୨୦ଜଣ ସହିଦ ଯବାନଙ୍କ ମଧ୍ୟରେ ୨ ଜଣ ଓଡ଼ିଶାର

ସୁନ୍ଦରଗଡ଼ ,ରାଜଗାଙ୍ଗପୁର (ସୌମ୍ୟଜୀତ ସ୍ୱାଇଁ)ଗତ ୧୬ ତାରିଖ ମଙ୍ଗଳବାର ଦିନ ଲଦାକ ସୀମା ଗଲୱାନା ଅଶାନ୍ତ ହୋଇ ଉଠିଥିଲା।ଚୀନ ଓ ଭାରତ ର ଯବାନ ମଧ୍ୟରେ ସଂଘର୍ଷ ଲାଗିଥିଲା।ଏହାର କଡା ଜବାବ ରଖିଥିଲା ଭାରତୀୟ ସେନା ଏହି ସଂଘର୍ଷ ରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଯାଇଥିଲେ।ଏହି ଖବର ଜାଣିବା

ବିଜେଡି ଦଳର କାର୍ଯ୍ୟାଳୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ସାମଜିକ ଦୂରତା ନିୟମ କୁ ଅବମାନନା କଲେ ଦଳୀୟ ନେତା

ସୁନ୍ଦରଗଡ଼, ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ)ଆଜି ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଲାଇଙ୍ଗ ଠାରେ ବିଜେଡି ଦଳର କାର୍ଯ୍ୟାଳୟ ଉଦ୍ଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ସାମଜିକ ଦୂରତା ନିୟମ କୁ ଖୁଲାମଖୁଲା ଉଲଘଂନ କରାଯାଇଥିବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ରେ ନୂତନ

ପୁରୀରେ ଜୁଡ଼ିସିଆଲ କୋର୍ଟରେ ପଡିଲା ତାଲା

ପୁରୀ/ବ୍ରହ୍ମଗିରି: କରୋନା ପାଇଁ ପୁରୀରେ ଜୁଡିସିଆଲ କୋର୍ଟରେ ତାଲା ପଡିଛି । ଜଣେ ଆଇନଜୀବୀ ଓ ଜଣେ ମୋହରୀର ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସଆର ଅଫିସ ବନ୍ଦ କରାଯାଇଛି | କୋର୍ଟ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ହରିହର ଛକରୁ ଟାଉନହଲ ଯାଏଁ

ଘରେ ନବବିବାହିତଙ୍କୁ ଆଶ୍ରୟ ଦେଇଥିବାରୁ ପରିବାରର ୪ ସଦସ୍ୟଙ୍କୁ ଆକ୍ରମଣ

ଘସିପୁରା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ବେଣୁଧର ବେହେରାଙ୍କ ପରିବାରକୁ ଆକ୍ରମଣ କରାଯାଇଛି | ଏଥିରେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | ମିଳିଥିବା ଅଭିଯୋଗ ମୁତାବକ ରାମଚନ୍ଦ୍ରପୁର ଗ୍ରାମର ବେଣୁଧର

ମଦ ନିଶା କାଳ ହେଲା: ଖାଦ୍ୟରେ ବିଷ ମିଶାଇଦେଲା ବାପା, ପରିବାରର ୫ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ମାଲକାନଗିରି: ମଦ ନିଶାରେ ହିତାହତ ଭୁଲିଗଲା ବା‌ପା। ଖାଦ୍ୟରେ ମିଶାଇଦେଲା ବିଷ। ଆଉ ଏହାର ଭୟଙ୍କର ପରିଣତି ଭୋଗିଲେ ପୂରା ପରିବାର। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ବିଷ ମିଶା ଭାତ ଖାଇ ଗୋଟିଏ ପରିବାରର ୫ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ପାଖ

ଖୋର୍ଦ୍ଧା ଉପଖଣ୍ଡ ଦୈନିକ ୧୬ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳରେ ଆଜି କରୋନା ସ˚କ୍ରମଣ ୨୫୧ ଛୁଇଁଛି। କେବଳ ଏତିକି ନୁହେଁ, ଗତ ୧ ସପ୍ତାହ ମଧ୍ୟରେ ସ୍ଥାନୀୟ ସ˚କ୍ରମଣ ୨୧କୁ ବୃଦ୍ଧି ପାଇଛି। ତେଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ୩୦ ତାରିଖ ଯାଏ ଖୋର୍ଦ୍ଧା

ତୈଳ ଦର ବୃଦ୍ଧି ପାଉଥିବାରୁ ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ବର: ଲଗାତର ଭାବେ ତୈଳ ଦର ବୃଦ୍ଧି ପାଉଥିବାରୁ ଆଜି ରାଜ୍ୟରେ ଘରୋଇ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଅଟୋମେଟିକ ମେକାନିଜମ୍‌ ସିଷ୍ଟମ୍‌ ଅନୁସାରେ ଭଡ଼ା ବୃଦ୍ଧି ପାଇଛି। ଅର୍ଡିନାରି ବସ୍‌ ଭଡ଼ା କିଲୋମିଟର ପିଛା ୬୭ ପଇସାରୁ ୭୦ ପଇସା, ଏକ୍ସପ୍ରେସ୍‌ ବସ ଭଡ଼ା ୭୦ରୁ ୭୩ ପଇସା, ଡିଲକ୍ସ

ବାକି ପରୀକ୍ଷା ବାତିଲ୍ କରି ଅଭ୍ୟନ୍ତରୀଣ ମୂଲ୍ୟାୟାନ ଆଧାରରେ ନମ୍ବର ପ୍ରଦାନ କରିବା କଥା ବିଚାର କରିବାକୁ…

ନୂଆଦିଲ୍ଲୀ: ୧୦ମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବାକି ପରୀକ୍ଷା ପତ୍ରଗୁଡ଼ିକୁ ବାତିଲ୍ କରି ଅଭ୍ୟନ୍ତରୀଣ ମୂଲ୍ୟାୟାନ ଆଧାରରେ ନମ୍ବର ପ୍ରଦାନ କରିବା କଥା ବିଚାର କରିବାକୁ ‘ସିବିଏସ୍‌ଇ’କୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି। ଏହି ନିର୍ଦେଶ ଗ୍ରହଣ କରି ମଙ୍ଗଳବାର ସୁଦ୍ଧା ଏ

ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ
error: Content is protected !!
Open chat