Browsing Category
National-International
ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ନିମନ୍ତେ କୋଭିଡ୍ ଟିକା ପ୍ରସ୍ତୁତି ହୋଇପାରେ: ‘ଏମ୍ସ୍’ ମୁଖ୍ୟ ରଣଦୀପ ଗୁଲେରିଆ
ନୂଆଦିଲ୍ଲୀ ୨୪/୦୭/୨୦୨୧ କଳିଙ୍ଗ ଜ୍ଯୋତି : ସେପ୍ଟେମ୍ବର ସୁଦ୍ଧା ଦେଶରେ ପିଲାମାନଙ୍କ ନିମନ୍ତେ କୋଭିଡ୍ ଟିକାକରଣ ଆରମ୍ଭ ହୋଇପାରେ ବୋଲି ‘ଏମ୍ସ୍’ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ଆଜି ସକାଳେ ଗଣମାଧ୍ୟମକୁ କହିଛନ୍ତି। ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାରେ ଏହା ଗୁରୁତ୍ବପୂର୍ଣ୍ଣ!-->…
ସପ୍ତମ ପର୍ଯ୍ୟାୟରେ ଭାରତକୁ ଆସିଲା ୩ ଟି ରାଫେଲ ବିମାନ
ନୂଆଦିଲ୍ଲୀ ୨୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ବୁଧବାର ରାତି ୩ଟାରେ ଭାରତରେ ପହଞ୍ଚିଛି ୩ଟି ଯୁଦ୍ଧ ବିମାନ ରାଫେଲ । ଏହାକୁ ମିଶାଇ ଭାରତକୁ ୨୪ ଟି ରାଫେଲ ବିମାନ ମିଳିସାରିଛି । ଏବେ ଆସିଥିବା ୩ଟି ରାଫେଲ ବିମାନକୁ ପଶ୍ଚିମବଙ୍ଗର ହାସୀମାରା ଏୟାରବେସଠାରେ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି।
!-->!-->…
ନ୍ୟୁଜ ୱେବସାଇଟ ବିରୋଧରେ ଦେଶବିରୋଧୀ ଷଡଯନ୍ତ୍ରର ଅଭିଯୋଗ ଆଣିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର
ନୂଆଦିଲ୍ଲୀ ୧୮/୦୭/୨୦୨୧ କଳିଙ୍ଗ ଜ୍ଯୋତି : ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ନ୍ୟୁଜ୍ ୱେବସାଇଟ ନାମରେ ଦେଶ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ ‘ନ୍ୟୁଜ୍ କ୍ଲିକ୍’ ନାମକ ଏକ ୱେବସାଇଟ୍ ଭାରତକୁ ବଦନାମ କରିବା ପାଇଁ କାର୍ଯ୍ୟ!-->…
ସଂଗଠନରେ ପରିବର୍ତ୍ତନ : ପଦ୍ମଶ୍ରୀ ଡକ୍ଟର ଆର.ଏନ୍ ସିଂହ ଭିଏଚପିର ନୂଆ ଅଧ୍ୟକ୍ଷ
ପାଟନା ୧୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ପଦ୍ମଶ୍ରୀ ଡକ୍ଟର ଆର.ଏନ୍ ସିଂହ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ପରିଷଦର ଅଧ୍ୟକ୍ଷ ହେବା ପରେ ଡକ୍ଟର ସିଂହ କହିଛନ୍ତି ଯେ ଲୋକଙ୍କ ସହଯୋଗରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉଛି। କେବଳ ସମସ୍ତଙ୍କ ଅଂଶଗ୍ରହଣରେ!-->…
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ବଢିଲା ଅଡୁଆ, ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି
ନୂଆଦିଲ୍ଲୀ ୧୬/୦୭/୨୦୨୧ କଳିଙ୍ଗ ଜ୍ଯୋତି : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆକ୍ସନ ମୋଡକୁ ଆସିଛି । ବେଆଇନ ଅର୍ଥ କାରବାର ମାମଲାରେ ଶୁକ୍ରବାର ଦିନ ଇଡି ପକ୍ଷରୁ ଅନୀଲ ଦେଶମୁଖଙ୍କ ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ!-->…
ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ ; ରାଜ୍ୟ ପାଇଁ ନୂଆ ଗାଇଡ ଲାଇନ
ସମଗ୍ର ଜିଲାରେ ଗଡିବ ବସ ; ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ
ଭୁବନେଶ୍ୱର ୧୫/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ ପାଇଁ ନୂଆ ଗାଇଡ଼ଲାଇନ ସହ ପୁଣି ବୃଦ୍ଧି ହେଲା ଆଂଶିକ ତାଲାବନ୍ଦ। ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଯୋଗେ ମୁଖ୍ୟ ଶାସନ!-->!-->!-->…
ଚଳିତ ବର୍ଷ ବି ବୋଲବମ୍ ଉପରେ ଲାଗିଲା କଟକଣା, ଜଳଧରି ଯାତ୍ରା କରିପାରିବେନି କାଉଡ଼ିଆ
ଭୁବନେଶ୍ୱର ୧୩/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ବୋଲବମ୍ ଉପରେ ରୋକ୍ ଲଗାଇଛନ୍ତି । ଶ୍ରାବଣ ମାସ ପାଇଁ ରାଜ୍ୟ ସରକାର ନିୟମ ଲାଗୁ କରିଛନ୍ତି । ଫଳରେ ଜୁଲାଇ ଓ ଅଗଷ୍ଟ ମାସରେ କାଉଡ଼ିଆ ଯାତ୍ରା ବନ୍ଦ ରହିବ । ରାଜ୍ୟରେ କୋଭିଡ-୧୯ ସ୍ଥିତିରେ ସୁଧାର ଆସି ନଥିବାର!-->…
ସେପ୍ଟେମ୍ବର ୧୨ରେ ହେବ ଏନଇଇଟି (ୟୁଜି) ପରୀକ୍ଷା
ନୂଆଦିଲ୍ଲୀ ୧୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ସେପ୍ଟେମ୍ବର ୧୨ରେ ହେବ ଏନଇଇଟି (ୟୁଜି) ପରୀକ୍ଷା । ସଂପୂର୍ଣ୍ଣ କୋଭିଡ୍ ଗାଇଡଲାଇନ ମାନି ଏହି ପରୀକ୍ଷା ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
!-->!-->!-->…
କରୋନାର ୩ୟ ଲହର ନିଶ୍ଚିତ ଆସିବ, ସରକାର ଓ ଜନ ସାଧାରଣ ସତର୍କ ରୁହନ୍ତୁ : ଆଇଏମଏ
ନୂଆଦିଲ୍ଲୀ ୧୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : କରୋନାର ୩ୟ ଲହର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରମାନେ ସତର୍କତାର ସ୍ତରକୁ ଢିଲା କରିବା ଉଚିତ ନୁହେଁ ବୋଲି ଭାରତୀୟ ଡାକ୍ତରୀ ସଂଘ (ଆଇଏମଏ) ସତର୍କ କରାଇଦେଇଛି ।
ସଂଘ ପକ୍ଷରୁ କୁହାଯାଇଛି!-->!-->!-->…
ବିନା ଭକ୍ତରେ ଗଡ଼ିଚାଲିଛି ଶ୍ରୀଜିଉଙ୍କ ରଥ: ଭାବବିହ୍ବଳ ହେଲେ ପୁରୀବାସୀ
ପୁରୀ ୧୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଗତବର୍ଷ ଭଳି ଏଥର ମଧ୍ୟ ଭକ୍ତ ଓ ଭଗବାନଙ୍କ ଭିତରେ ଦୂରତା ସୃଷ୍ଟି କରିଛି କରୋନା ମହାମାରୀ। ଗତବର୍ଷ କରୋନାର ପ୍ରଥମ ଲହର କାରଣରୁ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା। ଏଥର ପୁଣି ଦ୍ୱିତୀୟ ଲହରର ପ୍ରଭାବ କମିନଥିବାରୁ ବିନା ଭକ୍ତରେ ବିଶ୍ୱ ପ୍ରସିଦ୍ଧ!-->…