ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି ।

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) ୨୬/୦୬ : ଉଭୟ ପକ୍ଷର ସୈନ୍ୟ ଛାଉଣୀ ଓ ଅସ୍ତ୍ରଶସ୍ତ୍ର ଠୁଳ ରଣନୀତି ଆଗାମୀ ଦିନରେ ଯୁଦ୍ଧକୁ ଆମନ୍ତ୍ରଣ କରିପାରେ ବୋଲି ବିଭିନ୍ନ କୂଟନୈତିଜ୍ଞ ମାନେ ମତ ଦେଉଛନ୍ତି । ଲଦାଖ ସୀମାରେ ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି,

ଜାମ୍ମୁକାଶ୍ମୀର: ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ, ଡିଜିପିଙ୍କ ବିରୋଧରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ବସନ୍ତ…

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୬/୦୬: ଜାମ୍ମୁକାଶ୍ମୀର ଡିଜିପିଙ୍କ ବିରୋଧରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ବସନ୍ତ ରଥ। ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ, ଜାମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଆଇଇପିଏସ୍ ଅଫିସର୍ ତଥା କାଶ୍ମୀର ଆଇଜି

ଆସନ୍ତାକାଲି ହେରାପଞ୍ଚମୀ – ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ପୂରୀ (କଳିଙ୍ଗ ଜ୍ୟୋତି) ୨୬।୦୬: ଆଜି ବନକଲାଗି ନୀତି ଶେଷ ହେବା ପରେ ଆସନ୍ତାକାଲି ହେରାପଞ୍ଚମୀ ନୀତି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପତିମହାପାତ୍ର ଏବଂ ବିଦ୍ୟାପତି ସେବାୟତଙ୍କ ପକ୍ଷରୁ ହେରାପଞ୍ଚମୀ

ଖୁବଶିଘ୍ର ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ: ଆଶାୟୀ ଅଛନ୍ତି ବହୁ ଟାଣୁଆ ନେତା

ଭୁବନେଶ୍ବର୨୬/୬: ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ, ବଦଳି ପାରେ ପିସିସି ଚୌକି, ରେସ୍‌ରେ ଅଛନ୍ତି ବହୁ ଟାଣୁଆ ନେତା । ଖୁବଶିଘ୍ର ହୋଇପାରେ ପିସିସି ସଭାପତି ପରିବର୍ତ୍ତନ । ଏଭଳି ଠୋସ ଆଭାସ ମିଳିଲାଣି। କାରଣ ଜୁଲାଇ ମାସରେ ଏଆଇସିସିର ପୁନଃଗଠନ ହେବ। ସୋନିଆ ଗାନ୍ଧୀ ଦାୟୀତ୍ବ

ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବିଶିଷ୍ଟବ୍ଯକ୍ତି ଙ୍କ ଅଭିନନ୍ଦନ।

ଆଜି ଆମ ଓଡ଼ିଶାମାଟି ର ସୁଯୋଗ୍ୟ ସନ୍ତାନ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବହୁ ବିଶିଷ୍ଟ ବ୍ଯକ୍ତି ମାନେ ତାଙ୍କୁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି, କେନ୍ଦ୍ର ଗ୍ରୁହମନ୍ତୀ, ବିଜେପି ରାଷ୍ଟ୍ରୀୟ

ସୁରକ୍ଷାକର୍ମୀ ଓ ପୁଲିସଙ୍କ ସହ ଆତଙ୍କବାଦୀଙ୍କ ଗୁଳିବିନିମୟ : ଜାମ୍ମୁକାଶ୍ମୀରରେ ଜଣେ ଆତଙ୍କବାଦୀ ନିହତ।

ନୂଆଦିଲ୍ଲୀ / ଜାମ୍ମୁକାଶ୍ମୀର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୬/୦୬ : ତ୍ରାଲରଚେୱା ଉଲାର ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ପୁଲିସ, ସେନା ଏବଂ ସିଆରପିଏଫ୍ର ମିଳିତ ଦଳ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟ ମଧ୍ୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ

ଜେଇଇ ମେନ୍‌, ନିଟ୍‌ ପରୀକ୍ଷାକୁ ନେଇ ଆଶଙ୍କା : ସ୍ଥଗିତ ରହିଲା ସିଟିଇଟି ପରୀକ୍ଷା

କଳିଙ୍ଗ ଜ୍ୟୋତି ଭୁବନେଶ୍ବର ୨୬/୦୬ : ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡ ଦ୍ବାରା ପରିଚାଳିତ ଦଶମ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଯାଇଛି। ‌ତେବେ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌ ଓ ନିଟ୍‌

ଅଗଷ୍ଟ ୧୨ ଯାଏଁ ନିୟମିତ ଚଳାଚଳ କରୁଥିବା ଟ୍ରେନ୍ ବାତିଲ

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ, ୨୬/୦୬:    ଦେଶରେ କରୋନା ସଂକ୍ରମଣ ପାଇଁ ଟ୍ରେନ୍ ସେବା ଠପ୍ ହୋଇଯାଇଥିଲା । କିନ୍ତୁ ପରେ କିଛି ସ୍ୱତନ୍ତ୍ର ଟ୍ରେନ ଓ ଶ୍ରମିକ ଏକ୍ସପ୍ରେସ ଚଳାଚଳ କରିଥିଲା । ଏବେ ରେଳବାଇ ପୁଣି ଅଗଷ୍ଟ ୧୨ ଯାଏଁ ନିୟମିତ ଭାବେ ଚଳାଚଳ କରୁଥିବା ଟ୍ରେନ, ମେଲ୍, ଏକ୍ସପ୍ରେସ,

ମୁମ୍ବାଇରେ ସପ୍ତାହେ ମଧ୍ୟରେ ଖୋଲିବ ଜିମ୍‌-ସେଲୁନ !

ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୬/୦୬: ଏବେ ଲକ୍‌ଡାଉନ ନିୟମରେ କୋହଳ ହୋଇଥିଲେ ମଧ୍ୟ ଅଧିକାଂଶ ରାଜ୍ୟରେ ମଲ୍‌, ସିନେମା ହଲ୍‌, ଜିମ୍‌, ସେଲୁନ ଆଦିକୁ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇ ନାହିଁ। ଏବେ ମହାରାଷ୍ଟ୍ର ସରକାର ଗୋଟିଏ ସପ୍ତାହ ମଧ୍ୟରେ ଜିମ୍‌ ଓ ସେଲୁନ ଖୋଲିିବା କଥା
error: Content is protected !!
Open chat