Browsing Category

National-International

ଦୁଇଭାଗ ହେଲା ଏଲଜେପି : ପଶୁପତି କୁମାର ପାରସ ସଂସଦୀୟ ଦଳ ନେତା

ପାଟନା ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଶେଷରେ ଏଲଜେପିରେ ବିଭାଜନ ଘଟିଛି। ପୁତୁରା ଚିରାଗ ପାଶୱାନଙ୍କୁ ଅଲଗା କରି ଦାଦା ପଶୁପତି କୁମାର ପାରସ ଲୋକସଭାରେ ଲୋକ ଜନଶକ୍ତି ପାର୍ଟିର ସଂସଦୀୟ ଦଳ ନେତା ହୋଇଛନ୍ତି। ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ଶ୍ରୀ ପାରସଙ୍କୁ ଲୋକ ଜନଶକ୍ତି

୧୬ରୁ ଖୋଲିବ ରାଜ୍ୟରେ ଥିବା ପ୍ରତ୍ନତତ୍ତ୍ବ ବିଭାଗ ସଂରକ୍ଷିତ ଐତିହ୍ୟସ୍ଥଳୀ

ଭୁବନେଶ୍ବର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ୧୬ ତାରିଖ ଅର୍ଥାତ ବୁଧବାରଠାରୁ ଖୋଲିବ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ସଂରକ୍ଷିତ ଐତିହ୍ୟସ୍ଥଳୀ । କରୋନା ସଂକ୍ରମଣ ପାଇଁ ଗତ ଏପ୍ରିଲ ୧୫ରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଥିଛି ।

ରଜ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଆଜି ଓଡିଶାର ଗଣପର୍ବ ରଜ। ପ୍ରତି ଘରେ ହସଖୁସିର ଆସର। ଏହି ଅବସରରେ ଓଡିଶା ବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଜର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସେ ଟ୍ୱିଟ ଯୋଗେ କହିଛନ୍ତି, ରଜର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ରାମ ମନ୍ଦିର ନିର୍ମାଣ ପାଇଁ ବର୍ଷୁଛି ଟଙ୍କା, ୫୦୦ କୋଟିର କରାଗଲା ଫିକ୍ସଡ଼ ଡିପୋଜିଟ

ନୂଆଦିଲ୍ଲୀ ୧୩/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଅଯୋଧ୍ୟାର ରାମ ଜନ୍ମଭୂମି ପରିସରରେ ହେବାକୁ ଥିବା ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ଆରମ୍ଭ ହୋଇଯାଇଥିବାବେଳେ ଏଥିପାଇଁ ଟଙ୍କା ବର୍ଷା ହେବାରେ ଲାଗିଛି | କୁହାଯାଉଛି ଯେ କେବଳ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ଆରମ୍ଭ ହୋଇଥିବା

ଏକ ପୃଥିବୀ ଏକ ସ୍ୱାସ୍ଥ୍ୟର ବାର୍ତା ସମଗ୍ର ବିଶ୍ୱରେ ପହଞ୍ଚିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜି-୭ ଶିଖର ବୈଠକର ପ୍ରଥମ ଆଉଟରିଚ୍‍ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ନୂଆଦିଲ୍ଲୀ ୧୩/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଭବିଷ୍ୟତର ଯେକୌଣସି ମହାମାରୀର ମୁକାବିଲା ନିମନ୍ତେ ବିଶ୍ୱ ଏକତା, ନେତୃତ୍ୱ ଓ ସମର୍ଥନ ପାଇଁ ଆହ୍ୱାନ କରିବା ସହ ଗଣତାନ୍ତ୍ରିକ ଏବଂ ପାରଦର୍ଶୀ

ହଜ୍ ଯାତ୍ରା ପାଇଁ ଗାଇଡ୍‌ଲାଇନ୍ ଜାରି ; ୬୫ ବର୍ଷରୁ କମ ଓ ଟୀକା ନେଇଥିବା ବ୍ୟକ୍ତି ଯାଇପାରିବେ

ଦୁବାଇ ୧୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ହଜ୍‌ ଯାତ୍ରା ପାଇଁ ଗାଇଡ୍‌ଲାଇନ୍ ଜାରୀ କରିଛି ସଉଦି ଅରବ। ଗାଇଡ୍‌ ଲାଇନ୍ ଆନୁସାରେ ଚଳିତ ଥର ବିଦେଶ ହଜ୍‌ ଯାତ୍ରୀଙ୍କୁ ମନା ହୋଇଥିବା ବେଳେ ମାତ୍ର ୬୦ ହଜାର ଶ୍ରଦ୍ଧାଳୁଙ୍କୁ ପବିତ୍ର ହଜ୍ ପାଇଁ ଅନୁମତି ମିଳିଛି। ଅନୁମୋଦିତ ସମସ୍ତ

