Browsing Category
National-International
“ଗ୍ଲୋ ଆଣ୍ଡ ଲଭଲି” ନାମରେ ଆସିପାରେ ‘ଫେୟାର ଆଣ୍ଡ ଲଭଲି’ କ୍ରିମ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ: ତେଲ, ସାବୁନ ସହ ଦୈନିକ ବ୍ୟବହାର ଉପଯୋଗୀ ସାମଗ୍ରୀ ନିର୍ମାଣ କରୁଥିବା ହିନ୍ଦୁସ୍ତାନ ୟୁନିଲିଭର ଏହାର ଲୋକପ୍ରିୟ କ୍ରିମ ‘ଫେୟାର ଆଣ୍ଡ ଲଭଲି’ର ନାମ ପରିବର୍ତ୍ତନ କରିବାର ସୂଚନା ଦେଇଥିଲା | ନାମ ପରିବର୍ତ୍ତନ ପରେ ଏହାର ନାମ ‘ଗ୍ଲୋ ଆଣ୍ଡ ଲଭଲି’!-->!-->!-->…
ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବ୍ୟାଟେରି ସ୍ୱାପିଂ ସୁବିଧା ଲୋକାର୍ପିତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଭୁବନେଶ୍ୱର ୨୭/୦୬ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଚଣ୍ଡିଗଡ ଠାରେ ବିଦ୍ୟୁତ ଚାଳିତ ଗାଡି ପାଇଁ ବ୍ୟାଟେରି ସ୍ୱାପିଂ ସୁବିଧା ଏବଂ କୁଇକ୍ ଇଂଟରଚେଞ୍ଜ୍ ଷ୍ଟେସନର ଲୋକାର୍ପଣ କରିଛନ୍ତି।!-->!-->!-->…
ମାତ୍ର ୩୦ ମିନିଟରେ ଆସିବ କରୋନା ରିପୋର୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬ : ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ (ଆଇସିଏମ୍ଆର୍) ସମସ୍ତ ରାଜ୍ୟକୁ ଆଣ୍ଟିଜନ୍ ଟେଷ୍ଟ୍ ଅନୁମତି ଦେଇଛି । ଏଥିସହ ସମସ୍ତ ହସ୍ପିଟାଲ, ଅଫିସ୍ ଓ ପବ୍ଲିକ୍ ସେକଫର ୟୁନିଟକୁ ରାପିଡ୍ ଆଣ୍ଟିଜନ୍ ଟେଷ୍ଟ୍ କରିବାକୁ ପରାମର୍ଶ!-->!-->!-->…
ପଶ୍ଚିମବଙ୍ଗ ଜନସମ୍ବାଦ ଭର୍ଚୁଆଲ ରାଲି – ମୋଦି ସରକାରଙ୍କ ନିର୍ଣ୍ଣାୟକ ନେତୃତ୍ୱ ଦେଶକୁ ନୂଆ ଶିଖରକୁ ନେବ –…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଭୁବନେଶ୍ୱର ୨୭/୦୬ – ମୋଦି ସରକାରଙ୍କ ନିର୍ଣ୍ଣାୟକ ନେତୃତ୍ୱ ଦେଶକୁ ନୂତନ ଶିଖରକୁ ନେବ ବୋଲି ପଶ୍ଚିମବଙ୍ଗ ଜନସମ୍ବାଦ ଭର୍ଚୁଆଲ ରାଲିରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
!-->!-->!-->!-->!-->…
ଗୁଗୁଲ ପେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଦେବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୬ : ଭାରତରେ କ୍ଷୁଦ୍ର ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଲୋନ ଦେବ ଆମେରିକୀୟ ଟେକ୍ କମ୍ପାନୀ ଗୁଗଲ । ଭାରତର ଲକ୍ଷ ଲକ୍ଷ ବ୍ୟବସାୟୀ ଗୁଗଲ ଲୋନ ଜରିଆରେ ଉପକୃତ ହୋଇପାରିବେ । କମ୍ପାନୀ ପକ୍ଷରୁ ଚଳିତ ବର୍ଷ ଏହି ସୁବିଧା ଆରମ୍ଭ କରାଯାଉଛି ।!-->!-->!-->…
ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡରେ ବଢ଼ିଲା ଲକ୍ ଡ଼ାଉନ ଅବଧି; ୩୧ ଜୁଲାଇଯାଏ କଟକଣା ବଳବତ୍ତର
କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬:କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ନିଜ ଅନୁସାରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସରକାର ଜୁଲାଇ ୩୧ ତାରିଖ ଯାଏ ରାଜ୍ୟରେ ଲକ୍ଡ଼ାଉନ ଅବଧି ବୃଦ୍ଧି କରିଛନ୍ତି । ଆସାମ ସରକାର ମଧ୍ୟ ଜୁଲାି ୩୧ ତାରିଖ!-->!-->!-->!-->!-->…
ଚୀନକୁ ମୁକାବିଲା ନିମନ୍ତେ ଆମେରିକା ଭାରତୀୟ ପାଇଲଟଙ୍କୁ ତାଲିମ ଦେବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬:
ଆମେରିକାର ଜାତୀୟ ପ୍ରତିରକ୍ଷା ଅଥରାଇଜେସନ ଆକ୍ଟ ଅନୁସାରେ ୨୦୨୧ ପର୍ଯ୍ୟନ୍ତ ଭାରତୀୟ ସେନାର ପାଇଲଟମାନଙ୍କୁ ଫାଇଟର ଜେଟ୍ ଚଳାଇବା ପାଇଁ ତାଲିମ ଦିଆଯିବ । ଏହି ତାଲିମ ଆମେରିକା ନିକଟରେ ଗୁଆମରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆମେରିକା ଓ!-->!-->!-->!-->!-->…
ନେପାଳରେ ରାଜନୈତିକ ସଙ୍କଟ, ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ଦାବି
କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬ ନେପାଳର ଶାସନରେ ଥିବା କମ୍ୟୁନିଷ୍ଟ ପାର୍ଟିରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଯାହା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ରାଜନୈତିକ ଭବିଷ୍ୟତକୁ ଅଡୁଆରେ ପକାଇଛି।ଦଳର ଷ୍ଟାଣ୍ଡିଙ୍ଗ କମିଟିର ବୈଠକରେ ଖୁବଶୀଘ୍ର ତାଙ୍କୁ ନେଇ ନିଷ୍ପତ୍ତି ନିଆଯିବ ବୋଲି!-->!-->!-->…
କରୋନାଭାଇରସ୍କୁ ପ୍ରଲୋଭିତ କରି ମାରିବାକୁ ବୈଜ୍ଞାନିକମାନେ ବିକଶିତ କରିଛନ୍ତି କୃତ୍ରିମ ଜୀବକୋଷ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୬ : କୋଭିଡ୍-୧୯ ସୃଷ୍ଟିକାରୀ କରୋନାଭାଇରସ୍ର ଧ୍ୟାନଚ୍ୟୁତ କରି ତାକୁ ମାରିବା ନିମନ୍ତେ ବୈଜ୍ଞାନିକମାନେ ଏକ ପ୍ରକାର ଜୈବ-କଣିକା ବିକଶିତ କରିଥିବା କଥା ‘ନାନୋ ଲେଟର୍ସ’ ନାମକ ଜର୍ଣ୍ଣାଲ୍ରେ ପ୍ରକାଶିତ ହୋଇଛି। ବୈଜ୍ଞାନିକମାନେ ଏକ!-->!-->!-->…
ଚୀନ୍ ବିରୁଦ୍ଧରେ ଭାରତୀୟ ନାଗରିକ : “ଡ଼ିଜିଟାଲ୍ ଯୁଦ୍ଧ” ମାଧ୍ୟମରେ ଚୀନକୁ ଚୁରମାର୍ କରିବାକୁ ଲକ୍ଷ୍ୟ । ଗୁଗଲରେ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬/୦୬ :ଭାରତ-ଚୀନ୍ ବିବାଦ ଭିତରେ ସୀମାରେ ସଂଘର୍ଷ ଚାଲିଥିଲା ବେଳେ ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ଯୁଦ୍ଧ ଚାଲିଛି । ଆଉ ଏହି ଯୁଦ୍ଧର ଯୋଦ୍ଧା ସାଜିଛନ୍ତି ସାଧାରଣ ନାଗରିକ । ସାରା ଦେଶରେ ଚାଇନିଜ୍ ଆପକୁ ବିରୋଧ କରି ଲୋକମାନେ ନିଜ ଆକ୍ରୋଶ ଜାହିର କରୁଛନ୍ତି ।!-->!-->!-->…
