Browsing Category

Breaking News

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ : ଏଣିକି ସବୁ ଆର୍‌ଟିଓ ଅଫିସରେ ହେବ ସ୍ବତନ୍ତ୍ର ‘ସିଙ୍ଗଲ୍‌ ୱିଣ୍ଡୋ…

ଭୁବନେଶ୍ୱର / କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୬/୦୭ : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ଗୁଡ଼ିକରେ ପ୍ରାୟତଃ ସବୁ ସମୟରେ ଭିଡ଼ ଜମୁଥିବାରୁ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷକରି ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ଆବେଦନରେ ସମସ୍ୟା

ରାଜଗାଙ୍ଗପୁର ଡାଲମିଆ ଭାରତ ସିମେଣ୍ଟ କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସରେ ଜନଜୀବନ ଅସ୍ତବ୍ୟସ୍ତ

ରାଜଗାଙ୍ଗପୁର, (କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜୀତ ସ୍ୱାଇଁ),୧୬/୦୭ : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ଥିବା ଡାଲମିଆ ଭାରତ ଗ୍ରୁପର ସିମେଣ୍ଟ କାରଖାନରୁ ବାହାରୁଥିବା ବିଷାକ୍ତ ଗ୍ୟାସରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାର ପ୍ରତିବାଦରେ SUCI ଶ୍ରମିକ ସଂଗଠନର ପକ୍ଷରୁ

ବୁର୍ଲା ଭୀମ୍‌ସାରରୁ ଆଉ ୪ ଜଣ ‘କୋଭିଡ୍ ଯୋଦ୍ଧା’ କରୋନା ଆକ୍ରାନ୍ତ !

ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : ବୁର୍ଲା ଭୀମ୍‌ସାରରେ ଆଉ ୪ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା

ଆଜି ରାଜ୍ୟରେ ୪୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୨ ମୃତ – ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଲା

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୬/୦୭ : ଆଜି ରାଜ୍ୟରେ ୪୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୪୯୪ ଜଣଙ୍କ ମଧ୍ୟରୁ ୩୨୨ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୭୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ

ଅଶ୍ୱିନୀ ହସ୍ପିଟାଲରେ ଗୁରୁତର କରୋନା କରୋନା ଆକ୍ରାନ୍ତଙ୍କୁ ଦିଆଗଲା ପ୍ରଥମ ପ୍ଲାଜ୍‌ମା ଥେରାପି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୬/୦୭ : ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ବ୍ୟବସ୍ଥା କଟକ ଏସ୍‌ସିବି ମେଡିକାଲଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟିତ୍‌ ହୋଇଛି। ଏହାପରେ ପରେ SCBରେ ୪ ପ୍ଲାଜମା ସଂଗୃହୀତ ହୋଇଛି।

ବିଶ୍ୱର ବଡ଼ ବଡ଼ ନେତା, ଶିଳ୍ପପତି ଯଥା ବାରାକ ଓବାମା, ବେଞ୍ଜାମିନ , ଡାରେନ ବଫ, ବିଲ ଗେଟସଙ୍କ ଆକାଉଂଟ ହ୍ୟାକ : ଟୁଇଟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୭: ବିଶ୍ୱର ବଡ ବଜ ହସ୍ତୀଙ୍କ ଟ୍ୱିଟର ଆକାଉଂଟକୁ ହକ କଲେ ହ୍ୟାକର । ରାଜନେତା, ବଡ ବ୍ୟବସାୟୀ, ସେଲିବ୍ରେଟିଙ୍କ ଟ୍ୱିଟର ଆକାଉଂଟ ହ୍ୟାକ ହୋଇଯାଇଛି । ଟ୍ୱିଟର ଆକାଉଂଟ ହ୍ୟାକ କରିବା ପରେ ହ୍ୟାକର ସେହି ଟୁଇଟର ହ୍ୟାଣ୍ଡଲରୁ ଟ୍ୱିଟ୍ ବିଟ କଏନ

ବଦଳିଲା କମିସନରେଟ୍‌ ପୁଲିସର କଳେବର : ଉମାଶଙ୍କର ଦାଶ ହେଲେ ଭୁବନେଶ୍ୱର ଡିସିପି, ସୌମ୍ୟା ମିଶ୍ର ଟ୍ରାଫିକ ଡିସିପି…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୭ : ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ରାଜ୍ୟ ସରକାର ଭୁବନେଶ୍ୱରର ୫ମ ଡିସିପି ଭାବରେ ତାଙ୍କ ନାମ ଘୋଷଣା କରିଛନ୍ତି। କମିସନରେଟ୍‌ ପୁଲିସର ଭୁବନେଶ୍ୱର ଡିସିପି ଭାବରେ ଉମାଶଙ୍କର ଦାଶଙ୍କୁ ଦାୟିତ୍ବ ଦିଆଯାଇଛି। ଖୁବ୍‌ଶୀଘ୍ର ସେ

କରୋନା ରେସରେ ଆଗେଇ ଚାଲିଛି ଭୁବନେଶ୍ୱର : ଆଜି ଗୋଟିଏ ଦିନରେ ରାଜଧାନୀରୁ ୯୦ ପଜିଟିଭ ଚିହ୍ନଟ,୨୭ ଲୋକାଲ୍‌ କେସ୍…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି),୧୫/୦୭ : ରାଜ୍ୟରେ ଆଜି ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୯୦ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୭ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ

୧୦୦% ସ୍ୱଦେଶୀ ଜ୍ଞାନକୌଶଳରେ ଜିଓ ଲଞ୍ଚ କରିବ ୫ଜି ସେବା- ମୁକେଶ ଅମ୍ବାନୀ

କଳିଙ୍ଗ ଜ୍ଯୋତି ବ୍ଯୁରୋ ନୂଆଦିଲ୍ଲୀ ୧୫/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା କରିଛି ରିଲାଏନ୍ସ ଜିଓ। ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିଃ(ଆରଆଇଏଲ)ର ୪୩ତମ ବାର୍ଷିକ ସାଧାରଣ ବୈଠକରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ପାନୀ

ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ! ଆଜି ଆଉ ୬୧୮ ଜଣ ପଜିଟିଭ‌ ଚିହ୍ନଟ, ସୁସ୍ଥ ହେଲେ ୬୧୨ ଜଣ, ୩ ମୃତ : ଗଞ୍ଜାମ…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୫/୦୭ : ଆଜି ଓଡ଼ିଶାରେ ଆଉ ୬୧୮ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୨ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ
error: Content is protected !!
Open chat