ଭାରତୀୟ ବୈଜ୍ଞାନିକ ବଡ଼ ସଫଳତା : ୧ ଘଣ୍ଟାରୁ କମ ସମୟ କାଗଜ ମଧ୍ୟରେ ଦ୍ୱାରା ଜାଣିହେବ କରୋନା ଭାଇରସର ମ୍ୟୁଟେସନ

ନୂଆଦିଲ୍ଲୀ ୧୨/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜିନୋମ ସିକ୍ଵେନ୍ସିଂ ବିଜ୍ଞାନରେ ଭାରତୀୟ ବୈଜ୍ଞାନିକଙ୍କୁ ବଡ଼ ସଫଳତା। ଦୁନିଆରେ ପ୍ରଥମ ଥର ପାଇଁ କାଗଜ ଜରିଆରେ ଏକ ଘଣ୍ଟା ମଧ୍ୟରେ କରୋନା ଭୂତାଣୁର ମ୍ୟୁଟେଶନ ଚିହ୍ନଟ କରିବା ପାଇଁ ଟେକନିକ୍ ବିକଶିତ କରିଛନ୍ତି ଭାରତୀୟ ବୈଜ୍ଞାନିକ।

ବିଚାର ଆଗରୁ ଦେଶ ଛାଡ଼ି ଚାଲିଯିବା ଆଶଙ୍କା କରି ମେହୁଲ୍‌ ଚୋକ୍‌ସିଙ୍କ ଜାମିନ ଅଗ୍ରାହ୍ୟ କଲେ ଡୋମିନିକା ହାଇକୋର୍ଟ

ରୋଜୋ ୧୨/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଶୁକ୍ରବାର ଦିନ ଡୋମିନିକା ହାଇକୋର୍ଟ ପଳାତକ ହୀରା ସୌଦାଗର ମେହୁଲ୍‌ ଚୋକ୍‌ସିଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ବିଚାରପତି ୱିଇନାଣ୍ଟେ ଆଡ୍ରିନ୍‌-ରବର୍ଟସ୍‌ କହିଲେ, ଜାମିନ ମଞ୍ଜୁର ହେଲେ ବିଚାର ଆଗରୁ ଚୋକ୍‌ସି ଦେଶ ଛାଡ଼ି

ଆମେରିକାର ସବୁଠାରୁ ବଡ ଚାଷୀ ବିଲ୍‍ ଗେଟସ

ୱାଶିଂଟନ ୧୨/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା, ବିଶ୍ୱର ସବୁଠାରୁ ଧନୀମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ଜଣେ ବଦାନ୍ୟ ବ୍ୟକ୍ତି ଭାବରେ ସମସ୍ତେ ବିଲ୍‍ ଗେଟସଙ୍କୁ ଜାଣନ୍ତି। କିନ୍ତୁ ହୁଏତ କମ୍‍ ଲୋକ ଏକଥା ଜାଣିଥିବେ ଯେ, ସେ ହେଉଛନ୍ତି ଆମେରିକାର ଅନ୍ୟତମ

ବିଜେପି ଛାଡ଼ି ତୃଣମୂଳ କଂଗ୍ରେସକୁ ଫେରିଲେ ମୁକୁଳ ରାୟ

କୋଲକତା ୧୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ମୁକୁଳ ରାୟ ଆଜି ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଯ଼ାଇଛନ୍ତି । ନିଜ ପୁଅ ଶୁଭ୍ରାଂଶୁ ରାୟଙ୍କ ସହ ସେ ତୃଣମୂଳ କଂଗ୍ରେସ ଭବନଠାରେ ସେ ଏହି ଦଳକୁ ଫେରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ
error: Content is protected !!
Open chat