ଗୋରୁ ବୋଝେଇ ପିକ୍ଅପ ଗ୍ରାମବାସୀଙ୍କ ଦ୍ବାରା ଅଟକ।

ରାଜଗାଙ୍ଗପୁର (କଳିଙ୍ଗ ଜ୍ୟୋତି), ୨୪ା୬ ଆଜି ରାଉରକେଲା ନିକଟସ୍ଥ ବ୍ରାହ୍ମଣୀତରଂଗ ଥାନା ଅନ୍ତର୍ଗତ ନୂଆଗାଁ ଠାରେ ଏକ ଗୋରୁ ବୋଝେଇ ପିକ୍ଅପକୁ ରାଜପଥ ନିକଟରେ ସ୍ଥାନୀୟ ଅଂଚଳବାସୀ ଅଟକ ରଖିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ପିକ୍ଅପ ନଂ OD 14C 2616 ଦ୍ବାରା ୧୦ ଗୋଟି ଗୋରୁ ରାଜଗାଙ୍ଗପୁର

ସେନାମୁଖ୍ୟ ନରଓ୍ୱାଣେ ଲଦାଖରେ ଯବାନଙ୍କୁ ଭେଟିଲେ – ସାହସ, ଉତ୍ସାହ ପାଇଁ ସମ୍ମାନିତ କଲେ।

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି),୨୪-୦୬ : ଦୁଇ ଦିନିଆ ଲଦାଖ ଗସ୍ତରେ ଅଛନ୍ତି ସେନା ମୁଖ୍ୟ ଜେନେରାଲ ଏମ.ଏମ ନରୱାଣେ । ଏହା ସେହି ସ୍ଥାନ ଯେଉଁଠି ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଗସ୍ତର ଦ୍ୱିତୀୟ ଦିନରେ ସେନା ମୁଖ୍ୟ ଆଜି ପୂର୍ବ ଲଦାଖ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଠାରେ

ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତାକାଲି ହୀରାକୁଦରୁ ହେବ ନିଷ୍କାସିତ।

ସମ୍ବଲପୁର (କଳିଙ୍ଗ ଜ୍ୟୋତି) : ଆସନ୍ତାକାଲି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । କାଲି ଦିନ ୧୦ଟା ପରେ ଯେ କୌଣସି ସମୟରେ ହୀରାକୁଦ ଡ୍ୟାମ୍ ର ଗେଟ ଖୋଲାଯିବ । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ ବୋଲି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା

ଓଡିଶାରେ ଏଯାଏଁ ହୋଇନି ଗୋଷ୍ଠୀ ସଂକ୍ରମଣ : ପୁଣି ହେବ ଆଂଟିବଡି ଟେଷ୍ଟ ।

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର:୨୪-୦୬ : ପୁଣି ହେବ ଆଂଟିବଡି ଟେଷ୍ଟ । ଏଥିପାଇଁ ଆଇସିଏମଆର ଦ୍ୱାରା ଅନୁମୋଦିତ ଆଂଟିବଡି ଟେଷ୍ଟ କିଟ୍ ଆସନ୍ତା ସପ୍ତାହରେ ଓଡିଶାରେ ପହଂଚିବ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଅନୁସାରେ ଏହି କିଟ୍ ଆରଏମଆରସିରେ ପହଂଚିବ । ତେବେ ଏଯାଏଁ

ଜୁଲାଇରେ ଆହୁରି ଅଧିକ ବଢ଼ିବ କରୋନା ସଂକ୍ରମଣ।

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି), ୨୪ା୬: କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସର ଏପର୍ଯ୍ୟନ୍ତ ପ୍ରତିଶେଧକ ମଧ୍ୟ ମିଳିପାରି ନାହିଁ । କରୋନା ଆକ୍ରାନ୍ତ ସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି । ଜୁନ ଅପେକ୍ଷା ଜୁଲାଇ ମାସରେ ସଂକ୍ରମଣ ସଂଖ୍ୟା ଅଧିକ ରହିବ ବୋଲି

କରୋନା ଔଷଧ ‘ରେମଡେସିଭିର’ର ଦାମ୍ ୫ ହଜାରରୁ କମ୍, ସଫଳତା ନେଇ ସିପ୍‌ଲା କମ୍ପାନୀ ନିଶ୍ଚିତ।

ବେଙ୍ଗାଲୁରୁ (କଳିଙ୍ଗ ଜ୍ୟୋତି) ୨୪।୬: କୋଭିଡ-୧୯ର ଚିକିତ୍ସା ପାଇଁ ସିପଲା ଏବଂ ହେଟେରୋ ଜେନେରିକ ଔଷଧ ଲଞ୍ଚ କରିଛନ୍ତି । ଭାରତୀୟ ଔଷଧ ଉତ୍ପାଦନକାରୀ ସିପଲା ଲିମିଟେଡ୍ ଏବଂ ଆମେରିକାର ଔଷଧ ଉତ୍ପାଦନକାରୀ ଗିଲିଆଡ୍ ସାଇନ୍ସେସ୍ ର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିର ମୂଲ୍ୟ ୫ ହଜାରରୁ କମ୍

ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ପୁଲିସର ମାଡ଼, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) : ସୁରଟର ଏକ ବ୍ୟାଙ୍କ ପରିସରରେ ଜଣେ ମହିଳା କର୍ମଚାରୀଙ୍କୁ ମାଡ଼ ମରାଯାଇଥିଲା। ମାଡ଼ ମାରିଥିବା ଅଭିଯୁକ୍ତ ହେଉଛନ୍ତି ସୁରଟ ସିଟି ପୁଲିସର ଜଣେ କର୍ମଚାରୀ। ଏହି ଘଟଣାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସକୁ ବିଭିନ୍ନ ମହଲରେ ନିନ୍ଦା

କରୋନା ଛାଟ !! ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ହେବ କରୋନା ପରୀକ୍ଷା।

ପୁରୀ, ୨୪ା୬(କଳିଙ୍ଗ ଜ୍ୟୋତି) : ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ହେବ କରୋନା ପରୀକ୍ଷା । ଆଜି ପ୍ରାଥମିକ ପର୍ଯ୍ୟାୟରେ ୫୦୦ ପୁଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଆଗାମୀ ଦିନରେ ମଧ୍ୟ ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ । ପୁଲିସ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀର ଜନସାଧାରଣ, ଛତଶା ନିଯୋଗ, ସେବାୟତ ତଥା ଶ୍ରୀମନ୍ଦିର ପ୍ରଶାସନକୁ ଶାନ୍ତି…

ଭକ୍ତଶୂନ୍ୟ ରଥଯାତ୍ରାର କୋଟି କୋଟି ଭକ୍ତ ଟିଭି ଓ ଇଣ୍ଟରନେଟ ମାଧ୍ୟମରେ ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି । ନୂଆଦିଲ୍ଲୀ/ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି) : ପୁରୀରେ ମହାପ୍ରଭୁଙ୍କର ଘୋଷଯାତ୍ରା ଶାନ୍ତିଶଙ୍ଖୃଳାର ସହ ସମାପ୍ତହୋଇଥିବାରୁ ପୁରୀର ଜନସାଧାରଣ, ଛତିଶାନିଯୋଗ, ସେବାୟତ ତଥା
error: Content is protected !!
Open chat