Browsing Category
National-International
କରୋନାର ୩ୟ ଲହର ମୁକାବିଲା ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟରେ କରୋନା ଭାଇରସ୍ ମହାମାରୀର ୨ୟ ଲହର ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ସରକାର ଏବେ ୩ୟ ଲହର ନେଇ ଅଧିକ ଚିନ୍ତିତ । ବିଶେଷଜ୍ଞମାନେ ଏବେ ଠାରୁ ସତର୍କ ସୂଚନା ଦେଉଛନ୍ତି ଯେ, କରୋନାର ୩ୟ ଲହର ଶିଶୁମାନଙ୍କୁ ଅଧିକ ପ୍ରଭାବିତ!-->…
କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ବେଆଇନ ଭାବେ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ ବନ୍ଦ କରିବାକୁ ରାଜ୍ୟକୁ କହିଲେ…
ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କିଛି ଲୋକ ଟଙ୍କା ପାଇଁ କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ବ୍ୟବହାର କରୁଥିବା ଦେଖାଯାଉଛି । ସେମାନଙ୍କ ନାଁରେ ପାଣ୍ଠି ସଂଗ୍ରହ କରିବା ସହ ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ବିଜ୍ଞାପନ ଦେଉଛନ୍ତି । ଏନେଇ ଅଭିଯୋଗ ହେବା ପରେ ଆଜି!-->…
ସାମାନ୍ୟ ଧୀମା ହୋଇଯ଼ାଇଛି ମୌସୁମୀ, ଲଘୁଚାପ ପ୍ରଭାବରେ ପୁଣି ସକ୍ରିୟ ହେବ : ସ୍କାଏମେଟ୍
ହାଇଦ୍ରାବାଦ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ମୌସୁମୀର କେରଳ ଛୁଇଁବାର ପ୍ରଥମ ୩-୪ ଦିନ ଦ୍ରୁତ ଗତିରେ ବିଭିନ୍ନ ଦକ୍ଷିଣ ରାଜ୍ୟ ଓ ଉତ୍ତର-ପୂର୍ବାଞ୍ଚଳକୁ ଛୁଇଁଥିଲା । ଏହି ସମୟରେ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ ମହାରାଷ୍ଟ୍ର ଆଦି ରାଜ୍ୟରେ ସ୍ବାଭାବିକଠାରୁ ୪୦ ପ୍ରତିଶତ!-->…
ଡିସେମ୍ବର ଶେଷ ସୁଦ୍ଧା ଉପଲବ୍ଧ ହେବ ୨୦୦ କୋଟିରୁ ଊର୍ଦ୍ଧ୍ବ ଟିକା
ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା ମହାମାରୀର ମୁକାବିଲା ପାଇଁ କୋଭିଡ ଟିକାକୁ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଏବେ ଜୋରସୋରରେ ଚାଲିଛି। କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଟିକା ଯୋଗାଣ!-->…
ଜମି ଜବରଦଖଲକାରୀ ଆଇନର ଶରଣ ନେଇପାରିବେ ନାହିଁ- ସୁପ୍ରିମକୋର୍ଟ
ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜମି ଜବରଦଖଲକାରୀ କେବେହେଲେ ଆଇନର ଶରଣ ନେଇପାରିବେ ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏଥିସହିତ ଆରାବଳି ଜଙ୍ଗଲ ଅଞ୍ଚଳରେ ଏକ ଗ୍ରାମ ନିକଟରେ ଜବର ଦଖଲ କରି ଗଢି ଉଠିଥିବା ପ୍ରାୟ ୧୦ ହଜାର ଆବାସିକ ନିର୍ମାଣ ସମେତ ସମସ୍ତ!-->…
ମୁକ୍ତାକାଶ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ଓହରିଲା ରୁଷ
ମସ୍କୋ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ମୁକ୍ତାକାଶ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ରୁଷିଆ ଓହରି ଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ଏ ସଂମ୍ପର୍କିତ ଏକ ଆଇନରେ ସ୍ୱାକ୍ଷର କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଚୁକ୍ତି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇନଥିବା!-->…
ମାତା ବୈଷ୍ଣୋ ଦେବୀ ଭବନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ନଗଦ କ୍ୟାସ୍
ଜମ୍ମୁ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜମ୍ମୁର କଟ୍ରା ସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିର କମ୍ପ୍ଲେକ୍ସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ମନ୍ଦିର ପରିସରରେ ଥିବା କାଲିକା ଭବନ ନିକଟରେ କାଉଣ୍ଟର ନମ୍ବର ଦୁଇ ନିକଟରେ ନିଆଁ ଲାଗିଯାଇଥିଲା । ବର୍ତ୍ତମାନ ରିଲିଫ ଓ ଉଦ୍ଧାର!-->…
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ଟଙ୍କାର ସହାୟତା ଘୋଷଣା
ଭୁବନେଶ୍ବର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ!-->…
ରାଜ୍ୟରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା
ଭୁବନେଶ୍ବର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ୨ ଦିନ ପ୍ରାକ୍-ମୌସୁମୀ ବର୍ଷା ପରେ ୧୦ ତାରିଖରେ ଓଡ଼ିଶାକୁ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଆଗମନ ଫଳରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା!-->…
ପିଏନବି ଠକେଇ :ଚୋକ୍ଷିଙ୍କୁ ଫେରାଇ ଆଣିବା ପାଇଁ ହରିଶ ସାଲଭେଙ୍କ କାନ୍ଧରେ ଦାୟିତ୍ୱ
ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ହଜାର ହଜାର କୋଟି ଟଙ୍କା ପିଏନବି ଘୋଟାଲାରେ ପଳାତକ ବ୍ୟବସାୟୀ ମେହୁଲ ଚୋକ୍ଷିଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ବର୍ତ୍ତମାନ ବରିଷ୍ଠ ଆଡଭୋକେଟ ହରିଶ ସାଲଭେଙ୍କ ସାହାରା ନେଇଛନ୍ତି। ନିକଟକୁ ଯାଇ ହଜାର ହଜାର କୋଟି ପିଏନବି ସ୍କାମରେ!-->…