ରଥଯାତ୍ରା ଡ୍ୟୁଟିରେ ନଥିବା ପୋଲିସ ଅଫିସରଙ୍କୁ ପୁରୀ ମନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬ ଯେଉଁ ପୋଲିସ ଅଫିସରଙ୍କର ରଥଯାତ୍ରା ଡ୍ୟୁଟି ପଡ଼ିନାହିଁ ସେମାନେ ପୁରୀ ଯାଇ ପାରିବେନାହିଁ। ଏହି କଟକଣା ଜୁଲାଇ ୪ ପର୍ଯ୍ୟନ୍ତ ବଳବତ୍ତର ରହିବ। ଓଡ଼ିଶା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ପୁରୀ ଜିଲ୍ଲାରେ

ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡରେ ବଢ଼ିଲା ଲକ୍ ଡ଼ାଉନ ଅବଧି; ୩୧ ଜୁଲାଇଯାଏ କଟକଣା ବଳବତ୍ତର

କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬:କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ନିଜ ଅନୁସାରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସରକାର ଜୁଲାଇ ୩୧ ତାରିଖ ଯାଏ ରାଜ୍ୟରେ ଲକ୍ଡ଼ାଉନ ଅବଧି ବୃଦ୍ଧି କରିଛନ୍ତି । ଆସାମ ସରକାର ମଧ୍ୟ ଜୁଲାି ୩୧ ତାରିଖ

ଚୀନକୁ ମୁକାବିଲା ନିମ​‌ନ୍ତେ ଆମେରିକା ଭାରତୀୟ ପାଇଲଟଙ୍କୁ ତାଲିମ ଦେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬: ଆମେରିକାର ଜାତୀୟ ପ୍ରତିରକ୍ଷା ଅଥରାଇଜେସନ ଆକ୍ଟ ଅନୁସାରେ ୨୦୨୧ ପର୍ଯ୍ୟନ୍ତ ଭାରତୀୟ ସେନାର ପାଇଲଟମାନଙ୍କୁ ଫାଇଟର ଜେଟ୍ ଚଳାଇବା ପାଇଁ ତାଲିମ ଦିଆଯିବ । ଏହି ତାଲିମ ଆମେରିକା ନିକଟରେ ଗୁଆମରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆମେରିକା ଓ

ନେପାଳରେ ରାଜନୈତିକ ସଙ୍କଟ, ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ଦାବି

କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬ ନେପାଳର ଶାସନରେ ଥିବା କମ୍ୟୁନିଷ୍ଟ ପାର୍ଟିରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଯାହା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ରାଜନୈତିକ ଭବିଷ୍ୟତକୁ ଅଡୁଆରେ ପକାଇଛି।ଦଳର ଷ୍ଟାଣ୍ଡିଙ୍ଗ କମିଟିର ବୈଠକରେ ଖୁବଶୀଘ୍ର ତାଙ୍କୁ ନେଇ ନିଷ୍ପତ୍ତି ନିଆଯିବ ବୋଲି

ବିପର୍ଯ୍ୟୟ ପରିଚାଳନାରେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଜରୁରୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୭/୦୬ :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ବ ଦେଇଛନ୍ତି। ଆଜି ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି

କରୋନାଭାଇରସ୍‌କୁ ପ୍ରଲୋଭିତ କରି ମାରିବାକୁ ବୈଜ୍ଞାନିକମାନେ ବିକଶିତ କରିଛନ୍ତି କୃତ୍ରିମ ଜୀବକୋଷ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୬ : କୋଭିଡ୍-୧୯ ସୃଷ୍ଟିକାରୀ କରୋନାଭାଇରସ୍‌ର ଧ୍ୟାନଚ୍ୟୁତ କରି ତାକୁ ମାରିବା ନିମନ୍ତେ ବୈଜ୍ଞାନିକମାନେ ଏକ ପ୍ରକାର ଜୈବ-କଣିକା ବିକଶିତ କରିଥିବା କଥା ‘ନାନୋ ଲେଟର୍ସ’ ନାମକ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହୋଇଛି। ବୈଜ୍ଞାନିକମାନେ ଏକ

ଚୀନ୍ ବିରୁଦ୍ଧରେ ଭାରତୀୟ ନାଗରିକ : “ଡ଼ିଜିଟାଲ୍ ଯୁଦ୍ଧ” ମାଧ୍ୟମରେ ଚୀନକୁ ଚୁରମାର୍ କରିବାକୁ ଲକ୍ଷ୍ୟ । ଗୁଗଲରେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬/୦୬ :ଭାରତ-ଚୀନ୍ ବିବାଦ ଭିତରେ ସୀମାରେ ସଂଘର୍ଷ ଚାଲିଥିଲା ବେଳେ ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ଯୁଦ୍ଧ ଚାଲିଛି । ଆଉ ଏହି ଯୁଦ୍ଧର ଯୋଦ୍ଧା ସାଜିଛନ୍ତି ସାଧାରଣ ନାଗରିକ । ସାରା ଦେଶରେ ଚାଇନିଜ୍ ଆପକୁ ବିରୋଧ କରି ଲୋକମାନେ ନିଜ ଆକ୍ରୋଶ ଜାହିର କରୁଛନ୍ତି ।

ଫାଇନ୍ ଗଣିଲେ ପିସିସି ସଭାପତି, କାହିଁକି ଓ କେତେ?

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର,୨୬ ।୬ :: କରୋନା ମହାମାରୀ ପାଇଁ ସାରା ରାଜ୍ୟରେ ଗାଇଡଲାଇନ୍ ଜାରି କରିଛନ୍ତି ସରକାର । ଏହାରି ମଧ୍ୟରେ ବିକ୍ଷୋଭ ବେଳେ ସାମାଜିକ ଦୂରତା ଦୂରତା ଭାଙ୍ଗି ଫାଇନ୍ ଗଣିଛନ୍ତି ବଡ ନେତା । ସେ ଆଉ କହି ନୁହନ୍ତି, ବରଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରି ୨ ଭକ୍ତ ଅଟକ

କଳିଙ୍ଗ ଜ୍ୟୋତି ପୁରୀ: ୨୬/୦୬:ପୁରୀ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ହେଲେ ଆଜି ଦୁଇ ଜଣ ଭକ୍ତ ସେବାୟତ ବେଶରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ପୁଲିସ୍ ଏହି ଦୁଇ ଛଦ୍ମବେଶୀ ସେବାୟତଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ

ଭାରତ ଏବଂ ଅନ୍ୟ ଦେଶ ପ୍ରତି ଚୀନ୍‌ ଆଡୁ ଥିବା ବିପଦର ମୁକାବିଲା ପାଇଁ ନିଜର ସୈନ୍ୟ ମୁତୟନ ସ୍ଥିତି ସମୀକ୍ଷା କରୁଛି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୬ : ଚୀନ୍‌ର ସେନାବାହିନୀ ‘ପିପୁଲସ୍ ଲିବସେରସନ୍ ଆର୍ମି’ର ମୁକାବିଲା ନିମନ୍ତେ ଆମେରିକାର ସାମରିକ ବାହିନୀ ଯେ ଠିକଣା ସ୍ଥାନରେ ମୁତୟନ ହୋଇଛନ୍ତି ଏ ବିଷୟରେ ସୁନିଶ୍ଚିତ ହେବାକୁ ଆମେରିକା ନିଜର ବୈଶ୍ବିକ ସେନା ମୁତୟନ ସ୍ଥିତି ସମୀକ୍ଷା
error: Content is protected !!
Open chat