ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସନ୍ଦେହ ଘେରରେ ପ୍ରେମିକା, ହୋଇପାରନ୍ତି ଗିରଫ !

ବଲିଉଡ଼ର ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ବଲିଉଡ଼ ଜଗତରେ ଓ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଆଜି ତାଙ୍କ ମୃତ୍ୟୁକୁ ୧୦ଦିନ ପୁରିଯାଇଥିଲେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି । ଏହା ସତରେ ଆତ୍ମହତ୍ୟା ନା ମର୍ଡ଼ର । ଏହା ଜାଣିବା ପାଇଁ ପୋଲିସ ଛାନଭିନ ଜାରି ରଖିଛି ।

ତୃଣମୂଳ କଂଗ୍ରେସ ବିଧାୟକ ତମୋନାଶ ଘୋଷଙ୍କ କରୋନା ଆକ୍ରାନ୍ତହୋଇ ଦେହାନ୍ତ।

କୋଲ୍‌କାତା (କଳିଙ୍ଗ ଜ୍ୟୋତି) : କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ତୃଣମୂଳ କଂଗ୍ରେସର ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ଦିନ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମେ ମାସରେ ତାଙ୍କର କରୋନାଭାଇରସ୍ କୋଭିଡ୍-୧୯ ପଜିଟିଭ୍ ବାହାରିଥିଲା। ତାଙ୍କର ହୃଦ୍‌ପିଣ୍ଡ, ବୃକ୍କ ଏବଂ ଅନ୍ୟାନ୍ୟ

ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କ ପତଞ୍ଜଳିକୁ ପରାମର୍ଶ: କୋଭିଡ୍-୧୯ ଔଷଧ ତିଆରି କରିବା ଭଲ କଥା, କିନ୍ତୁ ଏଥିପାଇଁ…

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) : ମଙ୍ଗଳବାର ଦିନ ଯୋଗ ଗୁରୁ ବାବା ରାମଦେବ ‘କରୋନିଲ୍ ଏବଂ ଶ୍ବାସରି’ ନାମରେ ଏକ ଔଷଧ ବାହାରିଥିବା ଘୋଷଣା କରିଥିଲେ। ଏହା କୋଭିଡ୍-୧୯ ରୋଗୀଙ୍କ ଠାରେ ୧୦୦% ସୁଫଳ ଦେଉଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଯୋଗ ଗୁରୁ ବାବା ରାମଦେବଙ୍କ ପ୍ରାୟୋଜିତ

ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ‘ବ୍ଲୁ ହ୍ୱିଲ ହସ୍ପିଟାଲ’ ସିଲ୍।

ଭୁବନେଶ୍ୱର, ୨୪ା୬(କଳିଙ୍ଗଜ୍ୟୋତି): କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କରାଯାଇଛି । ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ମହାନଗର ନିଗମ । ଗତକାଲି ସୁଦ୍ଧା ହସ୍ପିଟାଲରୁ ୨୭ କରୋନା ରୋଗୀ ଚିହ୍ନଟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ତାମିଲନାଡୁର ନମାକ୍କଲ ଠାରେ ଭିସି ଯୋଗେ ସିବିଜି ପ୍ଲାଂଟର ଲୋକାର୍ପଣ

ନୂଆଦିଲ୍ଲୀ / ଭୁବନେଶ୍ୱର (କଳିଙ୍ଗଜ୍ୟୋତି) ୨୪/୦୬ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସି ଯୋଗେ ତାମିଲନାଡୁର ନମାକ୍କଲ ଠାରେ ସିବିଜି ପ୍ଲାଂଟ ଏବଂ ସିବିଜି ଷ୍ଟେସନର ଲୋକର୍ପଣ କରିଛନ୍ତି । ଏହି ଭର୍ଚୁଆଲ ଲୋକାର୍ପଣ ଉତ୍ସବରେ ତାମିଲନାଡୁର

୫ ଦିନ ମଧ୍ୟରେ ଚୀନ୍ହ୍ୟାକର୍‌ମାନେ ଭାରତୀୟ ୱେବ୍‌ସାଇଟ୍‌ ଓ ବ୍ୟାଙ୍କିଙ୍ଗ୍‌ ସେକ୍ଟର୍‌ ଉପରେ ୪୦ ହଜାର ସାଇବର୍ ଆକ୍ରମଣ…

