ଶେଷ ପର୍ଯ୍ୟାୟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କୋଭିଡ୍-୧୯ ଟିକା
କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୫/୦୬: କରୋନାଭାଇରସ୍ କବଳରୁ କି ଭଳି ଲୋକମାନଙ୍କୁ ନିରାପଦ ରଖୁଛି ତାହା ଜାଣିବାକୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଡ୍-୧୯ ନିରୋଧୀ ଟିକାର ଡାକ୍ତରୀ ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଆଷ୍ଟ୍ରାଜେନିକାକୁ ଲାଇସେନ୍ସ୍!-->!-->!-->…
