Browsing Category
National-International
ମନି ଲଣ୍ଡରିଂ ମାମଲାରେ ଅହମଦ ପଟେଲଙ୍କ ଘରେ ପ୍ରବର୍ତନ ନିର୍ଦେଶାଳୟର ଟିମ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬ : ସନ୍ଦେଶରା ଗ୍ରୁପ ବିରୋଧରେ ୫ ହଜାର କୋଟି ଟଙ୍କା ଠକାମୀ ମାମଲାରେ ଯାଞ୍ଚ କରୁଥିବା ଇଡି କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ଘରେ ପହଞ୍ଚିଛି | ଗୁଜରାଟ ଫାର୍ମା କମ୍ପାନୀ ଷ୍ଟାଲିଙ୍ଗ ବାୟୋଟେକ ଉପରେ ଚାଲୁଥିବା ଠକାମୀ ମାମଲାରେ ଇଡି ମନି!-->!-->!-->…
ଭାରତକୁ ପୁଣି ଫେରିଲେ ପଙ୍ଗପାଳ: ସତର୍କ ସୂଚନା ଜାରି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛନ୍ତି ପଙ୍ଗପାଳ। ରାଜସ୍ଥାନରୁ ଏବେ ହରିୟାଣାକୁ ପହଞ୍ଚିଛନ୍ତି ପଙ୍ଗପାଳ। ଗୁରୁଗ୍ରାମ ସହରର ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ଆଜି ସକାଳେ ଘୁରି ବୁଲୁଛନ୍ତି। ଏହାକୁ ନେଇ ଦିଲ୍ଲୀ ସଂଗଲଗ୍ନ!-->!-->!-->…
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଇନ୍ଷ୍ଟାଗ୍ରାମ୍ରେ ଫଲୋଅର ସଂଖ୍ୟା ୫୦ ଲକ୍ଷ ବଢ଼ିଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ୨୭/୦୬ : ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ସେବଠାରୁ ତାଙ୍କ ବିଷୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ୟା ମଧ୍ୟରେ ତାଙ୍କ ଇନ୍ଷ୍ଟାଗ୍ରାମ ଫଲୋଅର ସଂଖ୍ୟା ବହୁତ!-->!-->!-->…
ଚୀନ ଭାଙ୍ଗି ଥିବା ସୀମା ସଂଯୋଗ ବ୍ରିଜ୍ କୁ , ମାତ୍ର ୬ ଦିନରେ ନିର୍ମାଣ କରି ଦେଲେ ସେନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ପିଥୌରାଗଢ ୨୮/୦୬: ଉତ୍ତରାଖଣ୍ଡର ପିଥୌରାଗଢ ସ୍ଥିତ ମୁନସ୍ୟାରୀରେ ୬ ଦିନ ପୂର୍ବେ ଭାଙ୍ଗିଥିବା ବେଲି ବ୍ରିଜ ପୁନର୍ବାର ତିଆରି ହୋଇ ପ୍ରସ୍ତୁତ ହୋଇ ଯାଇଛି। ମୁନସ୍ୟାରିରୁ ମିଲନ ଯାଉଥିବା ରୁଟ୍ରେ ଧାପା ନିକଟରେ ସେନର ନଦୀ ଉପରେ ନିର୍ମିତ ବେଲି ବ୍ରିଜ୍ ଭାଙ୍ଗି!-->!-->!-->…
‘ଆପ୍ ସମ୍ପୂର୍ଣ୍ଣ ସୁରକ୍ଷିତ’, ବ୍ୟାନ୍ ହେବା ଖବରକୁ ନେଇ “ଗୁଗୁଲ୍ ପେ” ରଖିଲା ଉତ୍ତର,…
କଳିଙ୍ଗ ଜ୍ୟୋତି ବ୍ୟୁରୋ, ୨୭/୦୬ : ଗତକାଲି ସୋସିଆଲ୍ ମିଡିଆରେ ଗୁଗୁଲ ପେ’ ଆପ୍ ବ୍ୟାନ୍ ହେବା ଖବର ଭାଇରାଲ୍ ହେବା ଦେଖିବାକୁ ମିଳିଥିଲା। ଏହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅଧୀନରେ ଆସୁନାହିଁ ବୋଲି କୁହାଯାଇଥିଲା। ହେଲେ ଏହି ଖବରକୁ ନିଜେ ଏନପିସିଆଇ ମଧ୍ୟ ଖଣ୍ଡନ କରିଛି।!-->…
ଜୁଲାଇ ୫ ରେ ଚନ୍ଦ୍ରଗ୍ରହଣ
