ହତ୍ୟା ମାମଲାରେ ୧୦ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲେ ବିହାରର ଜିଲ୍ଲା କୋର୍ଟ

ପାଟନା ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଏକ ହତ୍ୟା ମାମଲାରେ ବିହାରର ଜିଲ୍ଲା କୋର୍ଟ ଆଜି ୧୦ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଆରାର ପ୍ରମୁଖ ବ୍ୟବସାୟୀ ଇମ୍ରାନ ଖାନ୍‌ଙ୍କୁ ୨୦୧୮ରେ ଦିବାଲୋକରେ ହତ୍ୟା‌ କରାଯାଇଥିଲା। ଏହି ମାମଲାରେ କୋର୍ଟ ୨ ଭାଇଙ୍କ ସମେତ ୧୦ ଜଣଙ୍କୁ

କୋଭାକ୍ସିନ ଉତ୍ପାଦନରେ ବାଛୁରୀ ସିରମ ବ୍ୟବହାର କରାଯାଉନାହିଁ : ସରକାର

ନୂଆଦିଲ୍ଲୀ ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା ଟିକା କୋଭାକ୍ସିନ ପ୍ରସ୍ତୁତିରେ କଣ ବାଛୁରୀ ସିରମ (ରକ୍ତ ନମୁନା) ବ୍ୟବହାର ହେଉଛି ? ଏପରି ଏକ ପ୍ରଶ୍ନ ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ? କୋଭାକ୍ସିନ ପ୍ରସ୍ତୁତିରେ କଅଁଳା ବାଛୁରୀର ରକ୍ତ ବ୍ୟବହାର କରାଯାଉଥିବା

ନୂଆ ‘ଆଇଟି’ ନିୟମ ଅନୁସାରେ କାର୍ଯ୍ୟ ନ କରିବାରୁ ଆଇନଗତ ସୁରକ୍ଷା ହରାଇଲା ‘ଟୁଇଟର୍‌’

ନୂଆଦିଲ୍ଲୀ ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ନୂଆ ‘ଆଇଟି’ ନିୟମ ଅନୁଯାୟୀ କମ୍ପାନିର କାର୍ଯ୍ୟଧାରା ସମ୍ବନ୍ଧୀୟ ଅଧିକାରୀମାନଙ୍କୁ ନିଯୁକ୍ତ କରିବାରେ ବିଫଳ ହେବା କାରଣରୁ ‘ଟୁଇଟର୍‌’ ଭାରତରେ ଆଇନଗତ ସୁରକ୍ଷା ହରାଇଥିବା କଥା ସରକାରୀ ସୂତ୍ରରୁ ଜଣାପଡ଼ିଛି। ବୁଧବାର ଦିନ

ରାଜ୍ୟରେ ଆଗାମୀ ୨ ସପ୍ତାହ ତାଲାବନ୍ଦ ଆଂଶିକ କୋହଳ

ସଂକ୍ରମଣ କମିଥିବା ୧୭ ଜିଲାରେ ସକାଳ ୭ ରୁ ସନ୍ଧ୍ୟା ୫ ଯାଏଁ କୋହଳ ଭୁବନେଶ୍ୱର ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ ସମସ୍ତ ଜିଲାରେ ତାଲାବନ୍ଦ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା କରାଯାଇଛି। ୧୭ ଜୁନ ସକାଳ ୫ଟାରୁ ଜୁଲାଇ ୧ ସକାଳ ୫ଟା ଯାଏଁ ଏହି ତାଲାବନ୍ଦ ଲାଗୁ ହେବ।

ଆନ୍ଧ୍ରରେ ଇଂରାଜୀ ମାଧ୍ୟମରେ ଶିକ୍ଷା ବାଧ୍ୟତାମୂଳକ

ବିଜୟୱାଡା ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡି। ରାଜ୍ୟର ସମସ୍ତ ଅନୁସ୍ନାତକ ମହାବିଦ୍ୟାଳୟଗୁଡିକରେ ଇଂରାଜୀ ମାଧ୍ୟମକୁ ବାଧ୍ୟତାମୂଳକ କରିବାକୁ ସେ

ଆଜିଠାରୁ ହଲମାର୍କ ସୁନା ବାଧ୍ୟତାମୂଳକ, ପ୍ରଥମେ ୨୫୬ଟି ଜିଲ୍ଲାରେ ଲାଗୁ ହେବ

ନୂଆଦିଲ୍ଲୀ ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଦେଶରେ ଆଜିଠାରୁ ସୁନା ଗହଣା ଓ ଅନ୍ୟାନ୍ୟ ସୁନା ସାମଗ୍ରୀ ଉପରେ ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । ଗତ କାଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏ ସମ୍ପର୍କରେ ଘୋଷଣା କରାଯାଇଥିଲା ।

ଅନଲକ୍‍ ପ୍ରକ୍ରିୟା ନେଇ ନିଷ୍ପତି ଖୁବଶୀଘ୍ର

ଦିନେ-ଦୁଇ ଦିନ ମଧ୍ୟରେ ଏସଆରସି ଜାରୀ କରିବେ ବିସ୍ତୃତ ଗାଇଡଲାଇନ୍‍ ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ କରୋନା ସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ନେଇ ଖୁବ ଶୀଘ୍ର ନିଷ୍ପତି ଗ୍ରହଣ କରିବେ ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦେଶକ ବିଜୟ

ଦୁଇଭାଗ ହେଲା ଏଲଜେପି : ପଶୁପତି କୁମାର ପାରସ ସଂସଦୀୟ ଦଳ ନେତା

ପାଟନା ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଶେଷରେ ଏଲଜେପିରେ ବିଭାଜନ ଘଟିଛି। ପୁତୁରା ଚିରାଗ ପାଶୱାନଙ୍କୁ ଅଲଗା କରି ଦାଦା ପଶୁପତି କୁମାର ପାରସ ଲୋକସଭାରେ ଲୋକ ଜନଶକ୍ତି ପାର୍ଟିର ସଂସଦୀୟ ଦଳ ନେତା ହୋଇଛନ୍ତି। ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ଶ୍ରୀ ପାରସଙ୍କୁ ଲୋକ ଜନଶକ୍ତି

ନକଲି ଔଷଧ କାରବାର ମାମଲା : ସ୍ୱତନ୍ତ୍ର ଟିମ୍‍ ଗଠନ କଲା ଏସଟିଏଫ୍‍

ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ ନକଲି ଔଷଧ କାରବାର ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି। ପୁଲିସ ଡିଜି ଶ୍ରୀ ଅଭୟ ଏହି ସୂଚନା ଦେଇଛନ୍ତି। ଡ୍ରଗ୍ସ କେଂଟ୍ରାଲରଙ୍କ ସହ ବିଚାର ବିମର୍ଷ କରାଯାଇ ପରବର୍ତୀ ପଦକ୍ଷେପ

୧୬ରୁ ଖୋଲିବ ରାଜ୍ୟରେ ଥିବା ପ୍ରତ୍ନତତ୍ତ୍ବ ବିଭାଗ ସଂରକ୍ଷିତ ଐତିହ୍ୟସ୍ଥଳୀ

ଭୁବନେଶ୍ବର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ୧୬ ତାରିଖ ଅର୍ଥାତ ବୁଧବାରଠାରୁ ଖୋଲିବ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ସଂରକ୍ଷିତ ଐତିହ୍ୟସ୍ଥଳୀ । କରୋନା ସଂକ୍ରମଣ ପାଇଁ ଗତ ଏପ୍ରିଲ ୧୫ରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଥିଛି ।
error: Content is protected !!
Open chat