Browsing Category
Breaking News
ଶ୍ରୀକ୍ଷେତ୍ର ରେ ଲାଗିଲା ପ୍ରବେଶ କଟକଣା : ବିନା କାରଣରେ ପୁରୀକୁ ଯାଇପାରିବେ ନାହିଁ
ପୁରୀ (କଳିଙ୍ଗ ଜ୍ୟୋତି), ୦୫।୦୭ : ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଅନେକ ଜିଲ୍ଲାରେ ସପ୍ତାହାନ୍ତ ସଟ ଡାଉନ ଘୋଷଣା କରାଯାଇଛି । ପୁରୀକୁ ପ୍ରବେଶ କରିବା ପାଇଁ ଥିବା ୩ଟି ରାସ୍ତାରେ ନାକାବନ୍ଦୀ କରି ଯାଂଚ କରାଯିବ । ପୁରୀ-ଭୁବନେଶ୍ୱର, ପୁରୀ-ଅସ୍ତରଙ୍ଗ!-->…
ଚୀନ ଭେଟି ଦେଲା ଆଉ ଏକ ନୂଆ ସ୍ୱାଇନ୍ ଫ୍ଲୁ ଭାଇରସ୍ ‘G-4’
ବେଜିଂ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫।୦୭ : ଚୀନରେ ଆଉ ଏକ ନୂଆ ଭାଇରସ୍ ମୁଣ୍ଡ ଟେକିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଭାଇରସକୁ ପ୍ରାଣଘାତୀ ବୋଲି କୁହାଯାଉଛି । ଏବେ ସାରା ବିଶ୍ବ କରୋନା ମହାମାରୀରୁ ରକ୍ଷା ପାଇପାରିନଥିବା ବେଳେ ଚୀନ୍ର ବୈଜ୍ଞାନିକମାନେ ଏକ ନୂଆ ପ୍ରକାରର!-->…
ଭାରତ ସରକାର ବ୍ୟାନ୍ କଲା ପରେ ଏବେ ଚୀନଠାରୁ ନିଜକୁ ଦୂରେଇବାକୁ ଚାହୁଁଛି ଟିକଟକ୍
ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଟିକଟକ୍ ସମେତ ୫୯ଟି ଚାଇନା ଆପକୁ ବ୍ୟାନ କରିଦେଇଛନ୍ତି ଭାରତ ସରକାର । ଭାରତରେ ବ୍ୟାନ ହେବା ପରେ ବେଜିଂ ଠାରୁ ଦୂରେଇ ଯିବାକୁ ଚାହୁଁଛି ସୋସିଆଲ ମିଡିଆ ଟିକଟକ୍ । ହେଲେ ଭାରତରେ ଏହି ସର୍ଟ ଭିଡିଓ ଆପର ପ୍ରବଳ ଚାହିଦା ଥିବାରୁ ଏବଂ!-->…
କଟକରେ କରୋନା ହେଲାଣି ଅଣାୟତ୍ତ : ମହାନଗର ନିଗମ ଅଞ୍ଚଳରେ ଆଜିଠାରୁ ଜୁଲାଇ ୮ ପର୍ଯ୍ୟନ୍ତ ସଟଡାଉନ
କଟକ, (କଳିଙ୍ଗ ଜ୍ୟୋତି), ୦୪/୦୭ : କଟକ ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ବଢୁଥିବା ଦେଖି ଆଜିଠାରୁ ଆସନ୍ତା ଜୁଲାଇ ୮ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟଡାଉନ କରାଯାଇଛି । ଏହି ସଟଡାଉନ ୮ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଗୁ ରହିବ । ଏ ନେଇ ଆଜି ଘୋଷଣା କରିଛି କଟକ ମହାନଗର!-->…
ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଲାଇଙ୍ଗ ସମେତ ୩ଟି ପଞ୍ଚାୟତ କୁ ସଟଡାଉନ ଘୋଷଣା।
ଲାଇଙ୍ଗ / ରାଜଗାଙ୍ଗପୁର (କଳିଙ୍ଗ ଜ୍ୟୋତି / ସୌମ୍ୟଜୀତ ସ୍ୱାଇଁ), ୦୪/୦୭ : କରୋନା ମାହାମାରି ନିଜର କାୟା ବିସ୍ତାର କରିବାରେ ଲାଗିଛି। ସମଗ୍ର ବିଶ୍ୱ ଏହା ପ୍ରଭାବରେ ପ୍ରଭାବିତ । ଏଥିରୁ ଓଡିଶା ମଧ୍ୟ ବାଦ ପଡିନି। ସୁନ୍ଦରଗଡ ଜିଲ୍ଲାରେ ଆଜି ୩୬ ଜଣ କରୋନା ରେ ଆକ୍ରାନ୍ତ ହୋଇଥିବା ବେଳେ!-->…
ଭାରତ ସହ ସମ୍ପର୍କ ବିଗାଡ଼ିବା ମହଙ୍ଗା ପଡିଲା ନେପାଳର ପ୍ରଧାନମନ୍ତ୍ରୀଙ୍କ ପାଇଁ : ଆଜି ଦେଇ ପାରନ୍ତି ଇସ୍ତଫା
