Browsing Category
Breaking News
‘ଓଡ଼ିଶା ୱାନ’ – ରାଜ୍ୟ ସରକାରଙ୍କ ଦ୍ୱାରା ସବୁ ନାଗରିକ ସେବା ପାଇଁ ‘ସିଙ୍ଗଲ-ୱିଣ୍ଡୋ ୱେବ…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୨/୦୭ : ରାଜ୍ୟ ସରକାର ଯୋଗାଇଦେଉଥିବା ସମସ୍ତ ନାଗରିକ ସେବା ଗୋଟିଏ ଓ୍ବେବ୍ ପୋର୍ଟାଲ୍ ଓଡ଼ିଶା ଓ୍ବାନ୍ରେ ଉପଲବ୍ଧ ହେବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି!-->…
ଦେଶରେ ଗୋଟିଏ ଦିନରେ ୩୭,୭୨୪ଟି ପଜିଟିଭ୍ କେସ୍ , ୬୪୮ ମୃତ :ସଂକ୍ରମିତ ସଂଖ୍ୟା ୧୨ ଲକ୍ଷ ନିକଟତର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : ଭାରତରେ କରୋନା ସଂକ୍ରମିତ ସଂଖ୍ୟା ବୁଧବାର ୧୨ ଲକ୍ଷ ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ୩୭ ହଜାର ୭୨୪ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ୯୧୫କୁ ବୃଦ୍ଧି ପାଇଛି। ରାତି ସୁଦ୍ଧା ଏହା ୧୨ ଲକ୍ଷ ଅତିକ୍ରମ!-->…
ରାଜ୍ୟରେ ସବୁ ରେକର୍ଟ ଭାଙ୍ଗିଲା କରୋନା : ଗୋଟିଏ ଦିନରେ ୧୦୭୮ ଚିହ୍ନଟ, ୫ ମୃତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୨/୦୭ : ରାଜ୍ୟରେ କରୋନା ସବୁ ରୋକର୍ଟ ଭାଙ୍ଗିଛି। ଦିନକରେ ଅର୍ଥାତ୍ ବୁଧବାର ପୁଣି ୧୦୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ!-->…
ସ୍ମୃତିରେ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ବିଜୟ ମହାନ୍ତି – ଏକ ଦିଗନ୍ତ ବିସ୍ତାରି ପ୍ରତିଭାର…
ଜଣେ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଥିଲେ ବିଜୟ ମହାନ୍ତି। ତାଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି। ନାୟକ, ଖଳନାୟକ, ହାସ୍ୟ ଅଭିନେତା ସବୁ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ବିଜୟ ମହାନ୍ତି। ତାଙ୍କର ନିଖୁଣ ଅଭିନୟ ପ୍ରତିଟି ଚରିତ୍ରକୁ କରିଥିଲା ଜୀବନ୍ତ। କୋଟି କୋଟି!-->…
ଖୋର୍ଦ୍ଧା ଆଦର୍ଶ ଥାନା କଣ୍ଟେନମେଣ୍ଟ ଜୋନ ଘୋଷଣା
ଖୋର୍ଦ୍ଧା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ଖୋର୍ଦ୍ଧା ଆଦର୍ଶ ଥାନାକୁ ମଙ୍ଗଳବାର କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଖୋର୍ଦ୍ଧା ଆଦର୍ଶ ଥାନାର ଯୋଦ୍ଧା ତଥା ଦୁଇ ସହକାରୀ ସବ-ଇନ୍ସପେକ୍ଟର ଓ ଜଣେ କନେଷ୍ଟବଳ କରୋନା ପଜିଟିଭ ଭାବେ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି। ଗତ!-->…
ଆଜି ଭୁବନେଶ୍ଵର ସହରରୁ ୨୧ଜଣ ଏବଂ କଟକ ସହରରୁ ୩୨ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ, ଉଭୟ ସହରରୁ ସ୍ଥାନୀୟ ସଂକ୍ରମିତ ୫…
ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ଆଜି ଭୁବନେଶ୍ଵର ସହରରୁ ଆଉ ୨୧ଜଣ ଏବଂ କଟକ ସହରରୁ ୩୨ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଉଭୟ ଭୁବନେଶ୍ଵର ଏବଂ କଟକରୁ ୫ ଜଣ ଲେଖାଏ ସ୍ଥାନୀୟ ସଂକ୍ରମିତ ଚିହ୍ନଟହୋଇଛନ୍ତି । ସେହିଭଳି ଆଜି ଖୋର୍ଦ୍ଧା!-->…
ଦୁଇଟି ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲା ସଟ୍ଡାଉନ୍ : ଜିଲ୍ଲାପାଳଙ୍କ ସୂଚନା – ଆସନ୍ତାକାଲି ଠାରୁ ଜୁଲାଇ ୩୧…
ସମ୍ବଲପୁର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ଆସନ୍ତାକାଲି ଠାରୁ ଜୁଲାଇ ୩୧ ଯାଏଁ ସଟ୍ଡାଉନ୍ ବଳବତ୍ତର ରହିବ। ଦୁଇଟି ପର୍ଯ୍ୟାୟରେ ସଟ୍ଡାଉନ୍ ଲାଗୁ ହେବ। ୨୨ରୁ ୨୫ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ସଟ୍ଡାଉନ୍ ଏବଂ ୨୬ରୁ ୩୧ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ସଟ୍ଡାଉନ୍ ଲାଗୁ!-->…
“ଅଲ୍ବିଦା ବିଜୟ” – ପଞ୍ଚଭୂତରେ ଲୀନ ହେଲେ ଅଭିନେତା ବିଜୟ ମହାନ୍ତି : ରାଷ୍ଟ୍ରୀୟ ମର୍ଯ୍ୟାଦା…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କର ଶେଷକୃତ୍ୟ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି। କୋଭିଡ କଟକଣା ପାଇଁ ମାତ୍ର ଅଳ୍ପକେତେ ଜଣ ଲୋକଙ୍କ ସମାଗମରେ ବିଜୟଙ୍କ ଶେଷକୃତ୍ତ୍ୟ କରାଯାଇଛି। ନିଜର ବଳିଷ୍ଠ ଅଭିନୟରେ ଲକ୍ଷ ଲକ୍ଷ!-->…
ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଭାକ୍ସିନ ସୁରକ୍ଷିତ; ଖୁବ୍ ଶୀଘ୍ର ଭାରତରେ ଉତ୍ପାଦନ ଆରମ୍ଭ ହେବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୭ : କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ବ୍ରିଟେନ୍କୁ ଆସିଲା ବଡ଼ ଖବର । ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ AZD1222 ମଣିଷ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଜଣାପଡ଼ିଛି । ଟିକା ନେବାର ୧୪ ଦିନ ଭିତରେ!-->…
ଇସ୍ରୋକୁ କରୋନା ସଂକ୍ରମଣ ଭୟ : ଶ୍ରୀହରିକୋଟା ମହାକାଶ କେନ୍ଦ୍ର ଲକଡାଉନ ଘୋଷଣା
ବାଙ୍ଗାଲୁରୁ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୧/୦୭ : ସାରା ଭାରତରେ କରୋନା ବ୍ୟାପିଚାଲିଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରେ କାର୍ଯ୍ୟରତ କେତେକ କର୍ମଚାରୀ ଓ ସୁରକ୍ଷା କର୍ମୀ କରୋନା!-->…