କରୋନା ଔଷଧର ମୂଲ୍ୟ ମାତ୍ର ୬୦୦ ଟଙ୍କା । ଗରିବଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ ।…

କଳିଙ୍ଗ ଜ୍ୟୋତି ବ୍ୟୁରୋ : ମାତ୍ର ୬୦୦ ଟଙ୍କାରେ ଉପଲବ୍ଧ ହେବ କରୋନା ଔଷଧ । ଗରିବଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ । ସଂକ୍ରମଣ ବଢ଼ୁଥିବା ବେଳେ ଘୋଷଣା କଲେ ଯୋଗଗୁରୁ ରାମଦେବ ବାବା । ଶେଷରେ ସବୁଦେଶକୁ ପଛରେ ପକାଇ ଭାରତରେ ପ୍ରସ୍ତୁତ ହେଲା କରୋନା

ଚଳିତବର୍ଷ ହଜଯାତ୍ରା ଉପରେ କଟକଣା : ଭାରତର କୌଣସି ମୁସଲମାନଙ୍କୁ ଗସ୍ତ ପାଇଁ ଅନୁମତି ମିଳିବ ନାହିଁ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନଜରରେ ରଖି ଚଳିତବର୍ଷ ହଜଯାତ୍ରା ଉପରେ କଟକଣା ଜାରି କରାଯାଇଛି। ଭାରତର କୌଣସି ମୁସଲମାନଙ୍କୁ ଗସ୍ତ ପାଇଁ ଅନୁମତି ମିଳିବ ନାହିଁ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକତାର ଆବାସ ନକଭୀ କହିଛନ୍ତି। ଚଳିତବର୍ଷ ହଜ୍ ଯାତ୍ରା ପାଇଁ

ବିଶ୍ୱ ଦେଖିଲା ‘ଶ୍ରୀକ୍ଷେତ୍ର’ ଶୃଙ୍ଖଳା : ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଆରମ୍ଭ ହୋଇଥିଲା ମିଶନ ରଥଯାତ୍ରା,…

କଳିଙ୍ଗ ଜ୍ୟୋତି ବ୍ୟୁରୋ : ମାତ୍ର ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା ପାଇଁ ଆରମ୍ଭ ହୋଇଯାଇଥିଲା ମିଶନ । ପୁରା ପ୍ରଶାସନ ଓ ସରକାର ଲାଗି ପଡିଥିଲେ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ପାଇଁ । ସାରା ସହରକୁ ସଟଡାଉନ୍

ଗୁଇନ୍ଦାଗିରିରେ ଲିପ୍ତ ପାକିସ୍ତାନକୁ ଭାରତର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୂତାବାସରୁ ୫୦% କର୍ମଚାରୀଙ୍କୁ ଫେରାଇ…

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି)୨୩।୦୬: ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସରେ ଗୁଇନ୍ଦାଗିରି ମାମଲା ସାମ୍ନାକୁ ଆସିବା ଏବଂ ଇସଲାମାବାଦରେ ଭାରତୀୟ ଦୂତାବାସ କର୍ମଚାରୀଙ୍କ ସହିତ ଦୁର୍ବ୍ୟବହାର ପରେ ଭାରତ ପାକିସ୍ତାନ ବିରୋଧରେ କଡା ପଦକ୍ଷେପ ଉଠାଇଛି। ଭାରତ ସରକାର ନୂଆଦିଲ୍ଲୀ ସ୍ଥିତ

ସ୍ୱର୍ଗତଃ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୭ ତମ ପୁଣ୍ୟ ତିଥି ପାଳନ – ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରାକୁ…

ଭୁବନେଶ୍ୱର, : ଆଜି ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୭ତମ ପୂଣ୍ୟତିଥୀ । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପି ନେତୃବୃନ୍ଦ ସତ୍‌ସଙ୍ଗ ବିହାରସ୍ଥିତ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ତାଙ୍କ

ସୁପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ ସାଢେ ୪ କୋଟି ଓଡିଆଙ୍କ ହୋଇଛି ବିଜୟ

ଭୁବନେଶ୍ୱର, ଜୁନ 23 – ପୁରୀରେ ରଥଯାତ୍ରା ପାଇଁ ସପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସାଢେ ୪ କୋଟି ଓଡିଆଙ୍କ ବିଜୟ ଏବଂ ସେମାନଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ସାଢେ ୪

ପତଞ୍ଜଳିକରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩ା୬: ପତଞ୍ଜଳି ଆୟୁର୍ବେଦ ଦ୍ୱାରାକରୋନା ଔଷଧ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗରେ ବିଜ୍ଞାପନରେ ଦାବିର ସତ୍ୟତା ଜାରି ନଥିବା ସ୍ପଷ୍ଟ କରିଛି ଆୟୁଷ ମନ୍ତ୍ରାଳୟ । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ବିସ୍ତୃତ ବିବରଣୀ ତଲବ କରିଛି ବିଭାଗ । କେନ୍ଦ୍ରୀୟ

ଶରଧାବାଲିରେ ପହଞ୍ଚିବା ପରେ ତିନି ରଥ ସାମ୍ନାରେ ଗାନ କରାଗଲା ଗୀତଗୋବିନ୍ଦ, ଭାବବିହ୍ବଳ ହେଲେ ସେବାୟତ ଓ ଶ୍ରୀମନ୍ଦିର…

ପୁରୀ: କାଳିଆର ଲୀଳା ଅଲୌକିକ। କାଳିଆ କୃପାରେ ଅସମ୍ଭବ ହୋଇଯାଏ ସମ୍ଭବ। ରଥଯାତ୍ରା ବନ୍ଦ ହେବା ଏକପ୍ରକାର ସ୍ଥିର ହୋଇ ସାରିଥିବା ବେଳେ ଗୋଟିଏ ରାତିରେ ଓଲଟି ପଡ଼ିଥିଲା ସବୁକିଛି। ବଦଳି ଯାଇଥିଲା ସୁପ୍ରିମକୋର୍ଟଙ୍କ ରାୟ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଭକ୍ତଶୂନ୍ୟ ରଥଯାତ୍ରା

ବିନା ଭକ୍ତରେ ବଡଦାଣ୍ଡରେ ଗଡିଲା ତିନି ରଥ – ପ୍ରତି ରଥକୁ ଟାଣିଲେ ସେବାୟତ ଓ ପୁଲିସ୍

ପୁରୀ, ୨୩/୬ (କଳିଙ୍ଗଜ୍ୟୋତି) – ଉଚ୍ଚନ୍ୟାୟାଳୟ ୧୮ ତାରିଖ ଦିନ ରଥଯାତ୍ରା ବନ୍ଦ ନିର୍ଦେଶ ଦେବା ପରେ ବିଭିନ୍ନ ମହଲରେ ଆଶା ଓ ଆଶଙ୍କା ଖେଳିଯାଇଥିଲା। ଲୀଳାମୟ ଇଛାମୟ ଠାକୁର ସବୁ ତାଙ୍କରି ଇଛା। ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ପୁନର୍ବାର ନିର୍ଦେଶ ଉପରେ ବିଚାର କରି ୧୧ ଟି ସର୍ତ ପାଳନ
error: Content is protected !!
Open chat