ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର ୧୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : କୋଭିଡର ତୃତୀୟ ଲହର ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ସରିଛି। ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ। ଏହା ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି,ଜେନେରାଲ ବେଡ ଯେତିକି ବଢ଼ିବା କଥା

ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୧/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଉଭୟ ମହିଳା ଓ ପୁରୁଷ ୪ ହକି ତାରକାଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଲିମ୍ପିକ୍ସରେ ସଫଳତା

ଶ୍ରୀମନ୍ଦିର ପାଇଁ ନୂଆ SOP :୨୩ରୁ ସାଧାରଣ ଦର୍ଶନ, ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ମନା

ପୁରୀ ୧୧/୦୮/୨୦୨୧ କଳିଙ୍ଗ ଜ୍ଯୋତି : ପୁରୀ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଜାରି। ଶ୍ରୀମନ୍ଦିର ଖୋଲିବା ନେଇ ନୂଆ ଏସଓପି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ। ନୂଆ ଏସଓପି ଅନୁସାରେ ଆସନ୍ତାକାଲି ଠାରୁ ଦୁଇ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ।

ପୁଣି ବଢ଼ିଲା ସ୍ବତନ୍ତ୍ର ଓଜେଇଇ ଆବେଦନ ଅବଧି

ଭୁବନେଶ୍ବର ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ସ୍ବତନ୍ତ୍ର ଓଜେଇଇ ଆବେଦନ ଅବଧି ଅଗଷ୍ଟ ୧୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପୂର୍ବରୁ ଅଗଷ୍ଟ ୧୦ ଆବେଦନର ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ଆବେଦନ ଅବଧି ବଢ଼ିବା ସହିତ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଫି ଭରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯାଇଛି।

ବିଦ୍ୟାଳୟ ଉନ୍ନତିକରଣ ନାମରେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ମାଲକାନଗିରି ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ମାଲକାନଗିରି ସଦର ବ୍ଲକ ସ୍ଥିତ ସିନ୍ଧ୍ରିମାଳ ଗ୍ରାମ ପଂଚାୟତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟ ବିକାଶ ନାମରେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତିା ପ୍ରକାଶ ଥାଉ କି, ଗତ ୫

ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଆଇସିସିର ଯୋଜନା

ନୂଆଦିଲ୍ଲୀ ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଟୋକିଓ ଅଲିମ୍ପିକ୍ସ-୨୦୨୦ ଶେଷ ହୋଇଯାଇଛି। ଟୋକିଓ ଅଲମ୍ପିକ୍ସ ପଦକ ତାଲିକାରେ ଭାରତ ୪୮ତମ ସ୍ଥାନରେ ରହିଛି। ଯାହାକି ଗତ ୪୦ ବର୍ଷ ମଧ୍ୟରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି। ମୋଟାମୋଟି ପଦକ ବିଜୟ ଦୃଷ୍ଟିରୁ ଭାରତ ୩୩ତମ ସ୍ଥାନରେ

କରୋନା ସଂକ୍ରମଣ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଜାରି କଲା ନୂଆ ପଦ୍ଧତି

ଶିକ୍ଷା ବର୍ଷ ୨୦୨୧-୨୨ର ଜୁଲାଇରୁ ଆରମ୍ଭ ହୋଇ ଏପ୍ରିଲରେ ହେବ ଶେଷ ଭୁବନେଶ୍ୱର ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : କରୋନା ଭାରଇସ୍‌ ସଂକ୍ରମଣ ପାଇଁ ଗତବର୍ଷ ସ୍କୁଲ ମାନଙ୍କରେ ପରୀକ୍ଷା ବାତିଲ ହୋଇଯାଇଥିଲା। ଏହାପରେ ବିକଳ୍ପ ମାଧ୍ୟମରେ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ

ମିସ୍‌ଡ କଲ୍‌ରେ ମିଳିବ ନୂଆ ଏଲ୍‌ପିଜି ସଂଯୋଗ

ନୂଆଦିଲ୍ଲୀ ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଗ୍ରାହକମାନେ ନିଜ ମୋବାଇଲ୍‌ରୁ ମିସ୍‌ଡ କଲ୍ କରି ନୂଆ ଏଲ୍‌ପିଜି ସଂଯୋଗ ପାଇପାରିବେ। ଇଣ୍ଡିଆନ ଅଏଲ୍‌ର ଅଧ୍ୟକ୍ଷ ଏସ୍‌ ଏମ୍ ବୈଦ୍ୟ ଆଜି ଏହି ସେବା ଆରମ୍ଭ କରିଛନ୍ତି। ଲୋକମାନେ ନୂଆ ଏଲ୍‌ପିଜି ସଂଯୋଗ ହାସଲ କରିବା ଲାଗି କଂପାନି ଜାରି କରିଥିବା

ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲା ହାଇକୋର୍ଟ ନିର୍ଦ୍ଦେଶ ବିନା ପ୍ରତ୍ୟାହାର କରାଯାଇପାରିବ ନାହିଁ:…

ନୂଆଦିଲ୍ଲୀ ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ହାଇକୋର୍ଟଙ୍କ ଅନୁମତି ବିନା ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିପାରିବେ ନାହିଁ। ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା

କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ଅଧିକ ପ୍ରଭାବଶାଳୀ: ଆଇସିଏମଆର

ନୂଆଦିଲ୍ଲୀ ୦୮/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି କାରଣରୁ କୋଭିଡ-୧୯ ଟିକାକୁ ନେଇ ଏବେ ବି ପରୀକ୍ଷା ଜାରି ରହିଛି । ଏହି କ୍ରମରେ ଅନ୍ୟ ଦେଶ ଭଳି
error: Content is protected !!
Open chat