ଭୁବନେଶ୍ୱର ରେଡ୍ ଲାଇଟ୍ ମାଳି ସାହି ଅଞ୍ଚଳ ହୋଇପାରେ ହଟ୍ସ୍ପଟ୍: ବନ୍ଦ ରହିଲେ ସଂକ୍ରମଣ ଆଶଙ୍କା ୩୫% କମିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର,୨୮ା୬: ଦେଶରେ ରେଡ୍ ଲାଇଟ ଅଞ୍ଚଳ ଖୋଲା ରହିବା ଦ୍ୱାରା ଭାରତରେ କୋଭିଡ-୧୯ ସଂକ୍ରମଣରେ ଦ୍ରୁତ ଅଭିବୃଦ୍ଧି ଦେଖାଦେବାର ସମ୍ଭାବନା ରହିଛି। ଏହି ଅଞ୍ଚଳ ବନ୍ଦ ରହିଲେ ସଂକ୍ରମଣ ହ୍ରାସ ପାଇବା ସହ ଏହି ମହାମାରୀଜନିତ ମୃତ୍ୟୁକୁ ୬୦% ପର୍ଯ୍ୟନ୍ତ କମ୍!-->!-->!-->…
