ରାଜଧାନୀରେ ହୁ ହୁ ହୋଇ ମାଡି ଚାଲିଛି କୋରାନା ,୨୭ ଦିନରେ ୨୧୮ ପଜିଟିଭ୍

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬ : ରାଜଧାନୀରେ ଜୁନ୍ ମାସ କରୋନାର ସବୁ ରେକର୍ଡ ଭାଙ୍ଗି ଦେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ନିକଟତର ହେବାରେ ଲାଗିଛି। ପୂର୍ବରୁ ରାଜଧାନୀରେ ୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଚଳିତମାସରେ ୨ଶହରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି।

ବୀରମିତ୍ରପୁର ନାବାଳିକା ଗର୍ଭପାତ ପ୍ରସଙ୍ଗ, ପସୋକୋ ଅଦାଲତର ନିର୍ଦ୍ଦେଶ ପରେ ପୀଡ଼ିତାଙ୍କ ବୟାନ ରେକର୍ଡ଼

କଳିଙ୍ଗ ଜ୍ୟୋତି ସୁନ୍ଦରଗଡ ୨୮/୦୬:ସୁନ୍ଦରଗଡ଼ : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ପ୍ରସଙ୍ଗ ଦିନକୁ ଦିନ ଘନେଇବାରେ ଲାଗିଛି। ତଦନ୍ତ ପ୍ରକ୍ରିୟା ଯେତିକି ଆଗକୁ ବଢ଼ୁଛି ଘଟଣାର ଦିଗ ମଧ୍ୟ ସେତିକି ବଦଳିବାରେ ଲାଗିଛି । ଆଜି ଘଟଣାର ତଦନ୍ତ କରୁଥିବା ମହିଳା ଡିଏସପି

ଅସୁରକ୍ଷିତ ରାଜଧାନୀ,ଭୁବନେଶ୍ୱରରେ ମହିଳା ଇନ୍‌ସପେକ୍ଟରଙ୍କୁ ଆକ୍ରମଣ, ଲଜ୍‌ ମାଲିକ ଗିରଫ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬:ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ଜଣେ ମହିଳା ଇନ୍‌ସପେକ୍ଟରଙ୍କୁ ଆକ୍ରମଣ ଓ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ପାର୍କିଂକୁ କେନ୍ଦ୍ର କରି ମହିଳା ପୁଲିସଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ

ଲଦାଖ ସୀମାରେ ଏୟାର ଡିଫେନ୍ସ ମିସାଇଲ୍ ମୁତୟନ କଲା ଭାରତ,ଆଖି ଉଠାଇ ଚାହିଁବାକୁ ଡରିବ ଚୀନ୍

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୮।୦୬: ସରକାରୀ ସୂତ୍ର ଅନୁଯାୟୀ ସୀମାରେ ନିଜର ଉପସ୍ଥିତି ଏବଂ ଶକ୍ତି ବଢାଇବା ପାଇଁ ଭାରତ ସେନା ଓ ବାୟୁସେନା ଏୟାର ଡିଫେନ୍ସ ସିଷ୍ଟମକୁ ମୁତୟନ କରିଛି। ଯଦ୍ଵାରା ପିପଲ୍ସ ଲିବେରେସନ ଆର୍ମି(ପିଏଲଏ)ର ଲଢୁଆ ବିମାନ କିମ୍ବା ହେଲିକପ୍ଟରର ପ୍ରତିଟି ଦୁଃସାହାସର

ସଂପନ୍ନ ହେଲା ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି: ଅଭିମାନ କରି ନନ୍ଦିଘୋଷ ଭାଙ୍ଗିଲେ ମା’ ଲକ୍ଷ୍ମୀ

କଳିଙ୍ଗ ଜ୍ୟୋତି ପୁରୀ ୨୮/୦୬: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ଋକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ (ଚତୁର୍ଦ୍ଦଶୀ ତିଥି) ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ। ଭଲ ହୋଇ ଅଣସର

