Browsing Category
National-International
୮ ଦିନ ମଧ୍ୟରେ ପ୍ରକାଶିତ ହେବ କୋଭାକ୍ସିନର ୩ୟ ପର୍ୟ୍ୟାୟ ପରୀକ୍ଷଣ ଫଳାଫଳ : ସ୍ବାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ ୧୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଆମେରିକାର ଔଷଧ ନିୟାମକ ୟୁଏସଏଫଡିଏ ପକ୍ଷରୁ କୋଭାକ୍ସିନକୁ ଜରୁରିକାଳୀନ ଅନୁମତି ନ ଦେବା ଭାରତରେ ଏହି ଟିକାର ବ୍ୟବହାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯ଼ାଇଛି । ତେବେ ଆସନ୍ତା ୭ରୁ ୮ ଦିନ!-->…
ମୁଖ୍ୟମନ୍ତ୍ରୀଙ୍କ ଇସାରା: କୋହଳ ହେବ ଲକ୍ଡାଉନ୍, କମ୍ ସଂକ୍ରମଣ ଜିଲ୍ଲାରେ ଅନ୍ଲକ୍ ନେଇ ବିଚାର
ଭୁବନେଶ୍ବର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜୀବନ ଜୀବିକାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ବିଶେଷଜ୍ଞମାନେ କରୋନାର ତୃତୀୟ ଲହର ଆସିବ ବୋଲି ଆକଳନ କରୁଛନ୍ତି । ଏହାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତିକୁ!-->…
୧୫୦ ଟଙ୍କାରେ ମିଳିବ ବାୟୋଲଜିକାଲ-ଇ ର ଗୋଟେ ଡୋଜ
ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଦେଶରେ କରୋନା ଦେଖା ଦେଉଥିବା ବେଳେ କେନ୍ଦ୍ର ସରକାର ଏବେ ବିଭିନ୍ନ ଟିକାକୁ ଅନୁମୋଦନ ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୁର୍ବରୁ କୋଭାକ୍ସିନ୍, କୋଭିସିଲଡ଼ ଓ ସ୍ପୁଟନିକ-ଭି ଟିକାକୁ ସରକାର ଅନୁମତି ଦେଇଥିବା ବେଳେ ଏବେ ହାଇଦ୍ରାବାଦ!-->…
ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ର ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ
କୋଲକାତା ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ର ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କର ଆଜି ସକାଳେ ପରଲୋକ ଘଟିଛି। ସେ ଜଣେ ଖ୍ୟାତନାମା କବି ଥିଲେ ଏବଂ ବଙ୍ଗଳା ଚଳଚ୍ଚିତ୍ରକୁ ତାଙ୍କର ଅବଦାନ ପାଇଁ ତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।!-->…
କେବଳ ପୁରୀରେ ହେବ ରଥଯାତ୍ରା – ସ୍ୱତନ୍ତ୍ର ରିଲିଫ କମିସନର
ପୁରୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଚଳିତ ବର୍ଷ ମଧ୍ୟ ପୁରୀ ଛଡା ଅନ୍ୟ କେଉଁଠାରେ ହୋଇ ପାରିବ ନାହିଁ ରଥଯାତ୍ରା। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଗତ ବର୍ଷ ଭଳି ଚଳିତ ବର୍ଷ ପୁରୀ ଛଡା ଅନ୍ୟ ସମସ୍ତ ସ୍ଥାନରେ!-->…
ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି ସହାୟତା
ଭୁବନେଶ୍ବର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ୩୩% ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା!-->!-->!-->…
ଆମେରିକା ଲାବୋରେଟୋରୀ ରିପୋର୍ଟ; ଉହାନରୁ ଲିକ୍ ହୋଇଥାଇପାରେ କୋଭିଡ-୧୯ ଭୂତାଣୁ
ୱାଶିଂଟନ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କୋଭିଡ-୧୯ ଭୂତାଣୁ ସଂକ୍ରମଣ କେଉଁଠାରୁ ବ୍ୟାପିଲା ତାହାର ତଦନ୍ତ କରି ତିନିମାସ ମଧ୍ୟରେ ରିପୋର୍ଟ ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶର ତଦନ୍ତକାରୀ ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେବାର କିଛିଦିନ ପରେ ଏବେ ସେ ସମ୍ପର୍କିତ ଏକ!-->…
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ : ଆଉ ଛଅମାସ ବଢାଅ ତାଲା ବନ୍ଦ
ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଚଳିତ ବର୍ଷ ଏପ୍ରିଲରେ ଭାରତରେ କୋଭିଡ-୧୯ର ଦ୍ୱିତୀୟ ଲହର ଦେଖାଦେଇଥିଲା। ତାହାର ଭୟାବହ ପରିଣତି ଏବେ ମଧ୍ୟ ଦେଖିବାକୁ ମିଳୁଛି। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଭଳି ଭାରାକ୍ରାନ୍ତ ହୋଇପଡିଲା ଯେ ଲୋକେ ଡାକ୍ତରଖାନା ବାହାରେ ପଡିରହି ପ୍ରାଣ!-->…
ବିଟା ଓ ଡେଲଟା ଷ୍ଟ୍ରେନ୍ ବିରୋଧରେ କୋଭାକ୍ସିନ୍ କବଚ
ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଭାରତୀୟ କଂପାନି ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା କରୋନା ଭାଇରସର ବିଟା ଏବଂ ଡେଲଟା ଷ୍ଟ୍ରେନ୍କୁ ଭଲ ଭାବେ ପ୍ରତିହତ କରିପାରୁଛି । ଏନଆଇଭି, ଆଇସିଏମଆର ଏବଂ ଭାରତ ବାୟୋଟେକ୍ର ଗବେଷକମାନଙ୍କ ଦ୍ୱାରା ମିଳିତ ଭାବେ କରାଯାଇଥିବା ଏକ!-->…
ସରକାରଙ୍କ ଚରମବାଣୀ ପରେ ନଇଁଲା ଟ୍ବିଟର, ନୂଆ ସୂଚନା ପ୍ରଯୁକ୍ତି ଆଇନ ମାନିବ
ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ସରକାରଙ୍କ ଚରମବାଣୀ ପରେ ନରମିଛି ସୋସିଆଲ ମିଡିଆ କମ୍ପାନି ଟ୍ବିଟର । ସରକାରଙ୍କ ନୂଆ ଆଇଟି ଆଇନକୁ ପାଳନ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଏହି ଆମେରିକୀୟ କମ୍ପାନି କହିଛି ।
କମ୍ପାନି ପକ୍ଷରୁ ଆହୁରି ମଧ୍ୟ କୁହାଯ଼ାଇଛି ଯ଼େ ଭାରତର!-->!-->!-->…