ଛାଡପତ୍ର ଦେବାକୁ ରାଜି ନ ହେବାରୁ ପ୍ରେମିକ ସହ ମିଶି ସ୍ତ୍ରୀ ହେଲ୍‌ମେଟ୍ ‌ରେ ଛେଚି ମାରିଦେଲା

କଳିଙ୍ଗ ଜ୍ୟୋତି ସାଲେପୁର ୨୮/୦୬: ବିନୋଦ ମଣ୍ଡଳ ହତ୍ୟାକାଣ୍ଡ ଷଡଯନ୍ତ୍ରର ପୃଷ୍ଠା ପରେ ପୃଷ୍ଠା ଖୋଲୁଛି । ପ୍ରେମ ନିଶା ଏମିତି ଉତୁରିୁଲି ଯେ, ଜୀବନ ନେବାକୁ ବି ପଛାଇଲାନି । ପ୍ରଥମେ ଫେଲ୍‌ ମାରିଥିବା ପ୍ରେମିକ ।ଅଭିଯୁକ୍ତ ଶାରଦା କୁଣ୍ଡୁ ପୋଲିସ ଆଗରେ ନିଜର ଦୋଷ ମାନିଯାଇଛି । ଏବେ

ଗଞ୍ଜାମରେ ପୁଣି ୭୬ ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୧କୁ ବୃଦ୍ଧି

କଳିଙ୍ଗ ଜ୍ୟୋତି ବ୍ରହ୍ମପୁର,୨୮ା୬ : ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରବିବାର ପୁଣି ୭୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।ସୂଚନାଯୋଗ୍ୟ,

ଭୁବନେଶ୍ୱର ବସ୍ତି ରେ ଗୋଷ୍ଠୀ ସଂକ୍ରମଣ ଭୟ, ଚିନ୍ତାରେ ପ୍ରଶାସନ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬ : ରାଜଧାନୀରେ ଏବେ କରୋନା ହୁ ହୁ ହୋଇ ମାଡ଼ୁଛି। ମାର୍ଚ୍ଚ ୧୫ରୁ ମେ ୩୧ ସୁଦ୍ଧା ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୁନ୍‌ ୧ରୁ ଜୁନ୍‌ ୨୭ ଭିତରେ ୨୧୮ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ୨୭ଦିନରେ ୨୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ଆଜି ଦକ୍ଷିଣ ମୋଡ ନେବେ ତିନି ରଥ ।

କଳିଙ୍ଗ ଜ୍ୟୋତି ପୁରୀ ୨୮/୦୬ :ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଜୋର । ଆଜି ତିନି ରଥ ଦକ୍ଷିଣ ମୋଡ ନେବେ । ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ପାଖକୁ ଆସିବେ ତିିନ ରଥ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଚୂଡ଼ାନ୍ତ ହୋଇଛି ।

ବାହୁଡା ଯାତ୍ରା ପାଇଁ ସାରା ପୁରୀ ଜିଲ୍ଲାରେ ଜୁନ୍‌ ୩୦ରୁ ପୁଣି ଲାଗୁ ହେବ କର୍ଫ୍ୟୁ : ଜିଲ୍ଲାପାଳ

ପୁରୀ: ଆସନ୍ତା ବୁଧବାର ବାହୁଡା ଯାତ୍ରାକୁ ଆଖି ଆଗରେ ରଖି ଜୁନ୍ ୩୦ ତାରିଖ ରାତି ୧୦ରୁ ଜୁଲାଇ ୨ ତାରିଖ ଯାଏ କର୍ଫ୍ୟୁ ଲାଗୁ ହେବ। ଜୁଲାଇ ୨ ତାରିଖ ରାତି ୧୦ଟା ଯାଏ କର୍ଫ୍ୟୁ ଲାଗୁ ହେବ। ସାରା ଜିଲ୍ଲାରେ କର୍ଫ୍ୟୁ ନେଇ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ୧ରୁ ୪ ତାରିଖ

ରାହୁଲ ଗାନ୍ଧୀଙ୍କୁ ଆଇନା ଦେଖାଇଲେ ଶରଦ ପାଓ୍ଵାର , କହିଲେ- ୧୯୬୨ରେ କ’ଣ ଘଟିଥିଲା ଭୁଲି ପାରିବୁ ନାହିଁ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୨୮/୦୬: ପୂର୍ବ ଲଦାଖରେ ଚୀନ ସହିତ ଉତ୍ତେଜନାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବାରମ୍ବାର ହମଲା କରି ଚାଲିଛନ୍ତି। ଲଦାଖରେ ଚୀନୀ ସୈନିକଙ୍କ ଅନୁପ୍ରବେଶକୁ ନେଇ ରାହୁଲ ଶୁକ୍ରବାର ମଧ୍ୟ କେନ୍ଦ୍ରର ମୋଦୀ ସରକାରଙ୍କୁ

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲାର ମହିଳା ସରପଞ୍ଚ

କଳିଙ୍ଗ ଜ୍ୟୋତି ଜୟପୁର ୨୮/୦୬: କୋରାପୁଟ ଜିଲା ଜୟପୁର ଭିଜିଲାନ୍ସ ପକ୍ଷରୁ ଶନିବାର ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଜଣେ ମହିଳା ସରପଞ୍ଚ ଧରାପଡ଼ିଛନ୍ତି। ତାଙ୍କଠାରୁ ଟଙ୍କା ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତରେ ଏପରି ଘଟଣା

ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ କରିବା ପାଇଁ ଦାୟିତ୍ୱ ନେବାକୁ ପଡ଼ିବ – ଧର୍ମେନ୍ଦ୍ର ପ୍ରଧାନ

ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ କରିବା ପାଇଁ ଦାୟିତ୍ୱ ନେବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍‍ ଏବଂ ସୁଯୋଗ ଉପରେ ଗୁରୁତ୍ୱାରୋପ-ରାଜ୍ୟରେ ଏମଏସଏମଇ କ୍ଷେତ୍ରର ବିକାଶ କରିବା ପାଇଁ ଅର୍ଥ, ଦକ୍ଷତା, କଞ୍ଚାମାଲ, ପରିଶ୍ରମୀ ମାନବସମ୍ବଳ,

ବାଟ ଖୋଜୁଛନ୍ତି ଦାମ, ବିଜେଡିକୁ ଫେରିବାକୁ ଗୋଡ଼ ଟେକି ବସିଛନ୍ତି,ବିରୋଧୀ ଦଳଙ୍କୁ ବିରୋଧ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬:ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବେ ବିଜେଡିକୁ ଫେରିବା ପାଇଁ ଗୋଡ଼ ଟେକି ବସିଛନ୍ତି। ବିଜେଡିରୁ ସବୁଜ ସଙ୍କେତ ମିଳିବା ମାତ୍ରେ ସେ ବିଜେଡି ସଂଗଠନ ପାଇଁ କାମ କରିବାକୁ ପ୍ରସ୍ତୁତ ଥିବା ଗଣମାଧ୍ୟମକୁ
error: Content is protected !!
Open chat