Browsing Category
National-International
ମୋରାରି ବାପୁ ରାମ ମନ୍ଦିର ନିର୍ମାଣ ପାଇଁ ୫ କୋଟି ଟଙ୍କା ଦାନ କଲେ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୯/୦୭ : ଦୀର୍ଘ ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମ ମନ୍ଦିର। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅଗଷ୍ଟ ପ୍ରଥମ ସପ୍ତାହରେ ଏହାର ଭୂମି ପୂଜା କରାଯିବାର କର୍ଯ୍ୟକ୍ରମ ରହିଛି। ଏବେ ଏହି!-->…
ରାଫେଲ ସାମିଲ ହେବା ପରେ ଆତଙ୍କିତ ହେଲା ଚୀନ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୭ : ସଦା ସର୍ବଦା ଲୌହ ପରଦାର ଅନ୍ତରାଳରେ ଆତ୍ମଗୋପନ କରି ନିଜକୁ ସର୍ବ ଶକ୍ତିମାନ ମନେ କରୁଥିବା ଚୀନ୍ ଏବେ ଭାରତୀୟ ବାୟୁସେନାକୁ ନେଇ ଆତଙ୍କିତ ହୋଇପଡ଼ିଛି। ପୂର୍ବ ପରାଜୟର ଗ୍ଲାନି ଓ ଲଜ୍ଜାରୁ ମୁକୁଳି ପାରି ନଥିବା ଚୀନ୍ ନିଜର ସ୍ୱଭାବ!-->…
କୋଭିଡ ଡ୍ୟୁଟି ସମୟରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଓ ଅଣ-କୋଭିଡ ରୋଗୀଙ୍କୁ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୯/୦୭:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ-୧୯ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। କୋଭିଡ ଡ୍ୟୁଟିରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ନିକଟତମ ଆତ୍ମୀୟ ମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି!-->…
କରୋନା ସତ୍ବେ ଅବସର ପରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ତୁରନ୍ତ ମିଳିବ ପେନସନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୭ : କରୋନା ମହାମାରୀ ଭଳି ସଙ୍କଟ ପରିସ୍ଥିତିରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ତୁରନ୍ତ ପେନସନ୍ ପ୍ରଦାନ କରାଯିବ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇ କହିଛନ୍ତି।
ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ଅବସରପ୍ରାପ୍ତ କର୍ମଚାରୀ!-->!-->!-->!-->!-->…
ରାଜ୍ୟର ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଲୋକାର୍ପିତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୭: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସରେ ଏହି ବ୍ୟବସ୍ଥାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପ୍ଲାଜମା ସମ୍ପର୍କିତ ଭିଡ଼ିଓ ଚିତ୍ରକୁ ମଧ୍ୟ ଉଦଘାଟନ!-->…
ରାମ ମନ୍ଦିର ନିର୍ମାଣ ପାଇଁ ସୁନାର ଇଟା ଦେବେ ମୋଗଲଙ୍କ ବଂଶଧର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ହାଇଦ୍ରାବାଦ ୨୯/୦୭: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ ବିଧିବଦ୍ଧ ଭାବେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ। ଏହାକୁ ନେଇ କେବଳ ହିନ୍ଦୁ ଧର୍ମାବଲମ୍ବୀ ନୁହନ୍ତି ମୁସଲିମ ସଂପ୍ରଦାୟର ଲୋକମାନେ!-->…
କୋରନା ମୁକାବିଲା ଓ ପରିଚାଳନାକୁ ନେଇ ଆଜି ଅପରାହ୍ନରେ ବସିବ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୭: କୋରନା ମୁକାବିଲା ଓ ପରିଚାଳନାକୁ ନେଇ ଆଜି ଅପରାହ୍ନରେ ବସିବ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ସ୍ଥିତି ଅଣୟାତ ହେବା ପରେ ପ୍ରଥମ ଥର ପାଇଁ ଏହି ବୈଠକରେ ସମସ୍ତ ବିଧାୟକଙ୍କୁ ସାମିଲ କରିବା ଲାଗି ନିମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର!-->…
କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ରାଜ୍ୟର ସମସ୍ତ ଥାନା ପାଇଁ ଡିଜିପି ଅଭୟଙ୍କ ଗାଇଡ୍ଲାଇନ୍ସ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୯/୦୭: କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ରାଜ୍ୟର ସମସ୍ତ ଥାନା ପାଇଁ ଗାଇଡଲାଇନ୍ସ ଜାରି କରିଛନ୍ତି ଡିଜିପି ଅଭୟ । ପୁଲିସ୍ କର୍ମଚାରୀମାନେ କେଉଁଭଳି ଅଭିଯୋଗ ବୁଝିବେ, ସେନେଇ ଡିଜିପି ଗାଇଡଲାଇନ୍ସ ଜାରି କରିଛନ୍ତି।
ଗାଇଡଲାଇନ୍ସ!-->!-->!-->!-->!-->!-->!-->…
ପୁଣି ନିଜର ବଦାନ୍ୟତା ଦେଖାଇଲେ ସୋନୁ ସୁଦ୍ : ପରିବା ବିକ୍ରି କରୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ଚାକିରି ଦେଲେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବଇ ୨୯/୦୭ : କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ଅଭିନେତା ସୋନୁ ସୁଦ୍ ସମାଜର ସବୁ ବର୍ଗର ଅସହାୟମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। କାହାକୁ ଚାଷ କରିବାକୁ ଟ୍ରାକ୍ଟର ଦେଉଛନ୍ତି ତ ଅନ୍ୟ କେଉଁଠି ଚାକିରି ହରାଇଥିବା!-->…
ଚୀନ୍ ଡାକ୍ତର ପ୍ରଫେସର କ୍ୱକ୍ ୟୁଙ୍ଗ ୟୁନ୍ କରୋନା ସମ୍ପର୍କିତ ପ୍ରମାଣ ନଷ୍ଟ ନେଇ ଜିନ୍ପିଙ୍ଗ ସରକାରଙ୍କ ମୁଖା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ବେଜିଂ ୨୯/୦୭:ଚାଇନାର ମୁଖା ଖୋଲିଲା। ଆମେରିକା, ଅଷ୍ଟ୍ରଲିଆ ସମେତ ଅନେକ ରାଷ୍ଟ୍ର ଚାଇନା ବିରୋଧରେ କରୋନା ଭାଇରସ୍ର ଉତ୍ପତି ଏବଂ ତତ୍ଜନିତ ତଥ୍ୟ ଲୁଚାଇବା ଅଭିଯୋଗ ଆଣିଥିଲେ। ହେଲେ ଚୀନ୍ ସରକାର ଏହାକୁ ଖଣ୍ଡନ କରି ଆସୁଥିଲେ। ଏବେ ଚାଇନାର ଜଣେ!-->…
