Browsing Category

Breaking News

ଚାନ୍ଦବାଲି ବ୍ଲକ ‘ମତୋ – ଚୌଧୁରୀଘାଟ’ ରାସ୍ତା ସମ୍ପ୍ରସାରଣ ପାଇଁ ନଳଗୋହିରା ବଜାର ଉଚ୍ଛେଦ :…

ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ବହୁପ୍ରତୀକ୍ଷିତ ତଥା ବହୁମୁଖୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ 'ମତୋ -ଚୌଧୁରୀଘାଟ ରାସ୍ତା ସମ୍ପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଏହି ବହୁପ୍ରତୀକ୍ଷିତ ରାସ୍ତା ଦ୍ବାରା

ରାଜଗାଙ୍ଗପୁର : ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ, ଝାରସୁଗୁଡା-ରାଉରକେଲା ରୁଟରେ ରେଳ ଚଳାଚଳ ବ୍ୟାହତ

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୫/୦୭ : ଆଜି ସକାଳ ପ୍ରାୟ ୧୧.୩୦ ସମୟରେ ଏକ ମାଲବାହୀ ଟ୍ରେନ୍ ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଓଲଟିଥିବାର ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ଏକ ମାଲବାହୀ ଟ୍ରେନ୍

ଭବାନୀପାଟଣାରେ ୧୦ ପୁଲିସ୍‌ କରୋନା ପଜିଟିଭ୍‌ ଚିହ୍ନଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭବାନୀପାଟଣା ୨୫/୦୭: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ କାର୍ଯ୍ୟରତ ୧୦ ପୁଲିସ୍‌ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିଜର୍ଭ ପୁଲିସ୍‌ର ୫ ,ଟାଉନ ଥାନାରୁ ୩, ସଦର ଥାନାରୁ ଜଣେ ଓ IRB ବାଟାଲିଅନରୁ ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି।

ଦେଶରେ ଦିନକରେ ୪୮,୯୧୬ ସଂକ୍ରମିତ ଚିହ୍ନଟ; ୭୫୭ ଆକ୍ରାନ୍ତ ମୃତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭: ଜୁଲାଇ ୨୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧,୩୩୬,୮୬୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୪୯୪୩୧ ଜଣ ସୁସ୍ଥ

କରୋନା ଭ୍ୟାକସିନ ‘କୋଭାକ୍ସିନ୍’ର ପ୍ରଥମ ଡୋଜ୍ ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଦିଆଗଲା

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୫/୦୭ : ଦିଲ୍ଲୀସ୍ଥିତ ଏମ୍ସରେ କରୋନା ଭ୍ୟାକସିନ୍ ‘କୋଭାକ୍ସିନ୍’ର ହ୍ୟୁମାନ୍ ଟ୍ରାଏଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଭ୍ୟାକସିନର ପ୍ରଥମ ଡୋଜ୍ ଜଣେ ୩୦ ବର୍ଷୀୟ ସୁସ୍ଥ ପୁରୁଷଙ୍କୁ ଦିଆଯାଇଛି। ପ୍ରାରମ୍ଭିକ ଯାଞ୍ଚ ଓ ପରୀକ୍ଷା ପରେ ଏହି ବ୍ୟକ୍ତିଙ୍କୁ

ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର – ଆଜି ଗୋଟିଏ ଦିନରେ ସର୍ବାଧିକ ରେକର୍ଡ ସଂଖ୍ୟକ ୨୪୮ ‘କରୋନା’ ଆକ୍ରାନ୍ତ ଚିହ୍ନଟ…

'ହଟସ୍ପଟ' ପାଲଟିଲା ବିଜେବି ନଗର ସ୍ଥିତ 'ମହିଷାଖାଲ ବସ୍ତି' : କେବଳ ଏହି ବସ୍ତିରୁ ୪୫ ଆକ୍ରାନ୍ତ ଚିହ୍ନଟ ! ! ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ରାଜଧାନୀ ଭୁବନେଶ୍ୱରରେ ସବୁ ରେକର୍ଡକୁ ପଛରେ ପକାଇଛି ଆଜିର ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ୱର ମହାନଗର ନିଗମ

ପୋଲସରା ବିଧାୟକଙ୍କ ସହ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ !

ଭୁବନେଶ୍ୱର / ବ୍ରହ୍ମପୁର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ରାଜ୍ୟରେ ପୁଣି ଜଣେ ଜନପ୍ରତିନିଧି କରୋନା ଆକ୍ରାନ୍ତ ହୋଇଛନ୍ତି, ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରାର ବିଧାୟକ କରୋନା ପଜିଟିଭ ବୋଲି ସେ ନିଜେ ଏକ ସମ୍ବାଦପତ୍ରକୁ ସୂଚନା

ଭଦ୍ରକ ଜିଲ୍ଲା : କରୋନା ଟାର୍ଗେଟରେ ‘କୋଭିଡ ଯୋଦ୍ଧା’ – ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ବ୍ୟାଙ୍କ…

ଭଦ୍ରକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ଆଜି ଭଦ୍ରକ ଜିଲ୍ଲାର 'କୋଭିଡ ଯୋଦ୍ଧା' ୮ ଜଣ ପୋଲିସ କର୍ମଚାରୀଙ୍କ ସମେତ ୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି କର୍ମଚାରୀ ମାନଙ୍କର କଣ୍ଟାକ୍ଟ

ଓଡିଶାରେ ବଢି ଚାଲିଛି ସ୍ଥାନୀୟ ସଂକ୍ରମଣ – ମହାମାରୀ ଦେଖାଉଛି ଗୋଷ୍ଠୀ ସଂକ୍ରମଣ ଭୟ ! !

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୫୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : କ୍ବାରେଣ୍ଟାଇନରୁ ୧୦୬୭, ଲୋକାଲ କେସ୍ ୫୨୭ - ଆଜି କରୋନା ନେଲା ପୁଣି ୬ ମୁଣ୍ଡ : ମୋଟ ମୃତ୍ୟୁ ସଂଖ୍ୟା ୧୨୦ କୁ ବୃଦ୍ଧି ! ! ଗଂଜାମରୁ ସର୍ବାଧିକ ୭୩୨, ଖୋର୍ଦ୍ଧାରୁ ୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ ; ରାଜ୍ୟରେ ମୋଟ

ଦେଶରେ ସଂକ୍ରମଣର ଆଉ ଏକ ରେକର୍ଡ: ଦିନକରେ ୪୯, ୩୧୦ ସଂକ୍ରମିତ, ୭୪୦ ଆକ୍ରାନ୍ତ ମୃତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭ : ଜୁଲାଇ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୨୮୭୯୪୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୧୭୨୦୮ ଜଣ ସୁସ୍ଥ
error: Content is protected !!
Open chat