ଆମେରିକା ବୈଜ୍ଞାନିକମାନେ କରୋନା ଭାଇରସ୍ ସଂକ୍ରମଣ କରାଉଥିବା ଓ ରୋକୁଥିବା ଜିନ୍ ଚିହ୍ନଟ କଲେ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଜିନ୍-ଏଡିଟିଙ୍ଗ୍ ଟୁଲ୍ ‘ସିଆର୍ଆଇଏସ୍ପିଆର୍-କ୍ୟାସ୍୯’ ବ୍ୟବହାର କରି ଆମେରିକା ବୈଜ୍ଞାନିକମାନେ ସଂକ୍ରମିତ ଜୀବକୋଷ ମଧ୍ୟରୁ କରୋନାଭାଇରସ୍ ସଂକ୍ରମଣରେ ସହାୟତା କରୁଥିବା କିଂବା ସଂକ୍ରମଣ ରୋକୁଥିବା କେତେକ ଜିନ୍ ବା ଗୁଣସୂତ୍ର!-->…
