ନିୟମିତ ଚଳାଚଳ କରୁଥିବା ଟ୍ରେନ୍ ଅଗଷ୍ଟ ୧୨ ଯାଏଁ ବାତିଲ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୬: ଦେଶରେ କରୋନା ସଂକ୍ରମଣ ପାଇଁ ଟ୍ରେନ୍ ସେବା ଠପ୍ ହୋଇଯାଇଥିଲା । କିନ୍ତୁ ପରେ କିଛି ସ୍ୱତନ୍ତ୍ର ଟ୍ରେନ ଓ ଶ୍ରମିକ ଏକ୍ସପ୍ରେସ ଚଳାଚଳ କରିଥିଲା । ଏବେ ରେଳବାଇ ପୁଣି ଅଗଷ୍ଟ ୧୨ ଯାଏଁ ନିୟମିତ ଭାବେ ଚଳାଚଳ କରୁଥିବା ଟ୍ରେନ, ମେଲ୍,!-->!-->!-->…
