Browsing Category
National-International
ଜମ୍ମୁ-କଶ୍ମୀରର ଶୋପିଆନ୍ରେ ଏନ୍କାଉଣ୍ଟର: ୬ ଆତଙ୍କବାଦୀ ନିହତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଶ୍ରୀନଗର ୧୮/୦୭ : ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ଶନିବାର ପୁଣି ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଶୋପିଆନ୍ ଜିଲାର ଆମ୍ଶିପୋରା ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଏହି!-->!-->!-->!-->!-->…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି, ଭାରତ ହେବ ବିଶ୍ୱ ଉର୍ଜା ଉତ୍ପାଦନର ପେଣ୍ଠସ୍ଥଳି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଭୁବନେଶ୍ୱର ୧୮/୦୭ : ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୁଗ୍ମ-ଅଧ୍ୟକ୍ଷତାରେ ଆମେରିକାର ଉର୍ଜା ସଚିବ ଡାନ୍ ବ୍ରୌଲିଟିଙ୍କ ସହ ଭାରତ-ଆମେରିକା ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ଋଣନୈତିକ ଉର୍ଜା!-->…
IIT ଆଡ଼ମିଶନ ୨୦୨୦ : କରୋନା ପାଇଁ କୋହଳ ହେବ ନିୟମ,କ୍ରାଇଟେରିଆରେ ପରିବର୍ତ୍ତନ
ନୂଆଦିଲ୍ଲୀ ୧୮।୦୭: ଚଳିତ ବର୍ଷ ସରକାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(IIT)ରେ ଆଡମିଶନ ପାଇଁ ମାନଦଣ୍ଡରେ କିଛିଟା ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ସରକାର। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଘୋଷଣା କରିଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଆଲ ନିଶଙ୍କ!-->…
ପ୍ରତିରକ୍ଷାଙ୍କ ମନ୍ତ୍ରୀ ଜାମ୍ମୁ-କାଶ୍ମୀର ଗସ୍ତ ସହ ଅମରନାଥ ଦର୍ଶନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଶ୍ରୀନଗର ୧୮/୦୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜାମ୍ମୁ-କାଶ୍ମୀର ଗସ୍ତ କରିବା ସହିତ ବାବା ଅମରନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଘାଟିରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ରାଜନାଥଙ୍କ ସହିତ ଚିଫ୍ ଅଫ୍ ଡିଫେନ୍ସ!-->…
କରୋନା ସଂକ୍ରମଣରେ ଭାରତ ବିଶ୍ୱରେ ତୃତୀୟ ରାଷ୍ଟ୍ର ଭାବେ ୧୦ ଲକ୍ଷ ପାର କଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୭: ବିଶ୍ବରେ ତୃତୀୟ ରାଷ୍ଟ୍ର ଭାବେ ଭାରତରେ ସଂକ୍ରମଣ ମାମଲା ୧୦ ଲକ୍ଷ ଟପିଯାଇଛି। ପୂର୍ବରୁ ଆମେରିକା ଏବଂ ବ୍ରାଜିଲ୍ରେ ସଂକ୍ରମଣ ମାମଲା ୧୦ ଲକ୍ଷ ଟପିସାରିଛି। ଦେଶରେ କରୋନା ସଂକ୍ରମଣ ୯ ଲକ୍ଷ ଟପିବାର ମାତ୍ର ୩ ଦିନ ପରେ ୧୦ ଲକ୍ଷ ଟପିଛି। ଗତ!-->…
ଆଇପିଏଲ ସେପ୍ଟେମ୍ବର ୨୬ ତାରିଖରୁ ୟୁଏଇରେ ଆରମ୍ଭ ହେବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୭ : କରୋନା ଭାଇରସ ଯୋଗୁ ଆଇପିଏଲ ୨୦୨୦ ଅନିଶ୍ଚିତତା ଭିତରେ ରହିଥିଲା । ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ୨୬ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି । ବିସିସିଆଇ ର ସୂଚନା ଅନୁସାରେ ଏହି ମ୍ୟାଚ ଗୁଡିକ ଭାରତ ଭିତରେ ଖେଳ। ନଯାଇ!-->…
ରାଜ୍ୟରେ ଆଜି ପୁଣି ୫୯୧ କରୋନା ପଜିଟିଭ୍ ଚିହ୍ନଟ ,୧୯୭ ସ୍ଥାନୀୟ ସଂକ୍ରମିତ – ମୋଟ ଆକ୍ରାନ୍ତ ସଂଖ୍ୟା୧୬,୭୦୧ରେ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ସାରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୫୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୪ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୯୭ ଜଣ ଚିହ୍ନଟ!-->…
ଘରୋଇ ଡାକ୍ତରଙ୍କ ପାଇଁ ନିର୍ଦେଶାବଳି ଜାରି କଲେ ସରକାର : ଇନଫ୍ଲୁଏଞ୍ଜା ଓ ନିଶ୍ୱାସରେ ସମସ୍ୟା ଥିବା ରୋଗୀଙ୍କ ତଥ୍ୟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ଘରୋଇ/ପଲି କ୍ଲିନିକ୍ ଓ ନର୍ସିଂ ହୋମ୍ରେ ଘରୋଇ ଭାବେ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ନିର୍ଦେଶାନାମା ଜାରି ହୋଇଛି। ସଂପୃକ୍ତ ଡାକ୍ତରମାନେ ଏଣିକି ସେମାନଙ୍କ କ୍ଲିନିକ୍କୁ ଆସୁଥିବା ଇନ୍ଫ୍ଲୁଏଞ୍ଜା ଓ!-->…
ଜୁଲାଇ ୩୧ ପର୍ଯ୍ୟନ୍ତ ବିପିୟୁଟିର ସମସ୍ତ ପରୀକ୍ଷା ସ୍ଥଗିତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ର ସମସ୍ତ ପରୀକ୍ଷା ସ୍ଥଗିତ। ଜୁଲାଇ ୩୧ ମଧ୍ୟରେ ହେବାକୁ ଥିବା ଏମ୍ବିଏ, ବି.ଟେକ୍, ବି.ଫାର୍ମା, ଏମ୍.ଏସ୍ସି(ଆଇଏନ୍ଟି) ଓ ଏମ୍ବିଏ(ପିଟି)ର ଶେଷ ସେମିଷ୍ଟର୍ ପରୀକ୍ଷାକୁ ଏବେ ସ୍ଥଗିତ!-->…
ଆଜି ଠାରୁ କଟକଣାରେ ୪ ଜିଲା, ୧ ସହର – ସଂଶୋଧିତ ନିର୍ଦ୍ଦେଶନାମା ଜାରି କଲେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଆଜି ଠାରୁ ୩୧ ତାରିଖ ପର୍ୟ୍ୟନ୍ତ ରାଜ୍ୟ ସରକାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସମେତ ରାଉରକେଲା ମହାନଗରରେ ୧୪ ଦିନିଆ ଲକ୍ଡାଉନ୍ କଟକଣା ଜାରି କରିଛନ୍ତି। ଲକଡାଉନ ସମୟରେ ରାଜ୍ୟ ରାଜସ୍ୱ!-->…
