Browsing Category

National-International

ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ଆୟକର ରିଟର୍ଣ୍ଣ ଅବଧି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭: କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏଥିସହିତ ଦିନକୁ ୨୦ହଜାର ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି । ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି ଦେଶ । ବର୍ତ୍ତମାନ ସମୟ ଓ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏହିପରି ନିଷ୍ପତ୍ତି

ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ: ବିନା ଟେଷ୍ଟ୍‌ ରିପୋର୍ଟ‌୍‌ରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ଶବ ହସ୍ତାନ୍ତର କର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭ : ସନ୍ଦିଗ୍ଧ କରୋନା ରୋଗୀଙ୍କ ମର ଶରୀର ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବାରେ ବିଳମ୍ବ ହେଉଥିବାରୁ କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଏକ

ରାଜ୍ୟସଭାର ମୌସୁମି ଅଧିବେଶନ ଫିଜିକାଲ ଓ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭ : ରାଜ୍ୟସଭାରେ ମୌସୁମି ଅଧିବେଶନ ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ଉଭୟ ଫିଜିକାଲ ଓ ଭର୍ଚୁଆଲ ଫ୍ଲାଟଫର୍ମରେ ଏହି ଅଧିବେଶନ ହେବ ବୋଲି ଜଣାଯାଇଛି। ଅର୍ଥାତ୍‌ ଅଧିବେଶନ ସମୟରେ ରାଜ୍ୟସଭାର କିଛି ସଦସ୍ୟଙ୍କୁ

୨୦ ଲକ୍ଷ ଟିକସଦାତାଙ୍କୁ ୬୨,୩୬୧ କୋଟିର ଆୟକର ଫେରସ୍ତ

ନୂଆଦିଲ୍ଲୀ : କୋଭିଡ଼-୧୯ ଭଳି ମହାମାରୀ ସମୟରେ ବି ଆୟକର ବିଭାଗ ୨୦ ଲକ୍ଷ ଟିକସଦାତାଙ୍କୁ ୬୨,୩୬୧ କୋଟି ଟଙ୍କାର ଆୟକର ଫେରସ୍ତ କରିଛି। ଏଭଳି ଅର୍ଥ ଫେରସ୍ତ ବର୍ତ୍ତମାନ ସମୟରେ ଟିକସଦାତାଙ୍କ ପାଇଁ ବେଶ ସହାୟକ ହୋଇଛି। ଏହି ସମୟରେ ଆୟକର ବିଭାଗ ପକ୍ଷରୁ ଏପ୍ରିଲ ୮ରୁ ଜୁନ ୩୦ ମଧ୍ୟରେ

କୋଟାରେ ସିଜିଡି ପ୍ରକଳ୍ପର ଅଗ୍ରଗତି ନେଇ ଲୋକସଭା ବାଚସ୍ପତିଙ୍କ ସହ ମିଳିତ ଭାବେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭:ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୦୩ – ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ସହଯୋଗରେ ରାଜସ୍ଥାନ କୋଟାରେ କ୍ରିୟାନ୍ୱିତ ହେଉଥିବା ସିଟି ଗ୍ୟାସ ବିତରଣ(ସିଜିଡି) ପ୍ରକଳ୍ପର ଅଗ୍ରଗତି ନେଇ ନୂଆଦିଲ୍ଲୀରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ମିଳିତ

କୁକୁର ମାଂସ ବିକ୍ରୟ ଓ ଭକ୍ଷଣ ନିଷେଧ କଲେ ନାଗାଲାଣ୍ଡ୍ ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ କୋହିମା: ୦୪/୦୭: ଶୁକ୍ରବାର ଦିନ ନାଗାଲାଣ୍ଡ୍ ସରକାର କୁକୁର ମାଂସ ବିକ୍ରୟ ଏବଂ ଭକ୍ଷଣ ନିଷେଧ କରିଛନ୍ତି। ରାଜ୍ୟ ସାଂସଦୀୟ ବ୍ୟାପାର ମନ୍ତ୍ରୀ ନେଇବା କ୍ରୋନୁ  କହିଛନ୍ତି, ରାଜ୍ୟ କ୍ୟାବିନେଟ୍‌ର ବୈଠକରେ ବାଣିଜ୍ୟିକ କୁକୁର ଆମଦାନି ଏବଂ ବ୍ୟବସାୟ ଓ ଉଭୟ

ଜେଇଇ ମେନ୍ ଆସନ୍ତା ‌ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଓ ନିଟ୍‌ ‘ନିଟ୍‌’ ସେ‌ପ୍ଟେମ୍ବର ୧୩ରେ ହେବ -କେନ୍ଦ୍ର ମାନବ ସମ୍ବଳ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭ : କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌ ଓ ନିଟ୍‌ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଗୁଣାତ୍ମକ ଶିକ୍ଷା ତଥା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି

ଦିଲ୍ଲୀ-ଏନସିଆର ରେ ଭୂମିକମ୍ପର ଝଟକା ଅନୁଭୂତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ଓ ଏହାର ଆଖାପାଖ ଅଞ୍ଚଳରେ ଲଗାତାକ କିଛିଦିନ ଧରି ଭୂମିକମ୍ପର ଝଟକା ଅନୁଭୂତ ହେଉଛି । ଶୁକ୍ରବାର ସନ୍ଧ୍ୟା ୭ଟାରେ ପୁଣି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା

ସୀମାରୁ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ସନ୍ଦେଶ : କହିଲେ, ଗଲୱାନ ଘାଟି ଆମର, ଲଦାଖର ପୁରା ଅଂଶ ଭାରତର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅଚାନକ ଲଦ୍ଦାଖ ଗସ୍ତ କରିଥିବା ବେଳେ ଆଗୁଆ ସାମରିକ ଘାଟି ନିମୁରେ ମିଳିତ ସେନା ଜବାନଙ୍କୁ ସମ୍ବୋଧିତ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ସେନା ଜବାନମାନଙ୍କୁ ଏହା ବିକାଶ ବାଦର ସମୟ

ଚୀନ୍ ଆପ୍ ଜୁମ୍ କୁ ଟକ୍କର ଦେବା ପାଇଁ ଲଞ୍ଚ୍ ହେଲା ନୂଆ ଫ୍ରି ଭିଡ଼ିଓ“ଜିଓମିଟ୍”କନଫରେନ୍ସିଂ ଆପ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭: ଲୋକପ୍ରିୟ ଭିଡ଼ିଓ କନଫରେନ୍ସିଂ ଆପ୍ ଜୁମ୍ କୁ ଟକ୍କର ଦେବା ପାଇଁ ଲଞ୍ଚ୍ ହେଲା ଜିଓମିଟ୍ । ରିଲାଏନ୍ସ ଜିଓ କମ୍ପାନୀ ନିଜର ଫ୍ରି ଭିଡିଓ କନଫରେନ୍ସିଂ ଆପ୍ କୁ ଗତକାଲି ଲଞ୍ଚ୍ କରିଛି । ଯାହାକୁ ଗୁଗୁଲ୍ ପ୍ଲେଷ୍ଟୋର ଏବଂ ଆପ୍ ଷ୍ଟୋରରେ
error: Content is protected !!
Open chat