ତାଳଧ୍ଵଜ ପଛେ ପଛେ ଗଡ଼ିଲା ଦେବଦଳନ, ନନ୍ଦିଘୋଷ; ମାଉସୀମା ମନ୍ଦିର ଅଭିମୁଖେ ତିନି ଠାକୁର
ପୁରୀ: ପ୍ରଥମେ ତାଳଧ୍ଵଜ, ପଛେ ପଛେ ଦେବଦଳନ ଏବଂ ଶେଷରେ ନନ୍ଦିଘୋଷ ରଥରେ ମାଉସୀମା’ ମନ୍ଦିର ଅଭିମୁଖେ ବାହାରିଛନ୍ତି ତିନି ଠାକୁର। ସୁପ୍ରିମକୋର୍ଟଙ୍କ କରୋନା କଟକଣା ଅନୁସାରେ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ବଡ଼ ଦାଣ୍ଡରେ ଗଡ଼ିଛି ତିନି ରଥ। ସେବାୟତମାନେ ରଥକୁ ଟାଣି ଟାଣି ନେଉଛନ୍ତି। ଆଜି!-->…
