ବ୍ୟାଙ୍କ ଠକ ଫେରାର ମେହୁଲ ଚୌକସୀ ମଧ୍ୟ ଦେଇଛି ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଦାନ ଦେଇଛି !

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬: କଂଗ୍ରେସର ରାଜୀବ ଗାନ୍ଧି ଫାଉଣ୍ଡେସନ ଚୀନ୍ ଦୂତାବାସ ଜରିଆରେ ଧନ ସଂଗ୍ରହ କରିଥିବାର ବିଜେପି ଅଭିଯୋଗ କରିବା ପରେ ନୂଆନୂଆ ଘଟଣା ଏବେ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ସୋନିଆ ଗାନ୍ଧିଙ୍କ ପରିଚାଳିତ ଏହି ଫାଉଣ୍ଡେସନକୁ ପିଏନବି ଋଣ ଠକେଇ

କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱଳ୍ପ ମୂଲ୍ୟର ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ ଅନୁମତି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬: ମଧ୍ୟମ ତଥା ଗୁରୁତର ଲକ୍ଷଣ ବିଶିଷ୍ଟ କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ମିଥାଇଲପ୍ରେଡନିସୋଲୋନର ବିକଳ୍ପ ଭାବରେ ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଶନିବାର ଅନୁମତି ଦେଇଛନ୍ତି। ବ୍ରିଟିଶ କ୍ଲିନିକାଲ

ମନି ଲଣ୍ଡରିଂ ମାମଲାରେ ଅହମଦ ପଟେଲଙ୍କ ଘରେ ପ୍ରବର୍ତନ ନିର୍ଦେଶାଳୟର ଟିମ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬ : ସନ୍ଦେଶରା ଗ୍ରୁପ ବିରୋଧରେ ୫ ହଜାର କୋଟି ଟଙ୍କା ଠକାମୀ ମାମଲାରେ ଯାଞ୍ଚ କରୁଥିବା ଇଡି କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ଘରେ ପହଞ୍ଚିଛି | ଗୁଜରାଟ ଫାର୍ମା କମ୍ପାନୀ ଷ୍ଟାଲିଙ୍ଗ ବାୟୋଟେକ ଉପରେ ଚାଲୁଥିବା ଠକାମୀ ମାମଲାରେ ଇଡି ମନି

ଭାରତକୁ ପୁଣି ଫେରିଲେ ପଙ୍ଗପାଳ: ସତର୍କ ସୂଚନା ଜାରି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛନ୍ତି ପଙ୍ଗପାଳ। ରାଜସ୍ଥାନରୁ ଏବେ ହରିୟାଣାକୁ ପହଞ୍ଚିଛନ୍ତି ପଙ୍ଗପାଳ। ଗୁରୁଗ୍ରାମ ସହରର ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ଆଜି ସକାଳେ ଘୁରି ବୁଲୁଛନ୍ତି। ଏହାକୁ ନେଇ ଦିଲ୍ଲୀ ସଂଗଲଗ୍ନ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଇନ୍‌ଷ୍ଟାଗ୍ରାମ୍‌ରେ ଫଲୋଅର ସଂଖ୍ୟା ୫୦ ଲକ୍ଷ ବଢ଼ିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ୨୭/୦୬ : ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ସେବଠାରୁ ତାଙ୍କ ବିଷୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ୟା ମଧ୍ୟରେ ତାଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର ସଂଖ୍ୟା ବହୁତ

ଚୀନ ଭାଙ୍ଗି ଥିବା ସୀମା ସଂଯୋଗ ବ୍ରିଜ୍ କୁ , ମାତ୍ର ୬ ଦିନରେ ନିର୍ମାଣ କରି ଦେଲେ ସେନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ପିଥୌରାଗଢ ୨୮/୦୬: ଉତ୍ତରାଖଣ୍ଡର ପିଥୌରାଗଢ ସ୍ଥିତ ମୁନସ୍ୟାରୀରେ ୬ ଦିନ ପୂର୍ବେ ଭାଙ୍ଗିଥିବା ବେଲି ବ୍ରିଜ ପୁନର୍ବାର ତିଆରି ହୋଇ ପ୍ରସ୍ତୁତ ହୋଇ ଯାଇଛି। ମୁନସ୍ୟାରିରୁ ମିଲନ ଯାଉଥିବା ରୁଟ୍‌ରେ ଧାପା ନିକଟରେ ସେନର ନଦୀ ଉପରେ ନିର୍ମିତ ବେଲି ବ୍ରିଜ୍ ଭାଙ୍ଗି

‘ଆପ୍ ସମ୍ପୂର୍ଣ୍ଣ ସୁରକ୍ଷିତ’, ବ୍ୟାନ୍ ହେବା ଖବରକୁ ନେଇ “ଗୁଗୁଲ୍ ପେ” ରଖିଲା ଉତ୍ତର,…

କଳିଙ୍ଗ ଜ୍ୟୋତି ବ୍ୟୁରୋ, ୨୭/୦୬ : ଗତକାଲି ସୋସିଆଲ୍ ମିଡିଆରେ ଗୁଗୁଲ ପେ’ ଆପ୍ ବ୍ୟାନ୍ ହେବା ଖବର ଭାଇରାଲ୍ ହେବା ଦେଖିବାକୁ ମିଳିଥିଲା। ଏହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅଧୀନରେ ଆସୁନାହିଁ ବୋଲି କୁହାଯାଇଥିଲା। ହେଲେ ଏହି ଖବରକୁ ନିଜେ ଏନପିସିଆଇ ମଧ୍ୟ ଖଣ୍ଡନ କରିଛି।

ଜୁଲାଇ ୫ ରେ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ, ୨୭।୬: ଜୁଲାଇ ୫ରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ଉପଛାୟା ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ ଏବଂ ଆଫ୍ରିକାର କେତେକ ଅଞ୍ଚଳରେ ଦୃଷ୍ଟିଗୋଚର ହେବ। ଏହା ଏସିଆ ମହାଦେଶରେ ଦୃଶ୍ୟମାନହେବ ନାହିଁ। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ନ

କରୋନାରେ ୩ ନୁହେଁ ଜଣଙ୍କର ହୋଇଛି ମୃତ୍ୟୁ: ଗଞ୍ଜାମ ଜିଲ୍ଲାପାଳ

କଳିଙ୍ଗ ଜ୍ୟୋତି ବ୍ୟୁରୋ ବ୍ରହ୍ମପୁର: ୨୭/୦୬: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ କରୋନାରେ ୩ଜଣ ନୁହେଁ ବରଂ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଯେଉଁ ଖବର ପ୍ରସାରିତ ହେଉଥିଲା ତାହା ମିଥ୍ୟା ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ରାଜନୈତିକ ବିଦ୍ରୋହ ଉପରୁ ଧ୍ୟାନ ହଟାଇବା ଲାଗି ଉଦ୍ୟମ : ହିନ୍ଦୀ ଭାଷା ଉପରେ…

କାଠମାଣ୍ଡୁ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : ନେପାଳରେ ଏବେ ରାଜନୈତିକ ବିଦ୍ରୋହ ଆରମ୍ଭ ହେଇଛି। ପ୍ରଧାନମନ୍ତ୍ରୀ କେ. ପି. ଓଲି ଏହା ଉପରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ଲାଗି ଭାରତ ବିରୋଧୀ ପଦ​‌କ୍ଷେପ ନେଇ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରୁଛନ୍ତି। ସୂଚନାଯୋଗ୍ୟ, ଓଲି ଏବେ ଦେଶରେ ଏକ
error: Content is protected !!
Open chat