Browsing Category
National-International
ପରମବୀର ସିଂଙ୍କୁ ପଳାତକ ଘୋଷଣା କରି ବାସଭବନରେ ଅଦାଲତ ଲଗାଇଲେ ନୋଟିସ
ମୁମ୍ବାଇ ୨୩/୧୧/୨୦୨୧ କଳିଙ୍ଗ ଜ୍ୟୋତି : ବେଆଇନ ଅର୍ଥ ଆଦାୟ ମାମଲାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କୁ ଏବେ ସ୍ଥାନୀୟ ଅଦାଲତ ପଳାତକ ଘୋଷଣା କରିଛନ୍ତି । ଅଦାଲତର ଆଦେଶ ପରେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି । ଅନ୍ୟପଟେ ସୋମବାରଦିନ!-->…
ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା
ଭୁବନେଶ୍ବର ୧୩/୧୦/୨୦୨୧ କଳିଙ୍ଗ ଜ୍ୟୋତି : କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି। ଏ ସମ୍ପର୍କରେ ଟ୍ବିଟ୍ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର!-->…
୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭାକ୍ସିନକୁ ଅନୁମତି
ନୂଆଦିଲ୍ଲୀ ୧୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଦୀର୍ଘ ଦିନ ଧରି ନିଜ ପିଲାମାନଙ୍କ ପାଇଁ କରୋନା ଟିକାକୁ ଅପେକ୍ଷା କରିଥିବା ଅଭିଭାବକଙ୍କ ପାଇଁ ଆଶ୍ବସ୍ତିକର ଖବର। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ପିଲାଙ୍କ ପାଇଁ ଟିକାକରଣକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ସରକାର ୨ରୁ ୧୮ ବର୍ଷ ବୟସ୍କ!-->…
ଡିଏମ୍କେ ନେତା ଏ. ରାଜାଙ୍କର ହୃଦଘାତରେ ନିଧନ
ଚେନ୍ନାଇ ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଡିଏମ୍କେର ନେତା ତଥା ତାମିଲନାଡୁର ପୂର୍ବତନ ବିଧାୟକ ବୀରପଣ୍ଡି ଏ ରାଜାଙ୍କର ୫୮ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । ସେ ଡିଏମ୍କେର ଲୋକପ୍ରିୟ ତଥା ଟାଣୁଆ ନେତା ଭି ଅରୁମୁଗମ୍ଙ୍କ ପୁଅ । ତାମିଲନାଡୁ ସଲିମ୍ ଜିଲ୍ଲାରେ ସେ ବେଶ୍!-->…
ୟୁଜିସି ପାଠ୍ୟକ୍ରମରେ ସ୍ଥାନ ପାଇବ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ
ରେଢାଖୋଲ ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ୟୁଜିସି ପାଠ୍ୟକ୍ରମରେ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସାମିଲ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ରେଢାଖୋଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଭୀମ ଭୋଇଙ୍କ ଉପରେ!-->…
ଡିଏନଏ ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ବାଧ୍ୟ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଡିଏନଏ ପରୀକ୍ଷା ପାଇଁ କାହାରିକୁ ବାଧ୍ୟ କରାଯାଇପାରିବ ନାହିଁ । ଜଣେ ବ୍ୟକ୍ତିଙ୍କୁ ଡିଏନଏ ପରୀକ୍ଷା ପାଇଁ ବାଧ୍ୟ କରାଇବା ଅର୍ଥ ହେଉଛି ଯେ ଆମେ ତାଙ୍କର ବ୍ୟକ୍ତିଗତ ଅଧିକାର ଉପରେ ହସ୍ତକ୍ଷେପ କରିବା । ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ କାହାକୁ!-->…
‘ହିନ୍ଦୁ ରାଷ୍ଟ୍ର’ ଦାବି ପୂରଣ ହେଲାନାହିଁ; ଆଜି ସରଯୂ ନଦୀରେ ‘ଜଳ ସମାଧି’ ନେବେ ପରମହଂସ ଆଚାର୍ଯ୍ୟ ମହାରାଜ
ଅଯୋଧ୍ୟା ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଭାରତକୁ ‘ହିନ୍ଦୁ ରାଷ୍ଟ୍ର’ ଭାବେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିବା ପ୍ରସିଦ୍ଧ ଋଷି ପରମହଂସ ଆଚାର୍ଯ୍ୟ ମହାରାଜ ଆଜି ଅଯୋଧ୍ୟାର ସରଯୂ ନଦୀରେ ‘ଜଳ ସମାଧି’ ନେବେ।
ଏ ସପ୍ତାହ ପ୍ରାରମ୍ଭରେ ପରମହଂସ ଆଚାର୍ଯ୍ୟ ମହାରାଜ!-->!-->!-->…
ଜମ୍ମୁ କାଶ୍ମୀରରେ ମଲ୍, ରେଷ୍ଟୁରାଣ୍ଟ, ଗଣପରିବହନ ବ୍ୟବସ୍ଥାରେ ପ୍ରବେଶ ପାଇଁ ପ୍ରଥମ ପାନ କୋଭିଡ ଟିକା ବାଧ୍ୟତାମୂଳକ
ଶ୍ରୀନଗର ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଜମ୍ମୁ କାଶ୍ମୀରରେ ମଲ୍, ରେଷ୍ଟୁରାଣ୍ଟ ଏବଂ ଗଣ ପରିବହନ ବ୍ୟବସ୍ଥାରେ ପ୍ରବେଶ କରିବା ପୂର୍ବରୁ ଜଣେ ବ୍ୟକ୍ତି ଅନ୍ତତଃପକ୍ଷେ କୋଭିଡ-୧୯ ଟିକାର ପ୍ରଥମ ପାନ ନେବା ବାଧ୍ୟତାମୂଳକ କରାଯାଇଛି । ଜମ୍ମୁର ଡେପୁଟି କମିଶନର ସେପ୍ଟେମ୍ବରରେ ସମସ୍ତ!-->…
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସ
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସ। ଏହି ଅବସରରେ ଦେଶଦୁନିଆରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୋସିଆଲ ମିଡିଆରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସଭିଏଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ!-->…
ଶାନ୍ତି, ସୁରକ୍ଷା ଓ ଭରସା ସବୁଠାରୁ ବଡ ଆହ୍ୱାନ ହୋଇଛି- ପ୍ରଧାନମନ୍ତ୍ରୀ ମୋଦି
ଦୁସାନବେ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଅଞ୍ଚଳ ସଂପ୍ରତି ଯେଉଁ ଆହ୍ୱାନର ସାମନା କରୁଛି ତାହା ଶାନ୍ତି, ନିରାପତ୍ତା ଏବଂ ବିଶ୍ୱାସ ଅଭାବ ଭଳି ପରିସ୍ଥିତି ସହିତ ସଂପୃକ୍ତ। ମୋ÷ଳବାଦର ବୃଦ୍ଧି ଏହିସବୁ ସମସ୍ୟା ପଛରେ ମୂଳ କାରଣ ହୋଇଛି। ଆଫଗାନିସ୍ତାନର ସାମ୍ପ୍ରତିକ ଘଟଣାବଳୀ ଏଭଳି ବିପଦର!-->…