ତ୍ରିରଙ୍ଗାର ଅପମାନ କରିଛନ୍ତି କେଜ୍ରିୱାଲ: ପ୍ରହଲ୍ଲାଦ ପଟେଲ

ନୂଆଦିଲ୍ଲୀ : କରୋନା ସଙ୍କଟ ସମୟରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ପୁଣି ଥରେ ବିବାଦ ଦେଖିବାକୁ ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତ୍ରିରଙ୍ଗାରଅପମାନ କରିଥିବା କେନ୍ଦ୍ରମନ୍ତ୍ରୀ ପହଲ୍ଲାଦ ସିଂହ ପଟେଲ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଜୁଲାଇ ପହିଲାରୁ ସଂଶୋଧିତ ଦରମା

ନୂଆଦିଲ୍ଲୀ : ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଜୁଲାଇ ପହିଲାରୁ ସଂଶୋଧିତ ଦରମା ପାଇବେ। ଗତ ବର୍ଷ କରୋନା କାରଣରୁ ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ସହାୟତା (ଡିଆର)କୁ ଅଟକାଇ ରଖିଥିଲେ, ଯାହା ଏଥର ମିଳିବାକୁ ଯାଉଛି।ଜୁଲାଇ ୧ ରୁ ବର୍ଦ୍ଧିତ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିବେ ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆକାଶମାର୍ଗରୁ ବାତ୍ୟା ‘ୟାସ’ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିବେ। ପରେ ଭୁବନେଶ୍ୱରରେ ବାତ୍ୟା କ୍ଷୟକ୍ଷତି, ରିଲିଫ ଏବଂ ଉଦ୍ଧାର

କଳା କବକ ସଂକ୍ରମଣ: ଆମେରିକାରୁ ଆସିବ ୧୦ ଲକ୍ଷ ଆମ୍ଫୋଟେରିସିନ୍‌ ଇଞ୍ଜେକ୍ସନ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ କଳା କବକ ସଂକ୍ରମଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଧୀରେ ଧୀରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧ ହଜାର ଅତିକ୍ରମ କଲାଣି। ତନ୍ମଧ୍ୟରୁ ଗୁଜରାଟରୁ କେବଳ ୨୮୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରୁ ୨୭୦୦,

ଲ୍ୟାଣ୍ଡଫଲ୍ ପୂର୍ବରୁ କମିଯ଼ାଇଥିଲା ‘ୟାସ’ର ଶକ୍ତି

ଭୁବନେଶ୍ବର : ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇସାରିଛି । ରେମୁଣା-ବାହାନଗା-ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ୟାସ୍ । ମାତ୍ର ଯେଉଁଭଳି ଭାବେ ଆକଳନ କରାଯାଉଥିଲା ବାତ୍ୟାର ପ୍ରଭାବ ତାଠୁ କମ ରହିଛି । ତେବେ ବାତ୍ୟା ଦୁର୍ବଳ କାହିଁକି ହେଲା ସେନେଇ କାରଣ କହିଛନ୍ତି

କୃଷକ ଆନ୍ଦୋଳନକୁ ପୁରିଲା ୬ମାସ : କଳା ପଗଡି ପିନ୍ଧି ଓ କଳା ପତାକା ଉଡାଇ କଳା ଦିବସ ପାଳନ କଲେ କୃଷକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଦେଶର ୪୦ କୃଷକ ସଂଗଠନ ବା ସଂଯୁକ୍ତ କିଷାନ ମୋର୍ଚ୍ଚା ସାରା ଦେଶର କୃଷକମାନଙ୍କୁ ଆଜି କଳା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲା | ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୬ ମାସ ପୁରିବାକୁ

ନୂଆ ‘ଡିଜିଟାଲ୍‌ ନିୟମ’କୁ ଚାଲେଞ୍ଜ୍‌ କରି ଅଦାଲତକୁ ଗଲା ‘ହ୍ବାଟ୍‌ସ୍‌ଆପ୍‌’

ନୂଆଦିଲ୍ଲୀ: ଆଜି ଲାଗୁ ହେଉଥିବା ସରକାରଙ୍କ ନୂଆ ‘ଡିଜିଟାଲ୍‌ ନିୟମାବଳି’କୁ ଚାଲେଞ୍ଜ୍ କରି ମଙ୍ଗଳବାର ଦିନ ‘ହ୍ବାଟ୍‌ସ୍‌ଆପ୍‌’ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଏର କରିଛି। ଏହି ନିୟମାବଳୀ କାରଣରୁ ବ୍ୟବହାରକାରୀଙ୍କ ଗୋପନୀୟତା ଉଲ୍ଲଂଘନ କରିବା ଲାଗି ‘ହ୍ବାଟ୍‌ସ୍‌ଆପ୍‌’ ବାଧ୍ୟ କରିବ ବୋଲି

କୋଭିଡରେ ମୃତ୍ୟୁ ହେବାର ଭୟ ଅନ୍ତରୀଣ ଜାମିନର ଆଧାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜେଲରେ ସଂକ୍ରମଣକୁ ରୋକିବା ପାଇଁ ସୁପ୍ରିମକୋର୍ଟ ମେ’ ୭ରେ ରାଜ୍ୟମାନଙ୍କୁ ଜେଲରେ ଥିବା ବନ୍ଦୀମାନଙ୍କୁ ମୁକ୍ତ କରିବାକୁ କହିଥିଲେ । ଯେଉଁମାନଙ୍କୁ ପାରୋଲ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯାଇପାରିବ, ସେମାନଙ୍କୁ ମୁକ୍ତ କରିବାକୁ କହିଥିଲେ

ବାତ୍ୟାର ଆଖି ଧାମରା ଓ ବାଲେଶ୍ବର ଭିତରେ ଅତିକ୍ରମ କରିବ

ଭୁବନେଶ୍ବର: ଧାମରା ପାଖରେ ବାତ୍ୟା ୟସ ସ୍ଥଳଭାଗ ଅତିକ୍ରମ କରିବ। ୨୬ ତାରିଖ ଭୋର ସୁଦ୍ଧା ଧାମରା ପାଖରେ କେନ୍ଦ୍ରୀଭୂତ ହେବ। ଧାମରାର ଉତ୍ତରକୁ ଓ ବାଲେଶ୍ବରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟାର ଆଖି ଧାମରା ଓ ବାଲେଶ୍ବର ଭିତରେ ଅତିକ୍ରମ କରିବ। ବାତ୍ୟା ରିକର୍ଭ କରି ପଶ୍ଚିମବଙ୍ଗ

ଆଜି ସଂଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ୟାସ୍

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟାସ୍ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ଏହା ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି ଓ ଆଜି ସଂଧ୍ୟା ସୁଦ୍ଧା ଏହା ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ
error: Content is protected !!
Open chat