ନେତାଜୀ ଭାରତମାତାର ଅମୂଲ୍ୟ ରତ୍ନ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି। କଟକରେ ଅତ୍ୟାଧୁନିକ ବସ ଟର୍ମିନାଲର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ନେତାଜୀଙ୍କ

ଆସନ୍ତାମାସଠାରୁ ଇ-କ୍ୟାଟରିଂ ସେବା ଆରମ୍ଭ କରିବ ଆଇଆର୍‌ସିଟିସି

ନୂଆଦିଲ୍ଲୀ: ଭାରତୀୟ ରେଳବାଇର କ୍ୟାଟରିଂ ଏବଂ ପର୍ଯ୍ୟଟନ ଶାଖା ଆଇଆର୍‌ସିଟିସି ଆସନ୍ତାମାସଠାରୁ ଇ-କ୍ୟାଟରିଂ ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛି। କୋଭିଡ୍‌ ପୂର୍ବରୁ ଆଇଆର୍‌ସିଟିସି ଦିନକୁ ପ୍ରାୟ ୨୦ ହଜାର ଇ-କ୍ୟାଟରିଂ ବରାଦ ଗ୍ରହଣ କରୁଥିଲା। ମାତ୍ର ‌କରୋନା କାରଣରୁ ୨୦୨୦ ମାର୍ଚ ୨୨

ବଢ଼ୁଛି ମମତାଙ୍କ ଅଡ଼ୁଆ: ବନ ମନ୍ତ୍ରୀ ରାଜୀବ ବାନାର୍ଜୀ ଦେଲେ ପଦରୁ ଇସ୍ତଫା

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଓ ତୃଣମୂଳ ସମସ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ କିଛି ସାଂସଦ ଓ ବିଧାୟକ ଦଳ ଛାଡ଼ିଥିଲେ । ଏହାପରେ ଅଧିକାରୀ ଭ୍ରାତା ମମତାଙ୍କୁ ଛାଡ଼ି ଚାଲିଯିବା ପରେ ଜଣକ ପରେ ଜଣେ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବାରେ ଲାଗିଛନ୍ତି । ଆଉ ୩ ମାସ ପରେ ପଶ୍ଚିମବଙ୍ଗ

ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ

ନୂଆଦିଲ୍ଲୀ : ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗତ ତିନିମାସ ଧରି ନରେନ୍ଦ୍ର ଚଞ୍ଚଲ ଅସୁସ୍ଥ ହୋଇ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରଖାନା ପ୍ରଶାସନ ଅନୁଯାୟୀ ଶୁକ୍ରବାର ଦିନ ଅପରାହ୍ଣରେ ସେ ଶେଷ

କିନ୍ନରଙ୍କ ହାତରେ ଅଶୋକା ମାର୍କେଟ, ମାଷ୍ଟରକ୍ୟାଣ୍ଟିନ ପାର୍କିଂ ଦାୟିତ୍ବ

କିନ୍ନରମାନଙ୍କ ଆର୍ଥିକ ବିକାଶ ଓ ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ ନିମନ୍ତେ ବିଏମସି ଆରମ୍ଭ କରିଛି ଯୋଜନା । ରାଜଧାନୀର ଦୁଇ ପ୍ରମୁଖ ପାର୍କିଂ ଅଞ୍ଚଳକୁ କିନ୍ନରଙ୍କୁ ହସ୍ତାନ୍ତର କରାଯାଇଛି । ଅଶୋକା ମାର୍କେଟସ୍ଥିତ ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀଲେଦର ସୋରୁମ୍ ସାମନା , ହୋଟେଲ୍

ହ୍ବାଇଟ ହାଉସ ଛାଡ଼ିଲେ ଟ୍ରମ୍ପ, ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ

