ବୋଥ୍ରାଙ୍କୁ ମିଳିଲା ପଦୋନ୍ନତି : ଏଡିଜି ପାହ୍ୟାକୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ପଦୋନ୍ନତି ପାଇଲେ ଆଇଜି ଅରୁଣ ବୋଥ୍ରା । ଏଡିଜି ପାହ୍ୟାକୁ ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ପ୍ରମୋସନ୍ ଦେଇଛନ୍ତି ରାଜ୍ୟ ସରକାର । ଅରୁଣ ବୋଥ୍ରାଙ୍କ ସହ ରାଜ୍ୟ ସରକାର ୧୯୯୬ ବ୍ୟାଚ୍‌ର ଆଉ ଦୁଇ ଜଣ ଆଇପିଏସଙ୍କୁ ମଧ୍ୟ ଏଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଆଇଜି ପାହ୍ୟାରେ ଥିବା

ଭାରତରେ ପହଞ୍ଚିଲା କରୋନାର ନୂଆ ଷ୍ଟ୍ରେନ; ୬ ବ୍ରିଟେନ ଫେରନ୍ତା ସଂକ୍ରମିତ

ନୂଆଦିଲ୍ଲୀ: ଶେଷରେ ଭାରତରେ ପହଞ୍ଚିଛି ବ୍ରିଟେନରେ ଆତଙ୍କ ଖେଳାଇଥିବା କରୋନାର ନୂଆ ଷ୍ଟ୍ରେନ। ଏହା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତାରେ ପଡ଼ିଛି। ୬ ବ୍ରିଟେନ ଫେରନ୍ତାଙ୍କ ନିକଟରେ ଏହି ନୂଆ ଷ୍ଟ୍ରେନ ଠାବ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେଟ କରି ରଖାଯାଇଥିବା

କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ସରକାରୀ ସ୍କୁଲରେ ପାଠ ପଢିଲେ ଡାକ୍ତରୀ ଓ ଇଂଜିନୟରିଂ ପାଇଁ ସଂରକ୍ଷଣ

ଭୁବନେଶ୍ବର : ଚଳିତ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚ ଶିକ୍ଷା ପାଇଁ ସଂରକ୍ଷଣ

ରାଜଧାନୀରେ ପାଳନ ହେବନି ଜିରୋ ନାଇଟ : ଘରେ ରହି ନୂଆ ବର୍ଷ ପାଳନ କରିବାକୁ ବିଏମସିର ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, କ୍ଲବ, କନଭେନସନ୍ ହଲ୍ ଓ କଲ୍ୟାଣ ମଣ୍ଡପ ଆଦିରେ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି। ଜନସମାଗମ ଉପରେ ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ରୋକ ଲଗାଯାଇଛି। ଏନେଇ ବିଏମସି କମିସନର ନିର୍ଦ୍ଦେଶନାମା

ଦେଶରେ ପ୍ରଥମ: ଦିଲ୍ଲୀରେ ଗଡ଼ିଲା ଚାଳକ ବିହୀନ ଟ୍ରେନ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପ୍ରଥମ କରି ରାଜଧାନୀ ନୂଆଦିଲ୍ଲୀରେ ଗଡ଼ିଛି ଚାଳକ ବିହୀନ ଟ୍ରେନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ (ଜନକପୁରୀ

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ସୌରଭ ଗାଙ୍ଗୁଲି, ରାଜନୈତିକ ମହଲରେ ଚର୍ଚ୍ଚା

କୋଲକାତା,୨୭/ ୧୨: ଆଗକୁ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏଥିପାଇଁ ସଜବାଜ ସମସ୍ତ ରାଜନୈତିକ ଦଳ। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରାଜନୀତିରେ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ଜୋର

ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ନିୟମ ଜାରି : ମାସ୍କ , ପରିଚୟପତ୍ର ବାଧ୍ୟତା ମୂଳକ

ଆରଡି : ମହାମାରୀ କରୋନା ପାଇଁ ଦୀର୍ଘ ୯ମାସରୁ ଉର୍ଦ୍ଧ ହେବ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁଭକ୍ତମାନେ ମଣିବାବାଙ୍କ ଦର୍ଶନ ପାଇଁ ଚାତକ ପରି ଚାହିଁ ରହିଥିଲେ। ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ନେଇ ଜିଲାପାଳ

ୟୁରୋପରେ କରୋନାର ନୂଆ ରୂପ : ସ୍ପେନ୍‍ ଓ ଜାପାନରେ ୮ ଆକ୍ରାନ୍ତ ଚିହ୍ନଟ

ମାଦ୍ରିଦ୍‍ : ୟୁରୋପର କେତେକ ଦେଶରେ କରୋନାର ନୂଆ ରୂପ ଦେଖିବାକୁ ଦେଖିବାକୁ ମିଳିଛି। ସ୍ପେନ, ଜାପାନ, ଡେନ୍‍ମାର୍କ,ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଏହି ନୂତନ ପ୍ରକାର କୋଭିଡ ସଂକ୍ରମଣ ଦେଖିବାକୁ ମିଳିଛି। ବ୍ରିଟେନରେ ଦେଖାଦେଇଥିବା କୋଭିଡର ନୂତନ ଜୀବାଣୁ ଦ୍ୱାରା

ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋ ପାଇଲେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ହକି ଖେଳାଳି ନମିତା ଟୋପ୍ପୋ ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର ମିଳିଛି। ଖେଳ ଜୀବନରେ ତିନିଟି ପ୍ରମୁଖ ଅନ୍ତର୍ଜାତୀୟ ପଦକ ବିଜୟିନୀ ନମିତାଙ୍କୁ ରବିବାର ୨୮ତମ ସଂସ୍କରଣ ବିଜେତା ଭାବେ ଏହି ପୁରସ୍କାର ଦିଆଯାଇଛି। କରୋନା ଭାଇରସ ମହାମାରୀ

ରାଜ୍ୟରେ ଅପରାଧର ମାତ୍ରା କମିଛି ଓ ନିୟନ୍ତ୍ରଣରେ ରହିଛି : ଡିଜିପି ଅଭୟ

ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କ ସମ୍ମିଳନୀ ଉଦ୍‍ଘାଟିତ କଟକ : ରାଜ୍ୟରେ ଅପରାଧର ମାତ୍ରା କମିଛି ଓ ନିୟନ୍ତ୍ରଣରେ ରହିଛି। ୨୦୨୦ରେ ଓଡ଼ିଶା ପୁଲିସ ଭଲଭାବେ କରୋନା ମୁକାବିଲା କରିଛି ବୋଲି ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ କହିଛନ୍ତି। ରବିବାର କଟକଠାରେ ରାଜ୍ୟର ବରିଷ୍ଠ ପୁଲିସ୍‍
error: Content is protected !!
Open chat