କୋଭିଡ୍‌ ଟିକା ନ ବାହାରିବା ପର୍ଯ୍ୟନ୍ତ ମାସ୍କ ପିନ୍ଧନ୍ତୁ: ମୋଦି

0 258
greentech

କଳିଂଗ ଜ୍ୟୋତି ନୂଆଦିଲ୍ଲୀ,୨୬/୦୬: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ ଶୁକ୍ରବାର ୧୭,୨୯୬ଟି ନୂଆ କେସ୍‌ ରହିଛି। ଅନ୍ୟପକ୍ଷରେ ୧୫ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିସାରିଛି।
ଦେଶରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି, ଯେ ପର୍ଯ୍ୟନ୍ତ କୋଭିଡ୍‌-୧୯ ଟିକା ନ ବାହାରିଛି ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବାକୁ ପଡ଼ିବ। ଏଥିସହ ଦୁଇ ମିଟର ଦୂରତା ରକ୍ଷା କରିବାକୁ ପଡ଼ିବ। ତେବେ ଯାଇ ଆମେ କରୋନାକୁ ହରାଇ ପାରିବା। ଏହାହିଁ ହେଉଛି ଆମର ବିକଳ୍ପ।

Leave A Reply

Your email address will not be published.

13 + one =

error: Content is protected !!
Open chat