Browsing Category

Breaking News

ଦିଲ୍ଲୀ-ଏନସିଆର ରେ ଭୂମିକମ୍ପର ଝଟକା ଅନୁଭୂତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ଓ ଏହାର ଆଖାପାଖ ଅଞ୍ଚଳରେ ଲଗାତାକ କିଛିଦିନ ଧରି ଭୂମିକମ୍ପର ଝଟକା ଅନୁଭୂତ ହେଉଛି । ଶୁକ୍ରବାର ସନ୍ଧ୍ୟା ୭ଟାରେ ପୁଣି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା

ଦେଶରେ କରୋନା ସ୍ଥିତି ସାଙ୍ଘାତିକ : ଜୁଲାଇ ଶେଷ ବେଳକୁ ୧୦ ଲକ୍ଷ ଅତିକ୍ରମ କରିପାରେ ସଂକ୍ରମିତଙ୍କ ସଂଖ୍ୟା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାର କରି ଯାଇଥିବା ବେଳେ ଏବେ ଏହା ଚିନ୍ତା ବଢାଇଛି। ଏହାକୁ ନେଇ କିଛି ଗାଣିତିକ ଆକଳନ ମଧ୍ୟ ସତ ହେବାରେ ଲାଗିଛି। ଦୁଇ

ପୁଣି ଦେଖାଇଲେ ୫୬” ଛାତି ର ଦମ୍ଭ : ଅଚାନକ ଲଦାଖ ସେନା କ୍ୟାମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଥୀରେ…

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩।୭ :  ଆଜି ଦୁନିଆ ପୁଣି ଦେଖିଲା ମୋଦିଙ୍କ ୫୬" ଛାତି ର ଦମ୍ଭ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲଦାଖ ଗସ୍ତ କରିଛନ୍ତି ସାଥୀରେ ଅଛନ୍ତି ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନରାଲ ବିପିନ ରାୱତ। ଲଦାଖ ସେନା କ୍ୟାମ୍ପରେ ସୁରକ୍ଷା ପ୍ରସଙ୍ଗକୁ

ହିନ୍ଦୀ ସିନେ ଜଗତର ଖ୍ୟାତନାମା ନୃତ୍ୟ ନିର୍ଦେଶକ ସରୋଜ୍ ଖାନଙ୍କର ପରଲୋକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୦୩/୦୭: ବଲିଉଡର ଖ୍ୟାତନାମା ନୃତ୍ୟ ନିର୍ଦେଶକ ସରୋଜ୍ ଖାନଙ୍କର ବିଳମ୍ବିତ ରାତି ୧ଟା ୫୨ ମିନିଟ୍ ସମୟରେ ପରଲୋକ ହୋଇଥିବା ଜଣାଯାଇଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।ଗତ ଜୁନ୍ ୨୦ ତାରିଖରେ

ରୁଷରେ ହେଲା ସମ୍ବିଧାନ ସଂଶୋଧନ : ୨୦୩୬ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ ଭ୍ଲାଡ଼ିମିର ପୁଟିନ୍ ।

ମସ୍କୋ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୨/୦୭ : ଭ୍ଲାଡ଼ିମିର ପୁଟିନଙ୍କ ପରବର୍ତୀ କାର୍ଯ୍ୟକାଳ ୨୦୨୪ରେ ଶେଷ ହେଉଛି । ମାତ୍ର ଏହାପରେ ଆହୁରି ୧୨ ବର୍ଷ ମଧ୍ୟ ସେ କ୍ଷମତାରେ ଅର୍ଥାତ୍ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିପାରିବେ । ପୁଟିନଙ୍କ ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି ଯେ ଦେଶର

କବିସୂର୍ଯ୍ୟନଗର : କେହି ନେଲେନି,ଜେସିବି ସାହାଯ୍ୟରେ ପୋତା ହେଲା ଶବ

ଗଞ୍ଜାମ, (କଳିଙ୍ଗ ଜ୍ୟୋତି), ୦୨/୦୭ : କରୋନା ଯୋଗୁଁ ମାନବିକତା ମଧ୍ୟ ହଜିଯାଉଥିବା ଦେଖାଯାଉଛି। ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ। କରୋନା ମହାମାରୀ ଯୋଗୁଁ କେବଳ ଲୋକେ ମରୁଛନ୍ତି ନୁହେଁ ଦୟନୀୟ ଅବସ୍ଥାରେ ସେମାନଙ୍କର ମର ଶରୀରକୁ ସତ୍କାର

କରୋନା କବଳରେ ପ୍ରମୁଖ ସରକାରୀ ଅଫିସ : ଲୋକସେବା ଭବନ ସମେତ ୩ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ପ୍ରବେଶ ମନା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏହା ସରକାରଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଲୋକାସେବା ଭବନ , ଖାରବେଳ ଭବନ , କୃଷି ଭବନ ଓ ରାଜୀବ ଭବନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ତେଣୁ ଆସନ୍ତା ୩୧

ସୀମାରେ କୋଡ଼ିଏ ହଜାର ସେନା ମୁତୟନ କଲା ପାକିସ୍ତାନ : ଷଡ଼ଯନ୍ତ୍ର ପଛରେ ଚୀନ୍‌ର ରଣନୀତି

ନୂଆଦିଲ୍ଲୀ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୦୨/୦୭ : ଗତ ୩ ଦିନ ମଧ୍ୟରେ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ ଅଂଚଳରେ ପାକିସ୍ତାନ ପ୍ରାୟ ୨୦ ହଜାର ସେନା ମୁତୟନ କରିଥିବାରୁ ଏହାର ମୁକାବିଲା ପାଇଁ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରୁଛି। ଚୀନର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଭାରତକୁ

ନିଖୋଜ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ରାଉରକେଲା / ଅନୁଗୁଳ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : କିଛି ଦିନର ଲୁଚକାଳି ପରେ, ଶେଷରେ ଗିରଫ ହେଲେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ। ଅନୁଗୁଳ ବଇଣ୍ଡା ଜଙ୍ଗଲରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ

ନେପାଳର ପ୍ରଧାନମନ୍ତ୍ରୀ ଓଲିଙ୍କ ଅଡୁଆ ବଢିଲା, ଇସ୍ତଫା ଦାବି : ଭାରତ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଭାରତ ବିରୋଧୀ ମନ୍ତବ୍ୟ ନେପାଳର ପ୍ରଧାନମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି। ନିଜ ଦଳରୁ ତାଙ୍କ ବିରୋଧରେ ବିଦ୍ରୋହର ସ୍ୱର ତେଜିବାରେ ଲାଗିଛି। ଏବେ ଓଲିଙ୍କ ଇସ୍ତଫା ଦାବି କରିଛି ତାଙ୍କ ନିଜ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି। ଏହା ମଧ୍ୟରେ
error: Content is protected !!
Open chat