Browsing Category
Breaking News
ଭାରତରେ ଟିକ୍ଟକ୍ ସମେତ ୫୯ଟି ଚାଇନା ମୋବାଇଲ୍ ଆପ୍କୁ ନିଷିଦ୍ଧ ଘୋଷଣା : ବ୍ୟକ୍ତିଗତ ତଥ୍ୟଚୋରି ଅଭିଯୋଗ ।
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୬ : ତଥ୍ୟ ଚୋରି ଅଭିଯୋଗରେ ଟିକ୍ଟକ୍ ସମେତ ୫୯ଟି ଚାଇନା ମୋବାଇଲ୍ ଆପ୍କୁ ଭାରତରେ ବ୍ୟାନ୍ ଘୋଷଣା କରାଯାଇଛି। ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗିରହିଥିବା ବେଳେ ଭାରତ ଚୀନ ଉପରେ ଜୋରଦାର ସାଇବର୍ ଆକ୍ରମଣ କରିଛି। ଦେଶର!-->…
ରାଜ୍ୟ ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା : କରୋନା ଔଷଧ ‘ରେମଡେସିଭିର୍’ ଓଡ଼ିଶାରେ ପହଞ୍ଚିଲା
ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୯/୦୬ : କରୋନା ଔଷଧ ‘ରେମଡେସିଭିର୍’ ଓଡ଼ିଶାରେ ପହଞ୍ଚିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଉକ୍ତ ଔଷଧ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ!-->…
ଭାରତ ଏବଂ ଚୀନ୍ ସୀମା ଉତ୍ତେଜନା : ଆସନ୍ତାକାଲି ସର୍ବୋଚ୍ଚ ସାମରିକ ସ୍ତରୀୟ ବୈଠକ
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଗଲୱାନ୍ ହିଂସା ପରିପ୍ରେକ୍ଷୀରେ ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ କର୍ପସ କମାଣ୍ଡର ସ୍ତରର ଆଲୋଚନା ହେବ। ଭାରତ-ଚୀନ ମଧ୍ୟରେ ସୀମାନ୍ତରେ ଉତ୍ତେଜନା ବଢି ଚାଲିଥିବା ବେଳେ ମଙ୍ଗଳବାର ଦିନ ଲେହର ଚୁସୁଲ ଜିଲ୍ଲାରେ ସାମରିକ ସ୍ତରୀୟ ଆଲୋଚନା!-->…
ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସୂଚନା : ବାତିଲ ହେବ ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା
ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୯/୦୬ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଅବଶିଷ୍ଟ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତେବେ ବାକି ଥିବା ବିଷୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ ସେନେଇ ଆସନ୍ତାକାଲି!-->…
‘ମିଶନ ଅଲ ଆଉଟ’ : ଜମ୍ମୁ – କଶ୍ମୀରର ଅନନ୍ତନାଗରେ ଏନ୍କାଉଣ୍ଟରେ ତିନି ଆତଙ୍କବାଦୀ ନିହତ
ଶ୍ରୀନଗର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ସୋମବାର ସକାଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଖୁଲଚୋହର ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କାରଣରୁ ତିନି ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ପରିଚୟ ପାଇବାକୁ ଉଦ୍ୟମ ଚାଲୁ!-->…
ରାଉରକେଲା, ଆରଜିଏଚରେ ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା
ରାଉରକେଲା (କଳିଙ୍ଗ ଜ୍ୟୋତି), ୨୯/୦୬ : ରାଉରକେଲାସ୍ଥିତ ଆରଜିଏଚରେ ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଛି। ସୂଚନାଯୋଗ୍ୟ, ରାଉରକେଲାସ୍ଥିତ ବାସ୍ତନୀ କଲୋନି ମାଲଗୋଦାମ ବସ୍ତିରେ ହରିଶ୍ଚନ୍ଦ୍ର କଣ୍ଟିଆ (୨୨) ବସବାସ କରନ୍ତି। ଗତକାଲି ରାତିରେ ତାଙ୍କ!-->…
ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ : ୪ଆତଙ୍କବାଦୀ ନିପାତ
କରାଚି, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯।୬ : କରାଚି ସ୍ଥିତ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୋମବାର ଷ୍ଟକ୍ ଏକ୍ସଚେଞ୍ଜ ଭିତରକୁ ୪ଜଣ ଆତଙ୍କବାଦୀ ପ୍ରବେଶ କରି ଗ୍ରେନେଡ ମାଡ଼ କରିବା ସହ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଘଟଣାରେ ୪ଜଣ ଆତଙ୍କବାଦୀ ନିହତ!-->…
ବି ଏମ ସି କମିଶନରଙ୍କ ସୂଚନା : ଆଗାମୀ ୪ସପ୍ତାହ ଗୁରୁତ୍ବପୂର୍ଣ୍ଣ, ରାଜଧାନୀରେ ସଟ୍ଡାଉନ ନେଇ ନିଆଯାଇପାରେ ନିଷ୍ପତ୍ତି
ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୯/୦୬:କରୋନା କଟକଣା ନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି ଯେ, ଆଗକୁ ସଟଡାଉନ ନେଇ ନିଷ୍ପତ୍ତି ସରକାର ନେବେ । ରାଜଧାନୀରେ ବସ୍ତିଗୁଡିକ ପାଇଁ ବିଏମ୍ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଆଗକୁ ୩ରୁ ୪ ସପ୍ତାହ ଆମ ପାଇଁ!-->…
କରୋନା ବ୍ରେକିଙ୍ଗ : ଆଜି ଭୁବନେଶ୍ୱରରୁ ଆଉ ୨୫ ଆକ୍ରାନ୍ତ ଚିହ୍ନଟ, ୨୩ଟି ଲୋକାଲ୍ କେସ୍
ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୯/୦୬ : ସୋମବାର ଭୁବନେଶ୍ୱରରୁ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୨ଟି ହୋମ୍ କ୍ୱାରେଣ୍ଟିନ୍, ୨୩ଟି ଲୋକାଲ୍ କଣ୍ଟାକ୍ଟସ୍ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ୨୩ଟି ସ୍ଥାନୀୟ ମାମଲା!-->…
ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର : ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ଅତିରିକ୍ତ…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ପଟେଲଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍!-->…