ଖୋଲିଲା ହୀରାକୁଦ ବନ୍ଧର ୧୨ଟି ଗେଟ୍: ଆଜି ମୁଣ୍ଡଳି ଠାରେ ପହଞ୍ଚିବ ହୀରାକୁଦ ପାଣି

କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬: ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ଶୁକ୍ରବାର ରାତି ୯ଟା ପରେ ହୀରାକୁଦ ବନ୍ଧର ଆଉ ୨ଟି ଗେଟ୍ ଖୋଲାଯାଇଛି। ଫଳରେ ମୋଟ ୧୨ ଗେଟ୍ ଦେଇ ୧ ଲକ୍ଷ ୮୫ ହଜାର ୧୬୦ କ୍ୟୁସେକ୍ ଜଳ ମହାନଦୀକୁ ନିଷ୍କାସିତ ହେଉଛି। ଏହାପୂର୍ବରୁ ଶୁକ୍ରବାର ରାତି ୯ଟା ପର୍ୟ୍ୟନ୍ତ

ଆଜିଠୁ ପୁରୀରେ ସରୋଲଜିକାଲ ସର୍ଭେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୬ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଏହା ଉପରେ କାବୁ ପାଇବା ଲାଗି ସରୋଲଜିକାଲ୍ ସର୍ଭେ କରିବା ପାଇଁ

ଭୁବନେଶ୍ୱରରୁ ଆଉ ୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି

ରାଜଧାନୀରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍। ଶନିବାର ଆଉ ୯ ପଜିଟିଭ୍ ଚିହ୍ନଟ ହେବା ସହିତ ଭୁବନେଶ୍ୱର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଛି। ଆଜି ନୂଆକରି ଚିହ୍ନଟ ହୋଇଥିବା ୯ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଜଣେ ହୋମ୍

ପୁଣି ବନ୍ଧୁ ପଣିଆର ବଦାନ୍ୟତା ଦେଖେଇଲେ ସବ୍ୟସାଚୀ,ଗୁଜୁରାଟରୁ ଆଣିଲେ ୫ ବନ୍ଧୁ ଙ୍କୁ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୭/୦୬: ବିପଦ ବେଳେ ବନ୍ଧୁ ପାଇଁ ଅଣ୍ଟା ଭିଡ଼ି ବାହାରି ଆସୁଥିବା ବ୍ୟକ୍ତି ହିଁ ଅସଲ ବନ୍ଧୁ। ଏହି ବନ୍ଧୁତ୍ବର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟରେ। କେନ୍ଦ୍ରାପଡ଼ା ମାର୍ଶାଘାଇର ୫ ଯୁବକ ଗୁଜରାଟର ଏକ ସୂତା ମିଲ୍‌ରେ କାମ କରୁଥିଲେ। ଲକ୍‌ଡାଉନ୍‌

କାଲି ଠାରୁ ୨ ଦିନ ପ୍ରବଳ ବର୍ଷା ହେବ-ଭୁବନେଶ୍ୱର ପାଣିପାଗ କେନ୍ଦ୍ର

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର,୨୭/୦୬: ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।। ଘଡ଼ଘଡ଼ି ବିଜୁଳି ସହ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିପାଇଁ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ

ମୁମ୍ବାଇର ପ୍ରସିଦ୍ଧ ‘ବିସ୍‌ଲାରି ପାଣିପୁରି’ ବିକ୍ରେତା କରୋନାରେ ଜୀବନ ହାରିଲେ।

ମୁମ୍ବାଇ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : କରୋନାରେ ଜୀବନ ହାରିଲେ ମୁମ୍ବାଇର ପ୍ରସିଦ୍ଧ ‘ବିସ୍‌ଲାରି ପାଣିପୁରି’ ବିକ୍ରେତା । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତ ପ୍ରାଣ ହରାଇବା ପରେ ସ୍ଥାନୀୟ ଲୋକ ଟଙ୍କା ଆଦାୟ କରି ତାଙ୍କ ପରିବାର ଲୋକଙ୍କୁ ୨.୫ ଲକ୍ଷ ଟଙ୍କାର ସହାୟତା ରାଶି

ମାତ୍ର ୬ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ବଢ଼ିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୬: ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା। ମାତ୍ର ୬ ଦିନ ଭିତରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ ବଢ଼ି ୫ ଲକ୍ଷରେ ପହଞ୍ଚି ଯାଇଛି। ଶୁକ୍ରବାର (ଗତକାଲି) ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଥିଲା।

ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନିଶ୍ଚିନ୍ତକୋଇଲି ୨୭।୦୬: ବ୍ୟାଙ୍କ କର୍ମଚାରୀ ଙ୍କୁ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ ।ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅନ୍ତର୍ଗତ କାନରା ବ୍ୟାଙ୍କର ଫିଲଡ଼ ଅଫିସର ହୃଦାନନ୍ଦ ସିଂହଙ୍କ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲେରେ ଭର୍ତ୍ତି

ଜୁଲାଇ ୩୧ ଯାଏ ଦିଲ୍ଲୀ ରେ ସ୍କୁଲ୍ ବନ୍ଦ ରହିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୬ : କରୋନା ମହାମାରୀ ପାଇଁ ଦିଲ୍ଲୀରେ ଜୁଲାଇ ୩୧ ଯାଏ ସ୍କୁଲ ବନ୍ଦ ରହିବ। ଏ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଏହା କହିଛନ୍ତି। ଶିକ୍ଷା ବିଭାଗ ସହିତ ଶୁକ୍ରବାର ବୈଠକ କରିବା ପରେ ସିସୋଦିଆ ଏହା

“ଗ୍ଲୋ ଆଣ୍ଡ ଲଭଲି” ନାମରେ ଆସିପାରେ ‘ଫେୟାର ଆଣ୍ଡ ଲଭଲି’ କ୍ରିମ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ: ତେଲ, ସାବୁନ ସହ ଦୈନିକ ବ୍ୟବହାର ଉପଯୋଗୀ ସାମଗ୍ରୀ ନିର୍ମାଣ କରୁଥିବା ହିନ୍ଦୁସ୍ତାନ ୟୁନିଲିଭର ଏହାର ଲୋକପ୍ରିୟ କ୍ରିମ ‘ଫେୟାର ଆଣ୍ଡ ଲଭଲି’ର ନାମ ପରିବର୍ତ୍ତନ କରିବାର ସୂଚନା ଦେଇଥିଲା | ନାମ ପରିବର୍ତ୍ତନ ପରେ ଏହାର ନାମ ‘ଗ୍ଲୋ ଆଣ୍ଡ ଲଭଲି’
error: Content is protected !!
Open chat