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୪/୦୭ : ନେପାଳ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା ଲାଗି ଶାସକ ନେପାଳ କମ୍ୟୁନିଷ୍ଟ୍ ପାର୍ଟିରେ ଦାବି ଜୋର୍ ଧରିଛି।ଶାସକ ନେପାଳ କମ୍ୟୁନିଷ୍ଟ୍ ପାର୍ଟିରେ ମନାନ୍ତର ବୃଦ୍ଧି ପାଉଥିବା ବେଳେ ଆଜି ନେପାଳୀ ପ୍ରଧାନମନ୍ତ୍ରୀ କେପି ଓଲା ଇସ୍ତଫା!-->…
ଭାରତରେ ଭୟାନକ ସ୍ଥିତି ଆଡ଼କୁ ଗତି କରୁଛି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୨୨,୭୭୧ ନୂଆ ରୋଗୀ ଚିହ୍ନଟ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୭ : ଭାରତରେ କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ଦିନକୁ ଦିନ ରେକର୍ଡ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୨ ହଜାର ୭୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୪୪୨ ରୋଗୀ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ତାମିଲନାଡୁରେ ୧!-->…
‘କୋଭାସ୍କିନ୍’: ଭାରତର ପ୍ରଥମ କୋଭିଡ୍-୧୯ ପ୍ରତିଷେଧକ ଟିକା ଉଦ୍ଭାବନର ମହାନାୟକ ଡକ୍ଟର କ୍ରିଷ୍ଣା ଏଲା –…
ହାଇଦ୍ରାବାଦ୍ (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୭ : ଦେଶରେ ପ୍ରଥମ କୋଭିଡ୍-୧୯ ପ୍ରତିଷେଧକ ଟିକା ‘କୋଭାସ୍କିନ୍’ ମାନବୀୟ ପରୀକ୍ଷଣ ଲାଗି ପ୍ରସ୍ତୁତ । ଆଇସିଏମ୍ଆର୍ ସହ ମିଶି ହାଇଦ୍ରାବାଦ୍ର ଭାରତ ବାୟୋଟେକ୍ ନାମକ ଏକ କମ୍ପାନି ଏହି ଟୀକା ଉଦ୍ଭାବନ କରିବାରେ ସମର୍ଥ ହୋଇଛି!-->…
କରୋନା ର କରାଳ ରୂପ : ଅନଲାଇନ୍ କ୍ଲାସ୍ ପାଇଁ ଝିଅକୁ ‘ସ୍ମାର୍ଟଫୋନ୍’ ଦେଇ ନ ପାରି ଦିନ ମଜୁରିଆ ବାପାଙ୍କ…
ତ୍ରିପୁରା (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୪।୭ : ପଶ୍ଚିମ ତ୍ରିପୁରାର ସିପାହିଜାଲା ଜିଲ୍ଲାର ମଧୁପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଅନଲାଇନ୍ ଅଧ୍ୟୟନ ପାଇଁ ନିଜ ଝିଅକୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଦେବାରେ ବିଫଳ ହେବାରୁ ଆତ୍ମହତ୍ୟା କଲେ ଦିନ ମଜୁରିଆ ବାପା। ପଶ୍ଚିମ!-->…
ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ଆୟକର ରିଟର୍ଣ୍ଣ ଅବଧି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭: କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏଥିସହିତ ଦିନକୁ ୨୦ହଜାର ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି । ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି ଦେଶ । ବର୍ତ୍ତମାନ ସମୟ ଓ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏହିପରି ନିଷ୍ପତ୍ତି!-->!-->!-->…