କଳିଙ୍ଗଜ୍ୟୋତି ମୁମ୍ବାଇ: ଗତ ପାଞ୍ଚ ଦିନ ମଧ୍ୟରେ ଚୀନ୍‌ସ୍ଥିତହ୍ୟାକର୍‌ମାନେ ଭାରତର ସୂଚନା ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ଏବଂ ବ୍ୟାଙ୍କିଙ୍ଗ୍‌ ସେକ୍ଟର୍‌ ଉପରେ ୪୦ ହଜାର ସାଇବର୍ ଆକ୍ରମଣ ଉଦ୍ୟମ କରିଥିବା କଥା ମଙ୍ଗଳବାର ଦିନ ମହାରାଷ୍ଟ୍ରର ଜଣେ ଶୀର୍ଷସ୍ତରୀୟ ପୁଲିସ ଅଧିକାରୀ

କରୋନା ପାଇଁ ବଦଳିଲା ଦିଲ୍ଲୀର ରଣନୀତି: ଜୁଲାଇ ୬ ସୁଦ୍ଧା ସବୁ ଘରଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ: ମହାମାରୀ କରୋନାଭାଇରସର ମୁକାବିଲା ପାଇଁ ନୂଆ ରଣନୀତି ଆପଣାଇଛନ୍ତି ଦିଲ୍ଲୀ ସରକାର। ଜୁଲାଇ ୬ ସୁଦ୍ଧା ଦିଲ୍ଲୀରେ ଥିବା ସମସ୍ତ ଘରକୁ ସ୍ୱାସ୍ଥ୍ୟକର୍ମୀ ଯାଇ ସେଠାକାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ। ଦିଲ୍ଲୀରେ କରୋନା ଦିନକୁ ଦିନ ବେକାବୁ

ଆଜି ରାଜ୍ୟରେ ୨୮୨ କରୋନାପଜିଟିଭ ଚିହ୍ନଟ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର: ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୨୮୨ ଜଣ କରୋନାପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୨୫୬ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଆସିଥିବାବେଳେ ୨୬ଟି ସ୍ଥାନୀୟ କେସ ବୋଲି ଜଣାପଡିଛି | ସେହିପରି ଏମାନଙ୍କ ମଧ୍ୟରେ ୮ ଜଣ ଏନଡିଆରଏଫ ଯବାନ ମଧ୍ୟ

ମାଡ଼ି ଆସୁଛି ମହା ବିପଦ ! ପୃଥିବୀ ମୁହାଁ ବିରାଟକାୟ ଉଲ୍‌କା ପିଣ୍ଡ

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ: ପୃଥିବୀ ପ୍ରତି ମାଡ଼ି ଆସୁଛି ବଡ଼ ବିପଦ। ମହାକାଶରୁ ପୃଥିବୀ ମୁହାଁ ବିରାଟକାୟ ଉଲ୍‌କା ପିଣ୍ଡ। ଆଉ କିଛି ଘଣ୍ଟା ମଧ୍ୟରେ ଏହି ଉଲ୍‌କାପିଣ୍ଡ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି। ଏହି ଉଲ୍‌କା ପିଣ୍ଡ ଏତେ ବେଗରେ ଆସୁଛି ଯେ ଯଦି

ପୁରୀକୁ ନଯିବାକୁ ଡିଜିପିଙ୍କ ପରାମର୍ଶ । ଟ୍ୱିଟ୍ କରି କହିଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ ।…

କଳିଙ୍ଗଜ୍ୟୋତି ବ୍ୟୁରୋ : ଗୁଣ୍ଡିଚାବାଡିରେ ତିନି ରଥ ଲାଗିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ । ଆଉ ଏଥିପାଇଁ ପୁରୀକୁ ଭକ୍ତଙ୍କୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜି । ଏ ନେଇ ଟ୍ୱିଟ କରି ଡିଜିପି କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା
error: Content is protected !!
Open chat