Browsing Category
National-International
ବ୍ରିଟେନରେ କରୋନା ଜନିତ ମୃତ୍ୟୁ ଶୂନ ; ୨୦୨୦ ମାର୍ଚ୍ଚ ପରେ ପ୍ରଥମ ସଫଳତା
ଲଣ୍ଡନ: ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁସଂଖ୍ୟା ଶୂନରେ ପହଞ୍ଚିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୧,୨୭,୭୮୨ରେ ପହଞ୍ଚିଛି। ଖବର ସରବରାହ ସଂସ୍ଥା ଜିନହୁଆ ପକ୍ଷରୁ କୁହାଯାଇଛି, ବ୍ରିଟେନରେ ଆଉ!-->…
ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ଲଢ଼ିବାକୁ ହେବ : ନବୀନ ପଟ୍ଟନାୟକ
ଟିକା ସଂକଟ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର : କରୋନା ଟିକାକରଣ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକା ସଂକଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡ଼ି ସେ ଚିଠି ଲେଖିଛନ୍ତି। ୧୮ ବର୍ଷରୁ ଊର୍ଦ୍ଧ୍ୱ!-->!-->!-->…
ଗାଇଡଲାଇନ୍ ଜାରି କଲା ଡିଆରଡିଓ : ସମସ୍ତଙ୍କୁ ଦିଆଯିବ ନାହିଁ ଆଣ୍ଟି କରୋନା ଔଷଧ ୨-ଡିଜି
ନୂଆଦିଲ୍ଲୀ : କରୋନା ରୋଗୀଙ୍କ ଉପରେ ୨-ଡିଜି ଔଷଧ ବ୍ୟବହାର କରିବାକୁ ନିର୍ଦ୍ଦେଶ ଜାରି କଲା ଡିଆରଡିଓ। ତେବେ ଅନିୟନ୍ତ୍ରିତ ଡାଇବେଟିସ୍ ଏବଂ ଗମ୍ଭୀର ହୃଦରୋଗ ପୀଡିତ, ରେସ୍ପିରେଟରି ଡିଷ୍ଟ୍ରେସ୍ ସିଣ୍ଡ୍ରୋମ ପୀଡିତଙ୍କୁ ଏହି ଔଷଧ ଦେବା ପୂର୍ବରୁ ସତର୍କତା ରକ୍ଷା କରିବାକୁ କୁହାଯାଇଛି।
!-->!-->!-->…
‘ଫାଇଜର୍’ ଓ ‘ମଡର୍ଣ୍ଣା’କୁ ଆଇନଗତ ସୁରକ୍ଷା ଦେଇପାରନ୍ତି ଭାରତ ସରକାର
ନୂଆଦିଲ୍ଲୀ: ଭାରତରେ ‘ଫାଇଜର୍’ ଓ ‘ମଡର୍ଣ୍ଣା’ ଟିକାର ଅନୁମୋଦନ ତ୍ବରାନ୍ବିତ କରିବା ଲାଗି ସରକାର ‘ଇଣ୍ଡେମିନିଟି’ ବା ଆଇନଗତ ସୁରକ୍ଷା ଦେଇପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଉପରୋକ୍ତ କମ୍ପାନି ଉତ୍ପାଦିତ ଟିକା ବ୍ୟବହାରଜନିତ କୌଣସି ସମସ୍ୟା ବା ଦାବିକୁ ଚାଲେଞ୍ଜ୍ କରିବା!-->…
ଟିକା ଅଭାବ, ଟିକାକରଣ ବାଧାପ୍ରାପ୍ତ
ଭୁବନେଶ୍ୱର ଆଜିଠୁ ପ୍ରାୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକା ବନ୍ଦ ରହିବ । ଟିକା ଅଭାବ ଯୋଗୁ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଆସନ୍ତାକାଲି ୪୫ ବର୍ଷରୁ ଊଦ୍ଧ୍ୱର୍ ଟିକାକରଣ ପ୍ରକ୍ରିୟାରେ ଓଡିଶାକୁ ଆସିବ ୩ଲକ୍ଷ ୫ ହଜାର ୪ଶହ ୬୦ କୋଭିସିଲ୍ଡ!-->…
ନିଯୁକ୍ତି ହରାଇଛନ୍ତି ଏକ କୋଟି ଭାରତୀୟ
