Browsing Category
National-International
ଏଲୋପାଥି ବିରୋଧରେ ଭୁଲ ତଥ୍ୟ ପ୍ରଚାର କରୁଥିବାରୁ ବାବା ରାମଦେବଙ୍କ ବିରୋଧରେ ଏତଲା ରୁଜୁ
ରାୟପୁର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : କରୋନା ଚିକିତ୍ସା ପାଇଁ ଡାକ୍ତରମାନେ ବ୍ୟବହାର କରୁଥିବା ଔଷଧକୁ ନେଇ ମିଥ୍ୟା ତଥ୍ୟ ପ୍ରଚାର କରି ଅଡୁଆରେ ବାବା ରାମଦେବ | ତାଙ୍କର ଏହି ଭୁଲ ପାଇଁ ଏବେ ଛତିଶଗଡର ରାୟପୁର ପୁଲିସ ଯୋଗ ଗୁରୁ ରାମଦେବଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିଛି। ଭାରତୀୟ!-->…
ଆଣ୍ଟିଲିଆ ବୋମା ଆତଙ୍କ ମାମଲା: ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କ ଘରେ ଚଢ଼ାଉ କଲା ‘ଏନ୍ଆଇଏ’
ମୁମ୍ବାଇ ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଣ୍ଟିଲିଆ ବୋମା ଆତଙ୍କ ଓ ବ୍ୟବସାୟୀ ମନସୁଖ ହିରନଙ୍କ ମୃତ୍ୟୁ ମାମଲାରେ ଆଜି ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କ ବାସଭବନ ଖାନତଲାସ କରିଛି।
ଆଜି ସକାଳେ!-->!-->!-->…
ସତ୍ୟ ନାଡେଲା ମାଇକ୍ରୋସଫ୍ଟ ଚେୟାରମ୍ୟାନ ନିଯୁକ୍ତ
ୱାଶିଂଟନ: ଭାରତ ଜନ୍ମିତ ସତ୍ୟ ନାଡେଲା ମାଇକ୍ରୋସଫ୍ଟ କର୍ପୋରେସନର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଏହାର ଚିଫ ଏକଜିକ୍ୟୁଟିଭ ଅଫିସର (ସିଇଓ) ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ମାଇକ୍ରୋସଫ୍ଟର ଚେୟାରମ୍ୟାନ ଥିବା ଜନ୍ ଥମ୍ପସନଙ୍କ ସ୍ଥାନରେ ନାଡେଲାଙ୍କୁ ନୂତନ ନିଯୁକ୍ତି!-->…
ପଶୁପତି ପାରସ ହେଲେ ଏଲଜେପି ଅଧ୍ୟକ୍ଷ, ସୁପ୍ରିମକୋର୍ଟ ଯାଇପାରନ୍ତି ଚିରାଗ ପାଶୱାନ
ନୂଆଦିଲ୍ଲୀ ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଲୋକ ଜନଶକ୍ତି ପାର୍ଟି (LJP) ରେ କ୍ଷମତା ପାଇଁ ଯୁଦ୍ଧ ତୀବ୍ର ହୋଇଛି | ଦଳର ବିଦ୍ରୋହୀ ଦଳ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ କରିବା ପରେ ପଶୁପତି ପାରସଙ୍କୁ ନୂତନ ଜାତୀୟ ସଭାପତି ଭାବରେ ଚୟନ କରିବାକୁ ଘୋଷଣା କରିଛନ୍ତି। ପାଟନାରେ ନିର୍ବାଚନ!-->…
ଜୁଲାଇ ୩୧ ସୁଦ୍ଧା ସିବିଏସଇ ପରୀକ୍ଷା ଫଳ ଘୋଷଣା
ନୂଆଦିଲ୍ଲୀ ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : କୋଭିଡ-୧୯ର ଦ୍ୱିତୀୟ ଲହର କାରଣରୁ ସରକାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସଇ ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷା ବାତିଲ କରିଥିଲେ। ଛାତ୍ରଛାତ୍ରୀଙ୍କର ମେଧାକୁ ଭିତ୍ତିକରି ପରୀକ୍ଷା ଫଳ ପ୍ରକାଶ କରାଯିବାକୁ!-->…
