Browsing Category

Breaking News

ଚୀନ୍‌ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଶୁଣାଇଲା ଆମେରିକା

ନୁଆଦିଲ୍ଲୀ / ୱାସିଂଟନ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ଖୁବ ଶୀଘ୍ର ଚୀନ୍‌ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ଚୀନ୍‌ ଉପରେ କେଉଁ ଧରଣର କାର୍ଯ୍ୟାନୁଷ୍ଠାନ ହେବ ତାହା ସ୍ପଷ୍ଟ କରାଯାଇନାହିଁ। କୋଭିଡ-୧୯

ମଧ୍ୟପ୍ରଦେଶର ରେୱାଠାରେ ଏସିଆର ବୃହତମ ସୌର ପ୍ରକଳ୍ପକୁ ରାଷ୍ଟ୍ର ପାଇଁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ / ରେୱା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ଆଜି ମଧ୍ୟପ୍ରଦେଶର ରେୱାଠାରେ ଏସିଆର ବୃହତ୍ତମ ସୌର କାରଖାନାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଶିବରାଜ ସିଂ ଚୌହାନଙ୍କ

ଓଡ଼ିଶାର ଆଉ ୫ ଜିଲ୍ଲା ମାଓବାଦୀ ମୁକ୍ତ ହେଲା : ଡିଜିପି ଅଭୟ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ମାଓବାଦୀ ମୁକ୍ତ ହେଲା ଓଡ଼ିଶାର ଆଉ ୫ ଜିଲ୍ଲା। ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ ଜିଲ୍ଲାକୁ ରାଜ୍ୟ ସରକାର ମାଓବାଦୀ ମୁକ୍ତ ବୋଲି ଘୋଷଣା କରିଛନ୍ତି। ଏନେଇ ପୋଲିସ ଡିଜି ଅଭୟ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହିତ

ବିଧାନସଭାକୁ ଦିନକ ପାଇଁ ସଟଡାଉନ୍‌ ଘୋଷଣା କରାଗଲା, ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୦/୦୭: ଓଡ଼ିଶା ବିଧାନସଭାକୁ ଆଜି ଦିନକ ପାଇଁ ସଟଡାଉନ୍‌ ଘୋଷଣା କରାଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି

ଦେଶରେ ଗତକାଲି ଥିଲା ୨୫ ହଜାର, ଆଜି ୨୬ ହଜାର କରୋନା ପଜିଟିଭ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୭: ଭାରତରେ କରୋନା ମାମଲା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ପ୍ରଥମ ଥର ପାଇଁ ପ୍ରାୟ ୨୫ ହଜାର ମାମଲା ରୁଜୁ ହୋଇଥିଲା। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୫୦୬ ମାମଲା ସାମ୍ନକୁ ଆସିଛି।  ଏହାକୁ ମିଶାଇ  ଦେଶରେ କରୋନା

ରାଜଧାନୀର ଜମି ହଡପକାରୀ ସାବଧାନ !! ନଜର ରଖିଛି ବ୍ଲୁଇସ ଆପ୍ ।

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ରାଜଧାନୀର ସରକାରୀ ଜମିକୁ ହଡପ କରୁଥିଲେ ଏଥର ସାବଧାନ ହୋଇଯାଆନ୍ତୁ, ଆପଣଙ୍କ ଉପରେ ନଜର ରଖିଛି ବ୍ଲୁଇସ ଆପ୍। ନାସା ସହ ସମ୍ପର୍କ ରଖି ସରକାରୀ ଜମି ଉପରେ ନଜର ରଖିଛି ଏହି ଆପସ। ସରକାରୀ ସ୍ତରର ଏଭଳି ଆପସ ଜରିଆରେ ଜମି ତଦାରଖ କରିବା

ଦେଶର ପ୍ରଥମ କରୋନା ଟିକାର ମାନବ ପରୀକ୍ଷଣ ଚିତ୍ତରଞ୍ଜନ ଧୀବରଙ୍କ ଉପରେ ହେବ

ନୂଆଦିଲ୍ଲୀ / ଦୁର୍ଗାପୁର / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ ଭାରତୀୟ ବାୟୋଟେକ କମ୍ପାନିର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି କରୋନା ଟିକା। ଧିରେ ଧିରେ ବଢ଼ିଚାଲିଛି କରୋନାର ଆତଙ୍କ। ଆଖି ପିଛୁଳାକେ ମାଡ଼ି ଚାଲିଛି ସଂକ୍ରମଣ।

ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା : ଆସନ୍ତା ୪୮ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ଶୁକ୍ରବାର ଅପରାହ୍ନ ସୁଦ୍ଧା ରାଜ୍ୟର ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଏବଂ ରାୟାଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର

ଭାରତରେ ଜନସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ୱାସ୍ଥ୍ୟ ଉପରେ ସମାନ ଧ୍ୟାନ ଦିଆଯାଇଛି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : କରୋନାଭାଇରସ୍ ସଂକ୍ରମଣ ମଧ୍ୟରେ ତାଙ୍କ ସରକାର କେବଳ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଧ୍ୟାନ ଦେଇନାହିଁ, ଅର୍ଥନୈତିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେଇଥିବା କଥା ଗୁରୁବାର ଦିନ ଗୁରୁତ୍ବାରୋପ କରି

‘ଏମ୍ସ’, ଭୁବନେଶ୍ୱର : ଆସନ୍ତାକାଲି ଠାରୁ ବନ୍ଦ ରହିବ ଓପିଡି ସେବା, ଜାରି ରହିବ କେବଳ ଜରୁରୀକାଳୀନ ସେବା

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ଆସନ୍ତାକାଲିଠାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତରଖାନାର ଓପିଡି (ଆଉଟ୍ ପେସେଣ୍ଟ ଡିପାର୍ଟମେଣ୍ଟ) ବନ୍ଦ ରହିବ । ଡାକ୍ତରଖାନାର କିଛି କର୍ମଚାରୀ ଏବଂ ଚିକିତ୍ସିତ ହେଉଥିବା କିଛି ରୋଗୀଙ୍କ ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଭୁବନେଶ୍ୱର
error: Content is protected !!
Open chat