Browsing Category

National-International

୨ରୁ ୧୭ ବର୍ଷ ପିଲାଙ୍କ ଉପରେ କୋଭୋଭାକ୍ସ ଟିକା ପରୀକ୍ଷଣକୁ ମନା କଲେ ସରକାର

ନୂଆଦିଲ୍ଲୀ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ୨ରୁ ୧୭ ବର୍ଷ ବୟସର ପିଲାଙ୍କ ଠାରେ କୋଭିଡ-୧୯ ଟିକା କୋଭୋଭାକ୍ସର ୨ୟ ଏବଂ ୩ୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ କରାଯାଇଥିବା ଆବେଦନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଏଥିପାଇଁ ଭାରତର

‘ଭ୍ୟାକ୍ସିନେସନ୍‌ ପାସ୍‌ପୋର୍ଟ’ ପାଇଁ ‘କୋଭିସିଲ୍‌ଡ୍‌’କୁ ଅନୁମୋଦନ କଲେ ୭ ୟୁରୋପୀୟ ସଂଘ ଦେଶ ଏବଂ…

ନୂଆଦିଲ୍ଲୀ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ‘ଭ୍ୟାକ୍ସିନେସନ୍‌ ପାସ୍‌ପୋର୍ଟ’ ପ୍ରସଙ୍ଗରେ ବିବାଦ ଚାଲିଥିବା ବେଳେ ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ’ର ‘କୋଭିସିଲ୍‌ଡ୍‌’ ଟିକାକୁ ସାତଟି ଇଉରୋପୀୟ ସଂଘ ରାଷ୍ଟ୍ର ଏବଂ ସୁଇଜର୍‌ଲାଣ୍ଡ୍‌ ଅନୁମୋଦନ କରିଛନ୍ତି। ଅଷ୍ଟ୍ରିଆ,

ମଡର୍ଣ୍ଣା ଟିକା ଆମଦାନୀ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ ୨୯/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆମେରିକୀୟ କମ୍ପାନୀ ମଡର୍ଣ୍ଣା ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ମଙ୍ଗଳବାର ଅନୁମତି ପ୍ରଦାନ କରିଛନ୍ତି। ମୁମ୍ବଇ ସ୍ଥିତ ଫାର୍ମା କମ୍ପାନୀ ସିପ୍ଲା ଏଣିକି ଏହି

ପଞ୍ଜାବରେ ଆପ କ୍ଷମତାକୁ ଆସିଲେ ପୂର୍ବ ବିଦ୍ୟୁତ୍ ବିଲ୍ ଛାଡ ସହ ପ୍ରତ୍ୟେକଙ୍କୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍:…

ନୂଆଦିଲ୍ଲୀ ୨୯/୦୬/୨୦୨୧ କଳିଙ୍ଗ ଜ୍ଯୋତି : ୨୦୨୨ରେ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଆପ କ୍ଷମତାକୁ ଆସିଲେ ୨୪ ଘଣ୍ଟା ବିଦ୍ୟୁତ୍, ପୂର୍ବ ବିଦ୍ୟୁତ୍ ବିଲ୍ ଉପରେ ଛାଡ ଏବଂ ପ୍ରତ୍ୟେକ

ୟୁଏଇ, ଓମାନରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଖେଳାଯିବ ଟି-୨୦ ବିଶ୍ବକପ : ଆଇସିସି

ମୁମ୍ବାଇ ୨୯/୦୬/୨୦୨୧ କଳିଙ୍ଗ ଜ୍ଯୋତି : ୟୁଏଇ ଓ ଓମାନରେ ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଟି୨୦ ବିଶ୍ବକପ କ୍ରିକେଟ ଖେଳାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଘୋଷଣା କରିଛି । ଏଥିପାଇଁ ପୂର୍ବରୁ ବିସିସିଆଇ ଦେଇଥିବା ପ୍ରସ୍ତାବରେ ଆଇସିସି ମୋହର ମାରିଛି ।