ନୂଆଦିଲ୍ଲୀ: ଆଜି ନିଜର ନୂଆ ରାଷ୍ଟ୍ରପତି ପାଇବ ଆମେରିକା। ନିର୍ବାଚନ ଜିତିବା ପରେ ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ। ଏ ନେଇ ସମସ୍ତଙ୍କ ପ୍ରସ୍ତୁତି ଶେଷ ହୋଇଛି। ଆଜି ଭାରତ ସମୟ ସନ୍ଧ୍ୟା ୮ଟା ୩୦ରେ ଜୋ ବାଇଡେନ ୪୬ତମ ରାଷ୍ଟ୍ରପତି ଭାବେ ଏବଂ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍

ବ୍ରିସ୍‌ବେନ୍‌ରେ ଭାରତର ଐତିହାସିକ ବିଜୟ : ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ହାତେଇଲା ଟିମ୍ ଇଣ୍ଡିଆ

ବ୍ରିସବେନ୍: ଅଷ୍ଟ୍ରେଲିଆକୁ ତାର ନିଜ ମାଟିରେ ମାତ୍ ଦେଇ ଭାରତ ଐତିହାସିକ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆ ବ୍ରିସବେନ୍ ବିଜୟ ସହ ଟେଷ୍ଟ ସିରିଜ କବଜା କରିଛି। ଏହାସହବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜେୟ ରେକର୍ଡରେ ଭାରତ ବ୍ରେକ୍ ଲଗାଇଛି। ରିଷଭ ପନ୍ତ ଓ ୱାସିଂଟନ

ନେତାଜୀଙ୍କ ଜନ୍ମଦିନକୁ “ପରାକ୍ରମ ଦିବସ” ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଳନ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପ୍ରତିବର୍ଷ ଜାନୁଆରୀ ୨୩କୁ ସରକାର ’ପରାକ୍ରମ ଦିବସ’

ଭାରତ ବାୟୋଟେକର ଘୋଷଣା : କୋଭାକ୍ସିନରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଲେ କମ୍ପାନୀ ଦେବ କ୍ଷତିପୂରଣ

ହାଇଦ୍ରାବାଦ : କରୋନା ଭୂତାଣୁ ବିରୁଦ୍ଧରେ ସ୍ୱଦେଶୀ ଟିକା କୋଭାକ୍ସିନ ବିକଶିତ କରିଥିବା ଭାରତ ବାୟୋଟେକ୍ କହିଛି ଯେ, ଯଦି କେହି ଟିକା ନେବା ପରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହୁଅନ୍ତି, ତେବେ କମ୍ପାନୀ ଏହାର କ୍ଷତିପୂରଣ ଦେବ । ଭାରତ ବାୟୋଟେକ୍ (ବିବିଏଲ୍), ଭାରତ

ଭାରତ ବାୟୋଟେକ୍‌ର ଘୋଷଣା: କୋଭାକ୍ସିନର ସାଇଡ ଇଫେକ୍ଟ ପଡିଲେ କମ୍ପାନୀ ଦେବ କ୍ଷତିପୂରଣ,ଫର୍ମରେ ଲେଖିବାକୁ ହେବ…

ନୂଆଦିଲ୍ଲୀ,୧୬।୧: ଭାରତ ବାୟୋଟେକର ଭ୍ୟାକସିନ୍-କୋଭାକ୍ସିନ୍‌କୁ ନେଇ ଲଗାତାର ପ୍ରଶ୍ନ ଉଠିବାରେ ଲାଗିଛି। ଏହା ଭିତରେ କମ୍ପାନୀ ସ୍ପଷ୍ଟ କରି ଦେଇଛି ଯେ, ଭ୍ୟାକସିନର ଖରାପ ପ୍ରଭାବ ଯଦି ପଡୁଛି ତେବେ ଲାଭାର୍ଥୀଙ୍କୁ କ୍ଷତିପୂରଣ ଦିଆଯିବ। କେବଳ ସେତିକି ନୁହେଁ, କମ୍ପାନୀ ନିଜର ଫର୍ମରେ ଏ
error: Content is protected !!
Open chat