Browsing Category

National-International

ଆମେରିକା କରୋନା ରକ୍ଷାକାରୀ ଔଷଧ ରେମଡେସିବିର ର ୫,୦୦,୦୦୦ ରୁ ଅଧିକ ଡୋଜ ୩ମାସ ପାଇଁ କିଣିନେଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୨/୦୭: କୋଭିଡ -୧୯କୁ ହରାଇବାରେ ସଫଳ ହୋଇଥିବା ଔଷଧ ରେମଡେସିବିର ର ପ୍ରାୟ ସମସ୍ତ ଷ୍ଟକକୁ ଆମେରିକା ପରବର୍ତ୍ତୀ ତିନିମାସ ପାଇଁ କ୍ରୟ କରିଛି | ଏଭଳି ହେବା ଦ୍ୱାରା ବ୍ରିଟେନ, ୟୁରୋପ କିମ୍ବା ବିଶ୍ୱର ଅଧିକାଂଶ ଦେଶ ମାନେ ଏହି ଔଷଧ ପାଇଁ ପାରିବେ

ଭାରତ ପରେ ଏବେ ଆମେରିକାର ପ୍ରହାର : ଚୀନର ହୁଓ୍ୱାଇ ଏବଂ ଜେଟିଇ ଉପରେ ରୋକ

ନୂଆଦିଲ୍ଲୀ / ଓ୍ୱାଶିଂଟନ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ହୁଓ୍ୱାଇ ଏବଂ ଜେଟିଇର ଚୀନ୍ ସାମରିକ ଏବଂ ଗୁପ୍ତଚର ବିଭାଗ ସହ ସମ୍ପର୍କ ରଖିଥିବା ଆମେରିକା ସରକାର କହିଛନ୍ତି। ଭାରତ ପରେ ଏବେ ଆମେରିକା ଚୀନର ହୁଓ୍ୱାଇ ଏବଂ ଜେଟିଇ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକାର ୟୁସି

ଚାଇନା ଆପରେ ପ୍ରତିବନ୍ଧକ ଲାଗିବା ପରେ ପ୍ରଧାନମନ୍ତ୍ରୀ ନିଜର ‘ୱାଇବୋ’ ଆକାଉଣ୍ଟ ହଟାଇଲେ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଭାରତରେ ‘ୱାଇବୋ’ ଆପ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିବା ପରେ ନିଜର ଆକାଉଣ୍ଟ ହଟାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍‌ କରିଥିବା ଆକ୍ରମଣର ଜବାବ ଦେବା ପାଇଁ ଭାରତ ଗୋଟେ ପରେ ଗୋଟେ ପଦକ୍ଷେପ ନେବା ଆରମ୍ଭ କରିଛି

ବିଜେଡିରେ ବଡ଼ ପରିବର୍ତ୍ତନ : ସୁପ୍ରିମୋ ଘୋଷଣା କଲେ ସାଙ୍ଗଠନିକ ନବକଳେବର

ଭୁବନେଶ୍ୱର : ବିଜୁ ଜନତା ଦଳରେ ଆଜି ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଦଳ ସୁପ୍ରିମୋ । ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି। ବିଜେଡି ସୁପ୍ରିମୋ ଆଠଜଣ ବରିଷ୍ଠ ଉପସଭାପତି ଓ ପ୍ରଥମ ଥର ପାଇଁ ୯ଜଣ

ନେପାଳର ପ୍ରଧାନମନ୍ତ୍ରୀ ଓଲିଙ୍କ ଅଡୁଆ ବଢିଲା, ଇସ୍ତଫା ଦାବି : ଭାରତ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଭାରତ ବିରୋଧୀ ମନ୍ତବ୍ୟ ନେପାଳର ପ୍ରଧାନମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି। ନିଜ ଦଳରୁ ତାଙ୍କ ବିରୋଧରେ ବିଦ୍ରୋହର ସ୍ୱର ତେଜିବାରେ ଲାଗିଛି। ଏବେ ଓଲିଙ୍କ ଇସ୍ତଫା ଦାବି କରିଛି ତାଙ୍କ ନିଜ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି। ଏହା ମଧ୍ୟରେ

ସାଇବର ହ୍ୟାକରର୍ସ ଙ୍କ ଟାର୍ଗେଟରେ ‘ଗୁଗଲ କ୍ରୋମ’ : ସତର୍କ କଲା ସାଇବର ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : 'ଗୁଗଲ କ୍ରୋମ' ଉପରେ ଆକ୍ରମଣ କରିପାରନ୍ତି ହ୍ୟାକର, ସତର୍କ ରହିବା ପାଇଁ କହିଲା ସାଇବର ସୁରକ୍ଷା ଏଜେନ୍ସି । କମ୍ପାନୀ କହିଛି ଯେ, ଉପଭୋକ୍ତାଙ୍କ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିବା ଜାଣି ୧୦୦ରୁ ଅଧିକ ଭୁଲ ଏକ୍ସଟେନ୍ସନ୍ ହଟାଇ

ଜାମ୍ମୁ-କାଶ୍ମୀର : ଆଜି ସିଆରପିଏଫ ରୋଡ୍‌ ଓପନିଂ ଟିମ୍‌ ଉପରେ ଆତର୍କିତ ଆତଙ୍କବାଦୀ ଆକ୍ରମଣ

ଜାମ୍ମୁ / ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ସିଆରପିଏଫର ଏକ ରୋଡ୍‌ ଓପନିଂ ପାର୍ଟି ଓ ପୁଲିସ କର୍ମଚାରୀ ମିଳିତ ଭାବେ ସୋପୋର ମଡେଲ ଟାଉନର ବାଇପାସ ନିକଟରେ ଚେକ୍‌ ପୋଷ୍ଟ ବସାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଗୁଳି

ମାଡିଚାଲିଛି କରୋନା : ଆଜି ରାଜ୍ୟରେ ପୁଣି ୨୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ରାଜ୍ୟରେ ବୁଧବାର ପୁଣି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୧୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୨୫୧

ଅଶାନ୍ତ ଚୀନ : ଭୁଟାନ ସହ ଅରମ୍ଭ କଲା ନୂଆ ସୀମା ବିବାଦ !!

ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଭୁଟାନର ସକ୍‌ତେଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଅନୁଦାନ ପ୍ରଦାନ ପ୍ରସଙ୍ଗ ଉଠିବା ପରେ ଚାଇନା ଏହାକୁ ବିରୋଧ କରିଥିଲା। ଭାରତକୁ ଲାଗିଥିବା ପୂର୍ବ ଭୁଟାନର ଟ୍ରାଶିଗଙ୍ଗ ଜିଲାରେ ଏହି ଅଭୟାରଣ୍ୟ ଅବସ୍ଥିତ। ଏହି ଅଞ୍ଚଳ ବିବାଦୀୟ ବୋଲି ଚାଇନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ବାହୁଡ଼ାଯାତ୍ରାର ଅଭିନନ୍ଦନ ଜଣାଇଲେ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୧/୦୭ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ବିନା ଭକ୍ତ ଓ କଟକଣା ଭିତରେ ଗୁଣ୍ଡିଚାଯାତ୍ରା କରିବା ଭଳି ବାହୁଡ଼ା ଯାତ୍ରା ମଧ୍ୟ କରାଯାଉଛି । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ବାହୁଡ଼ାଯାତ୍ରାରେ ଅଭିନନ୍ଦନ ଜଣାଇଛନ୍ତି
error: Content is protected !!
Open chat