Browsing Category
National-International
ରଥ ସଂରକ୍ଷଣ ନେଇ କେହି ଆଲୋଚନା କରିନାହାନ୍ତି: ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୨୪/୦୭: ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଗୁରୁବାର ଶ୍ରୀମନ୍ଦିର ଦଇତାପତି ସେବକମାନେ ସାକ୍ଷାତ କରିଛନ୍ତି।
ଅପରାହ୍ନରେ ଦଇତାପତି ସେବକମାନେ ମଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଚିତାଲାଗି ଆଳତି ଭୋଗ ପ୍ରଦାନ କରିବା!-->!-->!-->!-->!-->…
ଅକ୍ଟୋବର ପହିଲାରୁ ଆସିବ ବାଧ୍ୟତାମୂଳକ ଇ-ଇନ୍ଭଏସିଂ – ସିବିଆଇସି
କଳିଙ୍ଗ ଜ୍ୟୋତି ବ୍ୟୁରୋ ମାଙ୍ଗାଲୋର ୨୪/୦୭: ଇ-ଇନଭଏସିଂ ସ୍କିମକୁ ଶୀଘ୍ର ବାଧ୍ୟତାମୂଳକ କରାଯିବ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ଗୋଟିଏ ସପ୍ତାହ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ।
ବାର୍ଷିକ ୫୦୦ କୋଟି କିମ୍ବା ଏହାଠାରୁ ଅଧିକ!-->!-->!-->!-->!-->…
ଚାଇନା ଓ ପାକିସ୍ତାନ ଉପରେ ଭାରତର ଅର୍ଥନୀତିକ ଷ୍ଟ୍ରାଇକ: ଲାଗୁ ହେଲା ନୂଆ କଟକଣା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭ : ଡିଜିଟାଲ ଷ୍ଟ୍ରାଇକ ପରେ ଭାରତ ସରକାର ଚାଇନା ଉପରେ ଅର୍ଥନୀତିକ ଷ୍ଟ୍ରାଇକ କରିଛନ୍ତି। ଚାଇନା ସହ ସୀମା ବିବାଦ ଚରମ ସୀମାରେ ପହଞ୍ଚି ଥିବା ବେଳେ ଭାରତ ସରକାର ଗୁରୁବାର ବିଳମ୍ବିତ ରାତିରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଚାଇନା ଓ!-->…
ମହିଳା ସେନା ଅଧିକାରୀଙ୍କୁ ସଶକ୍ତ କରିବା ଦିଗରେ ସରକାରଙ୍କ ବଡ଼ ପଦକ୍ଷେପ:ଭାରତୀୟ ସେନାରେ ମହିଳାମାନଙ୍କୁ ପର୍ମାନେଣ୍ଟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭: ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ବିଧିବଦ୍ଧ ଭାବେ ପରମାନେଣ୍ଟ କମିଶନ(ପିସି) ପ୍ରଦାନ ପୂର୍ବକ ବିଜ୍ଞପ୍ତି ଜାରି କରିଛନ୍ତି। ଏହାଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ବଡ଼ ଭୂମିକା!-->…
ଦେଶରେ ସ୍ବାଧନତା ଦିବସ ପାଳନ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ଵାରା ଗାଇଡ୍ଲାଇନ୍ ଜାରି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭: କରୋନା ମହାମାରୀ ସମୟରେ ଚଳିତ ବର୍ଷ କିଭଳି ସ୍ବାଧୀନତା ଦିବସ ପାଳନ କରାଯିବ ସେଥିନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଗାଇଡ୍ ଲାଇନ୍ ଜାରି କରାଯାଇଛି। ଏଥିପାଇଁ ଦେଶରେ କିଭଳି ସ୍ବାଧୀନତା ଦିବସ ପାଳନ କରାଯିବ ସେଥିନେଇ ଗୃହ!-->…
ଦେଶରେ ସଂକ୍ରମଣର ଆଉ ଏକ ରେକର୍ଡ: ଦିନକରେ ୪୯, ୩୧୦ ସଂକ୍ରମିତ, ୭୪୦ ଆକ୍ରାନ୍ତ ମୃତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭ : ଜୁଲାଇ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୨୮୭୯୪୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୧୭୨୦୮ ଜଣ ସୁସ୍ଥ!-->…
ତାମିଲନାଡୁର ରାଜଭବନ ପାଲଟିଲା କରୋନାର ହଟସ୍ପଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଚେନ୍ନାଇ ୨୪/୦୭ : ଦେଶରେ ବେକାବୁ ହୋଇଛି କରୋନା। ଏବେ ତାମିଲନାଡୁର ରାଜଭବନ କରୋନାର ହଟସ୍ପଟ ପାଲଟିଛି। ରାଜଭବନରେ ନିୟୋଜିତ ଥିବା ୮୪ରୁ ଅଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସୁରକ୍ଷାକର୍ମୀ, ସିକ୍ୟୁରିଟି ଗାର୍ଡ ମଧ୍ୟ ରହିଥିବା!-->…
ରାଉରକେଲା ଇସ୍ପାତ କାରଖାନା ଓ ସିଆର୍ପିଏଫ୍ କ୍ୟାମ୍ପରେ ପଶିଲା ‘କରୋନା’
କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୨୪/୦୭: ସୁନ୍ଦରଗଡ଼ ଜିଲ୍ଲାରେ ଗୁରୁବାର ୬୦ ‘କରୋନା’ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ରାଉରକେଲା ମହାନଗର ଅଞ୍ଚଳରୁ ୫୦ ଜଣ ଅଛନ୍ତି। ବାକି ଦଶ ଜଣ ବିଶ୍ରା ବ୍ଲକ ଅଞ୍ଚଳର। ରାଉରକେଲାରେ ଚିହ୍ନଟ ହୋଇଥିବା ୫୦ ଆକ୍ରାନ୍ତଙ୍କ ଭିତରେ ୪୯ ଜଣ ‘କରୋନା’!-->…
ଧାମନଗର ଥାନାରେ କରୋନା : ୧୦ ଜଣ ପଜେଟିବ୍ ଚିହ୍ନଟ ପରେ ଆଇଆଇସି ଙ୍କ ସମେତ ୬ ଜଣ ୧୪ ଦିନ ପାଇଁ ହୋମ୍ କ୍ବାରେଣ୍ଟାଇନରେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭଦ୍ରକ ୨୪/୦୭:ଭଦ୍ରକ ଜିଲାର ଧାମନଗର ବ୍ଲକ ପାଲଟିଛି କରୋନା ହଟଷ୍ପଟ ।ଥାନାଠୁ ଆରମ୍ଭ କରି ଡାକ୍ତରଖାନାରେ ମଧ୍ୟ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା।ଧାମନଗର ଥାନା ଅଧିକାରୀଙ୍କ ସମେତଶ ୬ ଜଣ ପଜେଟିବ୍ ବାହାରିବା ପରେ ଧାମନଗର ଥାନାକୁ ନିଷିଦ୍ଧ ଅଞ୍ଚଳ ଘୋସଣା!-->…
ଘର ଘର ବୁଲି ସର୍ଭେ କରାଯାଉଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି : ବିବ୍ରତ ନ ହେବାକୁ ପରାମର୍ଶ ଦେଲେ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୪/୦୭: ବତ୍ତର୍ମାନର କ୍ରମବର୍ଦ୍ଧିଷ୍ଣ ଆକ୍ରାନ୍ତ ସଂଖ୍ୟା ଦେଖି ବିବ୍ରତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଆଜି ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସ୍ବତନ୍ତ୍ର!-->…
