରୋନା ଟିକା କୋଭାକ୍ସିନ ଅଗଷ୍ଟ ୧୫ରେ ଲଞ୍ଚ୍‌ ହୋଇପାରେ।ଭାରତ ବାୟୋଟେକ ପୂର୍ଭରୁ ଅନେକ ପ୍ରମୁଖ ରୋଗ ପାଇଁ ଟିକା ପ୍ରସ୍ତୁତ କରିଛି । ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା

ପୁଣି ଦେଖାଇଲେ ୫୬” ଛାତି ର ଦମ୍ଭ : ଅଚାନକ ଲଦାଖ ସେନା କ୍ୟାମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଥୀରେ…

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩।୭ :  ଆଜି ଦୁନିଆ ପୁଣି ଦେଖିଲା ମୋଦିଙ୍କ ୫୬" ଛାତି ର ଦମ୍ଭ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲଦାଖ ଗସ୍ତ କରିଛନ୍ତି ସାଥୀରେ ଅଛନ୍ତି ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନରାଲ ବିପିନ ରାୱତ। ଲଦାଖ ସେନା କ୍ୟାମ୍ପରେ ସୁରକ୍ଷା ପ୍ରସଙ୍ଗକୁ

ମଧୁମେହ ରୋଗୀଙ୍କ ଚିକିତ୍ସା ପାଇଁ ଉପଯୋଗୀ ଶସ୍ତା ମେଟଫର୍ମିନ ଔଷଧ ଦ୍ବାରା ଭଲ ହୋଇ ପାରିବେ କରୋନା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭:କରୋନା ଭୂତାଣୁକୁ ବଶ କରିବା ପରି ଔଷଧ ଏଯାଏ ବାହାରିନାହିଁ । ସାରା ବିଶ୍ବର ବୈଜ୍ଞାନିକମାନେ କରୋନା ଟୀକା ଓ ଏହାର ପ୍ରତିଷେଧକ ଉଦ୍ଭାବନ କାମରେ ଲାଗିଛନ୍ତି । ଏହା ଏପରି ଏକ ରୋଗ ଯେଉଁ ରୋଗରେ ଲକ୍ଷଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି ଓ

ଜୁଲାଇ ୧୩ ଆରମ୍ଭ ହେବ ଅନଲାଇନ କ୍ଲାସ : ଉଚ୍ଚଶିକ୍ଷା ବିଭାଗ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର : ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଆରମ୍ଭ ହେବ ଅନଲାଇନ କ୍ଲାସ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଗାଇଡଲାଇନ ଜାରି କରାଯାଇଛି। ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ପକ୍ଷରୁ ଏ ନେଇ ଗାଇଡଲାଇନ ଜାରି ହୋଇଛି। ସେହିପରି

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥାପନ କଲେ ବର୍ଷକର ରିପୋର୍ଟ କାର୍ଡ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୩/୦୭:ପ୍ରଶାସିକାରୁ ରାଜନେତା ପାଲଟିଥିବା ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜର ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ଗତ ବର୍ଷକ ମଧ୍ୟରେ ସାଂସଦ ଭାବେ ସେ କ’ଣ କରିଛନ୍ତି ତା’ର ହିସାବ ଦେବା ସହ ଆଗାମୀ ଦିନର

ଚୀନ କୁ ଜବାବ ଦେବାକୁ ଭାରତର ପ୍ରସ୍ତୁତି ଆରମ୍ଭ, ଲଦାଖ ରେ ମୃତୟନ ହେଲେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ସ୍ପେଶାଲ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭: ଚୀନ ସହ ବିବାଦ ମଧ୍ୟରେ ଭାରତ ଲଦାଖରେ ସ୍ପେଶାଲ ଫୋର୍ସକୁ ମୁତୟନ କରିଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଥିବା ପାରା ସ୍ପେଶାଲ ଫୋର୍ସଙ୍କୁ ଲଦାଖ ପଠାଯାଇଛି । ଏଠାରେ କମାଣ୍ଡୋମାନେ ଅଭ୍ୟାସ କରିଛନ୍ତି । ଏହି ସ୍ପେଶାଲ ଫୋର୍ସର

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୯୦୩ କରୋନା ଆକ୍ରାନ୍ତ, ୩୭୯ ମୃତ – ମୋଟ ଆକ୍ରାନ୍ତ ୬,୨୫,୫୪୪

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୮ ହଜାର ଟପିଛି। ଗତ ୨୪ ଘଣ୍ଟାରେ ୩୭୯ ରୋଗୀ ପ୍ରାଣ ହରାଇଥିବାବେଳେ ୧୮ ହଜାର ୨୧୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗୋଟିଏ ଦିନରେ ସର୍ବାଧିକ ୨୦ ହଜାର ୯୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ
error: Content is protected !!
Open chat