ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ନାଁରେ ଥାନାରେ ମାମଲା ରୁଜୁ କଲା କଂଗ୍ରେସ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର,୨୭/୦୬: କରୋନା କଟକଣାକୁ ଉଲ୍ଲଘଂନ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ଝାରସୁଗୁଡ଼ା ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ସଭା ଆୟୋଜନ କରିଥିବାରୁ ତାଙ୍କ ବିରୁଦ୍ଧରେ ଆଜି କଂଗ୍ରେସ ପକ୍ଷରୁ ଥାନା ଏକ ମାମଲା ରୁଜୁ ହୋଇଛି। ସରକାରୀ

ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବ୍ୟାଟେରି ସ୍ୱାପିଂ ସୁବିଧା ଲୋକାର୍ପିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଭୁବନେଶ୍ୱର ୨୭/୦୬ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଚଣ୍ଡିଗଡ ଠାରେ ବିଦ୍ୟୁତ ଚାଳିତ ଗାଡି ପାଇଁ ବ୍ୟାଟେରି ସ୍ୱାପିଂ ସୁବିଧା ଏବଂ କୁଇକ୍ ଇଂଟରଚେଞ୍ଜ୍ ଷ୍ଟେସନର ଲୋକାର୍ପଣ କରିଛନ୍ତି।

ଜଗନ୍ନାଥପ୍ରେମୀ ଭକ୍ତଙ୍କ ଭାବାବଗେକୁ ଆଘାତ : ଚେୟାର ରେ ବସି ଅଭଡ଼ା ଖାଇଲେ ପୋଲିସ ବାବୁ, ସୋସିଆଲ ମିଡିଆରେ ଫଟୋ ହେଲା…

ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଖରେ ଅର୍ପିତ ହେଉଥିବା ପ୍ରସାଦକୁ ଶ୍ରୀମହାପ୍ରସାଦ ବୋଲି କୁହାଯାଏ। ଷଡ଼ଙ୍ଗ ସଂସ୍କାର ମାଧ୍ୟମରେ ମହାପ୍ରସାଦ ଠାକୁରଙ୍କୁ ଅର୍ପଣ କରାଯାଏ। ଶ୍ରୀମନ୍ଦିରରେ ଯେଉଁ ମହାପ୍ରସାଦ ପ୍ରସ୍ତୁତ କରାଯାଏ ଶାସ୍ତ୍ରାନୁସାରେ

ମାତ୍ର ୩୦ ମିନିଟରେ ଆସିବ କରୋନା ରିପୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬ : ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ (ଆଇସିଏମ୍‌ଆର୍‌) ସମସ୍ତ ରାଜ୍ୟକୁ ଆଣ୍ଟିଜନ୍‌ ଟେଷ୍ଟ୍‌ ଅନୁମତି ଦେଇଛି । ଏଥିସହ ସମସ୍ତ ହସ୍ପିଟାଲ, ଅଫିସ୍‌ ଓ ପବ୍ଲିକ୍‌ ସେକଫର ୟୁନିଟକୁ ରାପିଡ୍‌ ଆଣ୍ଟିଜନ୍‌ ଟେଷ୍ଟ୍‌ କରିବାକୁ ପରାମର୍ଶ

ଆଜି ହେରା ପଂଚମୀ: ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ;

ଶ୍ରୀମନ୍ଦିରରେ ଛାଡି ଆସିଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଛନ୍ତି ଶ୍ରୀଦେବୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ୨୭/୦୬:ଆଜି ହେରା ପଂଚମୀ । ନନ୍ଦିଘୋଷ ରଥ ଭାଂଗିବେଲକ୍ଷ୍ମୀ ଠାକୁରାଣୀ । ଲଷ୍ମୀଙ୍କୁ ଛାଡି ଜଗନ୍ନାଥ ମହାପ୍ରଭୁ ଭଉଣୀ ଓ ଭାଇଙ୍କୁ ସାଙ୍ଗରେ ନେଇ ନଅ ଦିନର ଯାତ୍ରା

ପଶ୍ଚିମବଙ୍ଗ ଜନସମ୍ବାଦ ଭର୍ଚୁଆଲ ରାଲି – ମୋଦି ସରକାରଙ୍କ ନିର୍ଣ୍ଣାୟକ ନେତୃତ୍ୱ ଦେଶକୁ ନୂଆ ଶିଖରକୁ ନେବ –…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଭୁବନେଶ୍ୱର ୨୭/୦୬ – ମୋଦି ସରକାରଙ୍କ ନିର୍ଣ୍ଣାୟକ ନେତୃତ୍ୱ ଦେଶକୁ ନୂତନ ଶିଖରକୁ ନେବ ବୋଲି ପଶ୍ଚିମବଙ୍ଗ ଜନସମ୍ବାଦ ଭର୍ଚୁଆଲ ରାଲିରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରଥଯାତ୍ରା ଦ୍ୱନ୍ଦ୍ୱ ପାଇଁ ପୁରୀ ଗଜପତି ଓଡ଼ିଶା ସରକାରଙ୍କୁ ଦାୟୀ କଲେ

ଯଦି ସରକାର ଯଥେଷ୍ଟ ଆଗରୁ ରଥଯାତ୍ରା ନେଇ ନିଷ୍ପତ୍ତି ନେଇଥାନ୍ତେ ଶେଷ ମୁହୂର୍ତ୍ତରେ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହେଲା ତାହା ହୋଇନଥାନ୍ତା ବୋଲି ସେ ମତ ପ୍ରକାଶ କରିଛନ୍ତି। ଜୁନ ୧୦ ତାରିଖରେ ଓଡ଼ିଶା ହାଇକୋର୍ଟ ରାୟ ଦେଇ କହିଥିଲେ ଯେ ରଥଯାତ୍ରା ହେବ କି ନା ତାହା ଓଡ଼ିଶା ସରକାର ସ୍ଥିର

ଖୋର୍ଦ୍ଧା ଏବଂ ଜଟଣୀ ର ବିଭିନ୍ନ ନର୍ସିଂହୋମ ଉପରେ ପ୍ରସାଶନ ପକ୍ଷରୁ ଚଢାଉ ଆରମ୍ଭ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଖୋର୍ଦ୍ଧା ୨୭/୦୬ : ଖୋର୍ଦ୍ଧା ଏବଂ ଜଟଣୀ ର ବିଭିନ୍ନ ନର୍ସିଂହୋମ ଉପରେ ପ୍ରସାଶନ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି । କୋଭିଡ ନିୟମକୁ ଖୋଲାଖୋଲିଭାବେ ଉଲଙ୍ଘନ କରୁଥିବାରୁ କରୋନା ସଂକ୍ରମଣ ର ଭୟ ନର୍ସିିଂ ହୋମ ରୁ ଆରମ୍ଭ ହେବାର ଆଶଙ୍କା ରହିଛି ।ତେଣୁ ପ୍ରଶାସନ

ଗୁଗୁଲ ପେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଦେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୬ : ଭାରତରେ କ୍ଷୁଦ୍ର ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଲୋନ ଦେବ ଆମେରିକୀୟ ଟେକ୍ କମ୍ପାନୀ ଗୁଗଲ । ଭାରତର ଲକ୍ଷ ଲକ୍ଷ ବ୍ୟବସାୟୀ ଗୁଗଲ ଲୋନ ଜରିଆରେ ଉପକୃତ ହୋଇପାରିବେ । କମ୍ପାନୀ ପକ୍ଷରୁ ଚଳିତ ବର୍ଷ ଏହି ସୁବିଧା ଆରମ୍ଭ କରାଯାଉଛି ।
error: Content is protected !!
Open chat