Browsing Category

National-International

ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣକୁ ଅନୁମତି : ଆସନ୍ତାକାଲି ଠାରୁ…

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ)ର ନୈତିକ କମିଟି ଶନିବାର କରୋନା ଭୂତାଣୁ ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନର ମାନବ ପରୀକ୍ଷଣକୁ ଅନୁମତି ଦେଇଛି। ଏମ୍ସରେ କମ୍ୟୁନିଟି ମେଡିସିନ୍ ସେଣ୍ଟରର ପ୍ରଫେସର

ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬ କୋଟି ଟପିଲା

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୯/୦୭ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟରରେ ଅନୁସରଣକାରୀଙ୍କ ସଂଖ୍ୟା ୬ କୋଟିକୁ ବୃଦ୍ଧି ପାଇଛି। ବର୍ତ୍ତମାନ ୬ କୋଟି ଲୋକ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁସରଣ କରୁଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ

ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲାଗିବା ପରେ ଭାରତ ୨୦୦ ଆପ ତିଆରି କରିଛି : କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : ଜାତୀୟ ସୁରକ୍ଷା ତଥା ଡାଟା ଗୋପନୀୟତା କାରଣରୁ କେନ୍ଦ୍ର ସରକାର ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଭାରତୀୟଙ୍କ ତଥ୍ୟର ଗୋପନୀୟତା ହେଉଛି ସେମାନଙ୍କର ମୌଳିକ ଅଧିକାର ଏବଂ ଏ ନେଇ କୌଣସି ପ୍ରକାରେ ଆପୋଷ ବୁଝାମଣା ହୋଇପାରିବ

ପ୍ଲାଜମା ଦାନ ପାଇଁ କୋଭିଡ଼ ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୧୯/୦୭: ପ୍ଲାଜମା ଦାନ କରିବାକୁ ଥିବା କୋଭିଡ଼ ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଡ଼ିଆରଏଫ, ହୋମଗାର୍ଡ଼ ଓ ଅଗ୍ନିଶମ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଗୁରୁତର କରୋନା ରୋଗୀଙ୍କ ପାଇଁ ଏହି ପ୍ଲାଜମା

ଗୋଷ୍ଠୀ ସଂକ୍ରମଣ ମୁହାଁ କେରଳ !! ସୂଚନା ଦେଲେ ମୁଖ୍ୟମନ୍ତ୍ରୀ – କୋଭିଡ-୧୯ ଗୋଷ୍ଠୀ ସଂକ୍ରମଣରେ ଭାରତର ପ୍ରଥମ…

ତିରୁଅନନ୍ତପୁରମ,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୯/୦୭ : କେରଳରେ ପ୍ରଥମ କରି କୋଭିଡ-୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ । କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ, ରାଜଧାନୀ

ତିନି ବିଧାୟକ ରାଜଧାନୀରେ ୩ କୋଭିଡ୍ କେୟାର ସେଣ୍ଟର ପାଇଁ ବିଏମସିକୁ ଦାନ କଲେ ଦେଢ଼ କୋଟି ଟଙ୍କା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୭:ରାଜଧାନୀରେ ଥିବା ଦୁଇଟି କୋଭିଡ୍ ହସ୍ପିଟାଲରେ ରାଜଧାନୀ ସମେତ ସାରା ରାଜ୍ୟର କରୋନା ଆକ୍ରାନ୍ତଙ୍କର ଚିକିତ୍ସା ହେଉଛି। ଏବେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଭୁବନେଶ୍ବରରେ କରୋନା ଆକ୍ରାନ୍ତ

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ସୋସିଆଲ ମିଡିଆ ପୋଷ୍ଟ ପାଇଁ ହେବନି ଜେଲ୍

କଳିଙ୍ଗ ଜ୍ଯୋତି ବ୍ଯୁରୋ ନୂଆଦିଲ୍ଲୀ ୧୯/୦୭ : ସୂଚନା ପ୍ରଯୁକ୍ତି ବିଦ୍ୟା ଅଧିନିୟମର ଧାରା ‘୬୬ କ’ ଉପରେ ଐତିହାସିକ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିବା ସହିତ ରଦ୍ଦ କରିଦେଇଛନ୍ତି। ଆଇଟି ଆକ୍ଟର ଏହି ଧାରା ସମ୍ବିଧାନର ଅନୁଚ୍ଛେଦ ‘୧୯(୧)କ’

ରାସନ ସାମଗ୍ରୀ ଆଣିଲା ବେଳେ ଫିଙ୍ଗର ପ୍ରିଣ୍ଟ ଦେବେନି ହିତାଧିକାରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୭: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାସନ କାର୍ଡଧାରୀ ରାସନ ସାମଗ୍ରୀ ଆଣିଲା ବେଳେ ଆଉ ଫିଙ୍ଗରପ୍ରିଣ୍ଟ ଦେବେନି। ବିନା ଫିଙ୍ଗରପ୍ରିଣ୍ଟରେ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

IMAର ସତର୍କ ବାଣୀ – ଭାରତରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ପ୍ରତିଦିନ ୩୪ ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଦେଶରେ ମୋଟ କରୋନା ମାମଲା ୧୦ ଲକ୍ଷ ଟପିଲାଣି । ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଓ ସ୍ଥିତି

କୋଭିଡ୍ ‌ଔଷଧ ‘ଫେବିଫ୍ଲୁ’ ବିଷୟରେ ମିଥ୍ୟା ଦାବି ଓ ଅଧିକ ଦର ଯୋଗୁଁ ଗ୍ଲେନ୍‌ମାର୍କକୁ କାରଣ ଦର୍ଶାଅ ନୋଟିସ୍ ଦେଲା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭ : କୋଭିଡ୍-୧୯ ଔଷଧ ‘ଫେଭିପାଇରାଭିୟର୍’ର ଜେନେରିକ୍ ସଂସ୍କରଣ ‘ଫେବିଫ୍ଲୁ’ ବିଷୟରେ ‘ମିଥ୍ୟା ଦାବି ଏବଂ ଅଧିକ ମୂଲ୍ୟ’ ସମ୍ବନ୍ଧରେ ଏହାର ନିର୍ମାତା ମୁମ୍ବାଇର ପ୍ରମୁଖ ଔଷଧ କମ୍ପାନି ଗ୍ଲେନ୍‌ମାର୍କକୁ ‘କେନ୍ଦ୍ରୀୟ ଡ୍ରଗ୍‌ସ୍ ଷ୍ଟାଣ୍ଡାର୍ଡ
error: Content is protected !!
Open chat