ଜୁଲାଇ ପର୍ଯ୍ୟନ୍ତ ’ ୱାନ ନେସନ ୱାନ ରେସନ କାର୍ଡ’ ଯୋଜନା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ ୨୯/୦୬/୨୦୨୧ କଳିଙ୍ଗ ଜ୍ଯୋତି : ୱାନ ନେସନ ୱାନ ରେସନ କାର୍ଡ ଯୋଜନା କାର୍ଯ୍ୟକାରୀ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୧  ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା ମଧ୍ୟରେ ପ୍ରବାସୀ ଶ୍ରମିକମାନେ ଦେଶର ଯେକୌଣସି ସ୍ଥାନରେ ରହିଲେ ବି ରାସନ ଗ୍ରହଣ କରିବାର ସୁବିଧା

ଜମ୍ମୁ ବାୟୁସେନା ଘାଟି ଆକ୍ରମଣ ଘଟଣା: ତଦନ୍ତଭାର ଏନଆଇଏକୁ ହସ୍ତାନ୍ତର

ନୂଆଦିଲ୍ଲୀ ୨୯/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟି ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଘଟଣାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରାଯାଇଛି । ଏହି ଆକ୍ରମଣ ଘଟଣାରେ ସୀମାପାର ସଂପୃକ୍ତି ରହିଥିବା ବିଷୟର ତଦନ୍ତ କରିବ ଏନଆଇଏ ।

ସୁଧୁରୁନି ଟ୍ୱିଟର, ପୁଣି ବିବାଦୀୟ ମାନଚିତ୍ର ଜାରି କରି ଜାମ୍ମୁ କାଶ୍ମୀରକୁ ଭାରତର ଅଂଶ ନଥିବା କହିଲା ଟ୍ୱିଟର

ନୂଆଦିଲ୍ଲୀ ୨୮/୦୬/୨୦୨୧ କଳିଙ୍ଗ ଜ୍ଯୋତି : ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ପୁଣି ଥରେ ବିବାଦ ସୃଷ୍ଟି କରିଛି। କେନ୍ଦ୍ର ଏବଂ ଟ୍ୱିଟର ମଧ୍ୟରେ ତିକ୍ତତାର ବାତାବରଣ ମଧ୍ୟରେ, ଟ୍ୱିଟର ଏଥର କରିଥିବା ଭୁଲ ଏହା ପାଇଁ ଅସୁବିଧା ସୃଷ୍ଟି କରିପାରେ । ଟ୍ୱିଟର ୱେବସାଇଟରେ ଭାରତର ମାନଚିତ୍ର ପୁଣି

ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଟିକା ହିଁ ନୂତନ ଭାରତର ଶକ୍ତି – ମୋଦୀ

ନୂଆଦିଲ୍ଲୀ ୨୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ ତୃତୀୟ ଟୀକାକରଣ ପର୍ଯ୍ୟାୟରେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଟୀକାକରଣ କରାଯିବ ବିଷୟ ଉଲ୍ଲେଖ କରି କହିଛନ୍ତି ଯେ ଏହା ହିଁ ହେଉଛି ନୂତନ ଭାରତର ଶକ୍ତି। ଆଜି ଆକାଶବାଣୀରେ ପ୍ରଚାରିତ ମନ କି

ଜାମ୍ମୁ ବାୟୁସେନା ଘାଟି ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କୁ ଗିରଫ କଲା ଏନଆଇଏ

ଜାମ୍ମୁ ୨୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଜାମ୍ମୁ ବାୟୁସେନା ଷ୍ଟେସନ ବିସ୍ଫୋରଣ ସ୍ଥଳରେ ପ୍ରାୟ ପାଞ୍ଚ ଘଣ୍ଟାରୁ ଅଧିକ ଅନୁସନ୍ଧାନ ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଟିମ୍ ଦୁଇ ଜଣ ସନ୍ଦିଗ୍ଧଙ୍କୁ ସହର ବାହାରେ ଥିବା ବେଲିଚେରଣ ଅଞ୍ଚଳରୁ ଗିରଫ କରିଛି। ଭାରତ-ପାକ୍ ଅନ୍ତର୍ଜାତୀୟ
error: Content is protected !!
Open chat