Browsing Category
National-International
ସଂପୂର୍ଣ୍ଣ ଓ ଶୀଘ୍ର ସେନା ପ୍ରତ୍ୟାହାର ପାଇଁ ଭାରତ-ଚାଇନା ରାଜି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୭ : ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ପ୍ରତିଦିନ ନୂଆନୂଆ ଖବର ଆସିବାରେ ଲାଗିଛି। ଆଜି ଆସିଥିବା ଖବର ଅନୁଯାୟୀ, ସୀମାର ସବୁ ସ୍ଥାନରେ ସଂପୂର୍ଣ୍ଣ ଓ ଶୀଘ୍ର ଡିସଏନଗେଜ୍ମେଣ୍ଟ କରିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି।
!-->!-->!-->…
ହଜିଗଲା ମାନବିକତା ! ! ମୃତ ପୋଲିସ ଅଫିସର ଅଛୁଆଁ ହୋଇଗଲେ : ମୃତ କରୋନା ଯୋଦ୍ଧାଙ୍କୁ କାନ୍ଧ ଦେଲେ ସାମ୍ବାଦିକ –…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ହଜିଗଲା ମାନବିକତା, ଭୁଲିଗଲେ ମଣିଷ ପଣିଆ। ମୃତ୍ୟୁ ପରେ ଅଛୁଆଁ ହୋଇଗଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳାରେ। କୋଦଳା ମେଡିକାଲ ବାହାରେ ପଡି ରହିଥିଲା କରୋନା ମୁକାବିଲାର ଆଗଧାଡିର ଯୋଦ୍ଧା ପୋଲିସ!-->…
ଛାତ୍ରଛାତ୍ରୀଙ୍କୁ ଜୁନ୍ ୧୪ରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ୫୭ ଦିନ ପାଇଁ ମଧ୍ୟାହ୍ନ ଭୋଜନରେ ଶୁଖିଲା ଖାଦ୍ୟ ମିଳିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭ : ରାଜ୍ୟ ସରକାର କୋଭିଡ୍-୧୯ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଅଧୀନରେ ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ଛୁଟି ସମୟରେ ମଧ୍ୟ ଶୁଖିଲା ଖାଦ୍ୟ ପ୍ରଦାନ କରିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିୟମାବଳୀ ଜାରି!-->…
୭୪ତମ ସ୍ବାଧୀନତା ଦିବସରେ ଲାଲ୍କିଲ୍ଲାରେ ୨୦୦ରୁ ୨୫୦ ନିମନ୍ତ୍ରିତ ଅତିଥିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭ : ଆଗାମୀ ଅଗଷ୍ଟ ୧୫ ତାରିଖ ୭୪ତମ ସ୍ବାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଲାଲ୍କିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ। ତେବେ ଚଳିତ ବର୍ଷ ମହାମାରୀ କରୋନାଭୂତାଣୁ ଯୋଗୁଁ!-->…
ରାଜ୍ୟ ସରକାର ବଡ଼ ନିଷ୍ପତ୍ତି : ପ୍ରଧାନମନ୍ତ୍ରୀ ଫସଲ ବୀମାରେ ସବୁ କୃଷକ ସାମିଲ ହେବେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୭ : ଚଳିତ ବର୍ଷ ଖରିଫ୍ ଓ ରବି ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସମବାୟ ବିଭାଗ ପକ୍ଷରୁ ଏନେଇ ଆଜି ପ୍ରକାଶ ପାଇଥିବା ସଂକଳ୍ପନାମା ଅନୁଯାୟୀ ଭାଗ ଚାଷୀଙ୍କ ସମେତ ଅନ୍ୟ!-->…
୨୦୨୨ ସୁଦ୍ଧା ସବୁ ୱାଗନ୍କୁ ଆରଏଫ୍ଆଇଡି ଟ୍ୟାଗ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭ : ୨୦୨୨ ଡିସେମ୍ବର ସୁଦ୍ଧା ଭାରତୀୟ ରେଳପଥ ଦେଶର ସବୁ ରେଳ ୱାଗନକୁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ(ଆରଏଫ୍ଆଇଡି ଟ୍ୟାଗ) ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଛି। ଏହି ସମୟ ସୁଦ୍ଧା ସବୁ ରେଳ ୱାଗନ୍ରେ ରେଡିଓ!-->…
ଇ-କମର୍ସ କମ୍ପାନୀ ‘ଫ୍ଲିପ୍କାର୍ଟ’ ଅଧିଗ୍ରହଣ କଲା ‘ଓ୍ବାଲ୍ମାର୍ଟ ଇଣ୍ଡିଆ’ର ୧୦୦%…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ଇ-କମର୍ସ କମ୍ପାନୀ ଫ୍ଲିପ୍କାର୍ଟ ଓ୍ବାଲ୍ମାର୍ଟ ଇଣ୍ଡିଆ ହୋଲ୍ସେଲ୍ ବିଜ୍ନେସର ୧୦୦% ଅଂଶଧନ ହାସଲ କରିଛି। ରିଟେଲ ଇକୋସିଷ୍ଟମ ପରିବର୍ତ୍ତନ ଦିଗରେ ଏହା ସହାୟକ ହେବ। ଦେଶର କ୍ଷୁଦ୍ର ବ୍ୟବସାୟଗୁଡିକର କ୍ଷମତା ବିସ୍ତାର କରିବାରେ ଏହା!-->…
ଭୁବନେଶ୍ୱର ରେ ଚିହ୍ନଟ ହେଲେ ୧୧୧ ସଂକ୍ରମିତ, ମୋଟ ସଂଖ୍ୟା ୧୮୨୮ ହେଲା; କଟକ ସହରରୁ ଚିହ୍ନଟ ହେଲେ ୩୫ ଆକ୍ରାନ୍ତ ,…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୨୮ କୁ ବୃଦ୍ଧି ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୬୩ ଜଣ ସୁସ୍ଥ ହୋଇ ହୋଇଥିବା ବେଳେ ୯୫୨ ଜଣ ଚିକିତ୍ସାଧିନ ଅଛନ୍ତି ଓ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।
!-->!-->!-->!-->!-->…
ରାମ ମନ୍ଦିର ନିର୍ମାଣ ଭୂମି ପୂଜନ ସମୟ ନିର୍ଘଣ୍ଟ : ଅଗଷ୍ଟ ୫ ତାରିଖ ସମୟ ୧୨.୩୦
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ କରିବା ପାଇଁ ପ୍ରଶାସନ ଓ ସରକାର ଜୋରଦାର ପ୍ରୟାସ କରିଚାଲିଛି। ଏବେ ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୫ ତାରିଖ ମଧ୍ୟାହ୍ନ ୧୨.୩୦ରେ ହିଁ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ!-->…
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ : ନିଜେ ଟ୍ୱିଟ୍ କରି ସୂଚନା ଦେଲେ ଶିବରାଜ ସିଂହ ଚୌହାନ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୫/୦୭ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିଜେ ଟ୍ୱିଟ୍ କରି ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ତାଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ!-->…