ଦେଶରେ କରୋନା ଜନିତ ସୁସ୍ଥ ହାର ୫୮% ରୁ ଅଧିକ ,ମୃତ୍ୟୁ ହାର ପାଖାପାଖି ୩%

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ୨୮/୦୬ : ଭାରତରେ କରୋନା ଜନିତ ସୁସ୍ଥ ହାରରେ ୫୮ ପ୍ରତିଶତରୁ ଅଧିକ ରହିଛି। ପାଖାପାଖି ୩ ଲକ୍ଷ ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସେହିଭଳି ଦେଶରେ ମୃତ୍ୟୁ ହାର ପାଖାପାଖି ୩

ଜୁନ ୩୦ ସୁଦ୍ଧା ଅଭିଭାବକ ଫି ଦେଇ ନ ପାରିଲେ ପିଲାଙ୍କ ଆଡମିଶନ ରଦ୍ଦ କରିପାରିବ ନାହିଁ ଘରୋଇ ସ୍କୁଲ : ଗୁଜୁରାଟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଅହମଦାବାଦ ୨୮/୦୬ : ଗୁଜୁରାଟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି ଯେ ଜୁନ ୩୦ ସୁଦ୍ଧା ଯେଉଁ ଅଭିଭାବକମାନେ ନିଜ ସନ୍ତାନର ସ୍କୁଲ ଫି ଦେଇପାରିନାହାନ୍ତି ଘରୋଇ ସ୍କୁଲ ସେମାନଙ୍କ ପିଲାଙ୍କ ଆଡମିସନ ରଦ୍ଦ କରିପାରିବ ନାହିଁ । ମୁଖ୍ୟ

ଚୀନ୍ ଭାରତକୁ ପିଓକେ ପଟରୁ ଟାର୍ଗେଟ୍ କରିବା ଯୋଜନା କରୁଛି କି?

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୮/୦୬:ଗୋଟିଏ ପଟେ ଏଲଏସି ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ କୂଟନୀତିକ ଏବଂ ସାମିରକ ସ୍ତରରେ ଆଲୋଚନା ଜାରି ରହିଛି। ଅନ୍ୟପଟେ ଦୁଇ ଦେଶ ସେନା ଠୁଳ କରିବା ସହିତ ସୀମାରେ ଲଢ଼ୁଆ ବିମାନ ମୁତୟନ କରୁଛନ୍ତି। ଏହାରି ଭିତରେ ଭାରତ ପାଇଁ

ଭାରତ-ଚାଇନା ସୀମା ବିବାଦ: LACରେ ଯୁଦ୍ଧ ଭଳି ପରିସ୍ଥିତି

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୮/୦୬ : LACରେ ଯୁଦ୍ଧ ଭଳି ପରିସ୍ଥିତି। ଉଭୟ ଚୀନ ଓ ଭାରତ ନିଜ ନିଜ ସ୍ଥିତିରେ ଅଟଳ ଅଛନ୍ତି। କେହି କାହା ପୋଜିସନରୁ ହଟୁନାହାନ୍ତି। ମିଲିଟାରି ଓ କୂଟନୈତିକ ସ୍ତରରେ ବାରମ୍ବାର ଆଲୋଚନା ପରେ ମଧ୍ୟ ସମାଧାନର କୌଣସି ସୂତ୍ର ବାହାରି ପାରି ନାହିଁ। ପୂର୍ବ

ଗଞ୍ଜାମରେ ୩ ଦିନରେ ଗଲା ୩ ଜୀବନ – ବ୍ଲକ ଉପାଧ୍ୟକ୍ଷଙ୍କ ସହ ୩ ମୃତ

କଳିଙ୍ଗ ଜ୍ୟୋତି ବ୍ରହ୍ମପୁର ୨୮/୦୬:ଗଞ୍ଜାମରେ ବଢ଼ିଚାଲିଛି କରୋନାର କାୟା। ଗୋଟିଏ ପଞ୍ଚାୟତରେ ୩ ଦିନରେ କରୋନା ନେଲାଣି ୩ ଜଣଙ୍କ ଜୀବନ। ଧରାକୋଟ ବ୍ଲକ ଜାହାଡା ପଞ୍ଚୟତରେ ଘଟିଛି ଏହି ଘଟଣା। ଧରାକୋଟ ବ୍ଲକ ଉପାଧ୍ୟକ୍ଷଙ୍କ ସହ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଏବେ
error: Content is protected !!
Open chat