ନୂଆଦିଲ୍ଲୀ: କରୋନା-୨୦୧୯ ଦ୍ବିତୀୟ ଲହରରେ ପ୍ରାୟ ଏକ କୋଟି ଭାରତୀୟ ଚାକିରି ହରାଇଛନ୍ତି। ଏହା ବ୍ୟତୀତ କରୋନା ଆରମ୍ଭରୁ ଏ ପର୍ଯ୍ୟନ୍ତ ଦେଶର ୯୭ ପ୍ରତିଶତ ପରିବାରର ଆୟ ହ୍ରାସ ପାଇଛି ବୋଲି ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି’ (ସିଏମଆଇଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ!-->…
‘ଅନ୍ଲକିଙ୍ଗ୍’ ପାଇଁ ୩ଟି ସର୍ତ୍ତ ରଖିଲେ ‘ଆଇସିଏମ୍ଆର୍’ର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ
ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟ ଲକ୍ଡାଉନ୍ ନିୟମ କୋହଳ କରୁଥିବା ବେଳେ ମଙ୍ଗଳବାର ଦିନ ‘ଆଇସିଏମ୍ଆର୍’ର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ ତିନୋଟି ସର୍ତ୍ତ ରଖିଛନ୍ତି। ଏହି ସର୍ତ୍ତାବଳିକୁ ଆଧାର କରି ‘ଅନ୍ଲକ୍’ ନିଷ୍ପତ୍ତି ଗ୍ରହଣ କରାଯିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।
!-->!-->…
ଭାରତ ନିର୍ମିତ ସ୍ପୁଟନିକ ଭି ପ୍ରଥମ ବ୍ୟାଚକୁ ମଞ୍ଜୁରି
ଚଣ୍ଡିଗଡ: ଭାରତରେ ନିର୍ମିତ ପ୍ରଥମ ଦଫା ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରୀ (ସିଡିଏଲ) କସଉଲିର ମଞ୍ଜୁରି ଲାଭ କରିଛି। ଭାରତରେ ଏହି ଟିକା ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ମଧ୍ୟରେ ହେଟେରୋ ଡ୍ରଗ୍ସ ଏବଂ ଏହା ହାଇଦରାବାଦସ୍ଥତ ଡ୍ରଗ୍ସ କମ୍ପାନୀ ବୋଲି!-->…
ବ୍ଲାକ ଫଙ୍ଗସ୍: ଆଇଆଇଟି ହାଇଦ୍ରାବାଦ ପ୍ରସ୍ତୁତ କଲା ଓରାଲ ସଲ୍ୟୁସନ
ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସହିତ ବ୍ଲାକ ଫଙ୍ଗସ୍ ବି ମହାମାରୀ ରୂପ ନେବାକୁ ବସିଲାଣି । କରୋନା କାଳରେ ବି ଏହି ବ୍ଲାକ ଫଙ୍ଗସ୍ ରୋଗରେ ସଂକ୍ରମିତ ହୋଇ କିଛି ଲୋକଙ୍କ ଜୀବନ ଗଲାଣି । କରୋନା ତୁଳନାରେ ଏହି ରୋଗର ଚିକିତ୍ସା କେବଳ ମହଙ୍ଗା ନୁହେଁ, ଏବେ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ!-->…
ମେ ୭ରେ ଶୀର୍ଷରେ ଥିଲା କରୋନା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ : କରୋନା ସଙ୍କଟ ମଧ୍ୟରେ ଏକ ଅଶ୍ଵସ୍ତିକର ଖବର ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। କରୋନା ଏହାର ଶୀର୍ଷ ସ୍ତର ବା ପିକ୍କୁ ଅତିକ୍ରମ କରିସାରିଛି। ଗତ ମେ ୭ ତାରିଖରେ କରୋନା ପିକ୍ରେ ରହିଥିଲା ଏବଂ ଏହା ପରଠାରୁ ଦେଶରେ ସଂକ୍ରମଣ ହ୍ରାସ ପାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ!-->…