ହତ୍ୟା ମାମଲାରେ ୧୦ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲେ ବିହାରର ଜିଲ୍ଲା କୋର୍ଟ
ପାଟନା ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଏକ ହତ୍ୟା ମାମଲାରେ ବିହାରର ଜିଲ୍ଲା କୋର୍ଟ ଆଜି ୧୦ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଆରାର ପ୍ରମୁଖ ବ୍ୟବସାୟୀ ଇମ୍ରାନ ଖାନ୍ଙ୍କୁ ୨୦୧୮ରେ ଦିବାଲୋକରେ ହତ୍ୟା କରାଯାଇଥିଲା। ଏହି ମାମଲାରେ କୋର୍ଟ ୨ ଭାଇଙ୍କ ସମେତ ୧୦ ଜଣଙ୍କୁ!-->…
କୋଭାକ୍ସିନ ଉତ୍ପାଦନରେ ବାଛୁରୀ ସିରମ ବ୍ୟବହାର କରାଯାଉନାହିଁ : ସରକାର
ନୂଆଦିଲ୍ଲୀ ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା ଟିକା କୋଭାକ୍ସିନ ପ୍ରସ୍ତୁତିରେ କଣ ବାଛୁରୀ ସିରମ (ରକ୍ତ ନମୁନା) ବ୍ୟବହାର ହେଉଛି ? ଏପରି ଏକ ପ୍ରଶ୍ନ ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ?
କୋଭାକ୍ସିନ ପ୍ରସ୍ତୁତିରେ କଅଁଳା ବାଛୁରୀର ରକ୍ତ ବ୍ୟବହାର କରାଯାଉଥିବା!-->!-->!-->…
ନୂଆ ‘ଆଇଟି’ ନିୟମ ଅନୁସାରେ କାର୍ଯ୍ୟ ନ କରିବାରୁ ଆଇନଗତ ସୁରକ୍ଷା ହରାଇଲା ‘ଟୁଇଟର୍’
ନୂଆଦିଲ୍ଲୀ ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ନୂଆ ‘ଆଇଟି’ ନିୟମ ଅନୁଯାୟୀ କମ୍ପାନିର କାର୍ଯ୍ୟଧାରା ସମ୍ବନ୍ଧୀୟ ଅଧିକାରୀମାନଙ୍କୁ ନିଯୁକ୍ତ କରିବାରେ ବିଫଳ ହେବା କାରଣରୁ ‘ଟୁଇଟର୍’ ଭାରତରେ ଆଇନଗତ ସୁରକ୍ଷା ହରାଇଥିବା କଥା ସରକାରୀ ସୂତ୍ରରୁ ଜଣାପଡ଼ିଛି।
ବୁଧବାର ଦିନ!-->!-->!-->…
ରାଜ୍ୟରେ ଆଗାମୀ ୨ ସପ୍ତାହ ତାଲାବନ୍ଦ ଆଂଶିକ କୋହଳ
ସଂକ୍ରମଣ କମିଥିବା ୧୭ ଜିଲାରେ ସକାଳ ୭ ରୁ ସନ୍ଧ୍ୟା ୫ ଯାଏଁ କୋହଳ
ଭୁବନେଶ୍ୱର ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ ସମସ୍ତ ଜିଲାରେ ତାଲାବନ୍ଦ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା କରାଯାଇଛି। ୧୭ ଜୁନ ସକାଳ ୫ଟାରୁ ଜୁଲାଇ ୧ ସକାଳ ୫ଟା ଯାଏଁ ଏହି ତାଲାବନ୍ଦ ଲାଗୁ ହେବ।!-->!-->!-->…
ଆଜିଠାରୁ ହଲମାର୍କ ସୁନା ବାଧ୍ୟତାମୂଳକ, ପ୍ରଥମେ ୨୫୬ଟି ଜିଲ୍ଲାରେ ଲାଗୁ ହେବ
ନୂଆଦିଲ୍ଲୀ ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଦେଶରେ ଆଜିଠାରୁ ସୁନା ଗହଣା ଓ ଅନ୍ୟାନ୍ୟ ସୁନା ସାମଗ୍ରୀ ଉପରେ ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । ଗତ କାଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏ ସମ୍ପର୍କରେ ଘୋଷଣା କରାଯାଇଥିଲା ।
!-->!-->…