ନୂଆଦିଲ୍ଲୀ, ୨୭।୬: ଜୁଲାଇ ୫ରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ଉପଛାୟା ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ ଏବଂ ଆଫ୍ରିକାର କେତେକ ଅଞ୍ଚଳରେ ଦୃଷ୍ଟିଗୋଚର ହେବ। ଏହା ଏସିଆ ମହାଦେଶରେ ଦୃଶ୍ୟମାନହେବ ନାହିଁ। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ନ!-->!-->!-->…
ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ରାଜନୈତିକ ବିଦ୍ରୋହ ଉପରୁ ଧ୍ୟାନ ହଟାଇବା ଲାଗି ଉଦ୍ୟମ : ହିନ୍ଦୀ ଭାଷା ଉପରେ…
କାଠମାଣ୍ଡୁ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : ନେପାଳରେ ଏବେ ରାଜନୈତିକ ବିଦ୍ରୋହ ଆରମ୍ଭ ହେଇଛି। ପ୍ରଧାନମନ୍ତ୍ରୀ କେ. ପି. ଓଲି ଏହା ଉପରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ଲାଗି ଭାରତ ବିରୋଧୀ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରୁଛନ୍ତି। ସୂଚନାଯୋଗ୍ୟ, ଓଲି ଏବେ ଦେଶରେ ଏକ!-->…
ମୁମ୍ବାଇର ପ୍ରସିଦ୍ଧ ‘ବିସ୍ଲାରି ପାଣିପୁରି’ ବିକ୍ରେତା କରୋନାରେ ଜୀବନ ହାରିଲେ।
ମୁମ୍ବାଇ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : କରୋନାରେ ଜୀବନ ହାରିଲେ ମୁମ୍ବାଇର ପ୍ରସିଦ୍ଧ ‘ବିସ୍ଲାରି ପାଣିପୁରି’ ବିକ୍ରେତା । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତ ପ୍ରାଣ ହରାଇବା ପରେ ସ୍ଥାନୀୟ ଲୋକ ଟଙ୍କା ଆଦାୟ କରି ତାଙ୍କ ପରିବାର ଲୋକଙ୍କୁ ୨.୫ ଲକ୍ଷ ଟଙ୍କାର ସହାୟତା ରାଶି!-->…
ମାତ୍ର ୬ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ବଢ଼ିଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୬: ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା। ମାତ୍ର ୬ ଦିନ ଭିତରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ ବଢ଼ି ୫ ଲକ୍ଷରେ ପହଞ୍ଚି ଯାଇଛି। ଶୁକ୍ରବାର (ଗତକାଲି) ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଥିଲା।
!-->!-->!-->!-->!-->…
ଜୁଲାଇ ୩୧ ଯାଏ ଦିଲ୍ଲୀ ରେ ସ୍କୁଲ୍ ବନ୍ଦ ରହିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୬ : କରୋନା ମହାମାରୀ ପାଇଁ ଦିଲ୍ଲୀରେ ଜୁଲାଇ ୩୧ ଯାଏ ସ୍କୁଲ ବନ୍ଦ ରହିବ। ଏ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଏହା କହିଛନ୍ତି। ଶିକ୍ଷା ବିଭାଗ ସହିତ ଶୁକ୍ରବାର ବୈଠକ କରିବା ପରେ ସିସୋଦିଆ ଏହା!-->!-->!-->…
