Browsing Category
National-International
ଟିକାକରଣ ପରେ ସୁରକ୍ଷିତ ହାର ୯୭.୩୮%, କେବଳ ୦.୦୬% ଡାକ୍ତରଖାନାରେ ଭର୍ତ୍ତି ହେବାର ରହିଛି ସମ୍ଭାବନା: ଅଧ୍ୟୟନ
କୋଭିଡ ଟିକାକରଣ ପରେ କେବଳ ୦.୦୬% ଲୋକ ଡାକ୍ତରଖାନାରେ ଭର୍ତ୍ତି ହେବା ସମ୍ଭାବନା ରହିଛି। ସେହିପରି ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯୭.୩୮% ଏହି ଭୂତାଣୁରୁ ରକ୍ଷା ପାଇପାରିବେ। ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି।
ସୂଚନା!-->!-->!-->…
କରୋନାର ପ୍ରଥମ ଲହର ପରେ ଆମେ ସମସ୍ତେ ଅସାବଧାନ ହୋଇଗଲୁ : ମୋହନ ଭାଗବତ
କରୋନାର ୨ୟ ଲହର ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ସମସ୍ତେ ଦାୟୀ
ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀର ୨ୟ ଲହର ପାଇଁ ସରକାର, ପ୍ରଶାସନ ଓ ଜନସାଧାରଣ ସମସ୍ତେ ଦାୟୀ । ସମସ୍ତଙ୍କ ଅବହେଳା ପାଇଁ ଦେଶକୁ ଏଡ଼େ ବଡ଼ ଦୁର୍ଗତିର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ରାଷ୍ଟ୍ରୀୟ!-->!-->!-->…
ଶତ ପ୍ରତିଶତ ମାସ୍କ ବ୍ୟବହାର, ନିଶ୍ଚିତ କମିବ କରୋନା ହାର
ଭୁବନେଶ୍ବର: ମାସ୍କ ଭଲ ଭାବେ ପିନ୍ଧିବା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବା ରୋକାଯାଇ ପାରିବ। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ନିଶ୍ଚିତ ବ୍ୟବହାର କରିବା ଉଚିତ। ଶତ ପ୍ରତିଶତ ମାସ୍କ ପିନ୍ଧିବା ଦ୍ବାରା କରୋନା ସଂକ୍ରମଣ ବୃଦ୍ଧି ହାର ନିଶ୍ଚୟ କମିବ। ଏବେ ତିନି ପ୍ରକାର ମାସ୍କ!-->…
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭୁଲ ନିଷ୍ପତ୍ତି ଯୋଗୁଁ ବିଶ୍ବ କରୋନା ମହାମାରୀର ସମ୍ମୁଖୀନ ହେଲା : ଅନ୍ତର୍ଜାତୀୟ ତଦନ୍ତ…
ଜେନିଭା : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅପାଗରତା ଓ କେତେକ ଭୁଲ ନିଷ୍ପତ୍ତି ଯ଼ୋଗୁଁ ବିଶ୍ବ କରୋନା ପରି ଏକ ବିଶ୍ବ ମହାମାରୀର ସମ୍ମୁଖୀନ ହେଉଛି । ଯ଼ଦି ଠିକ ସମୟରେ ସତର୍କ ସୂଚନା ଦିଆଯ଼ାଇଥାନ୍ତା ତେବେ ଏହି ଦୁର୍ଦ୍ଦଶାକୁ ଏଡ଼େଇ ଦିଆଯ଼ାଇପାରିଥାନ୍ତା ବୋଲି ଏକ ଅନ୍ତର୍ଜାତୀୟ ତଦନ୍ତରୁ!-->…
ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଶିଖରରେ ପହଞ୍ଚିଛି: କେମ୍ବ୍ରିଜ ରିପୋର୍ଟ
ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଶିଖରରେ ପହଞ୍ଚିଛି। କେମ୍ବ୍ରିଜ ଜଜ୍ ବିଜନେସ ସ୍କୁଲ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ୍ସ ଆଣ୍ଡ ସୋସିଆଲ ରିସର୍ଚ୍ଚର ଗବେଷକମାନଙ୍କ ଦ୍ୱାରା ବିକଶିତ କରାଯାଇଥିବା ଏକ ନୂଆ ଟ୍ରାକର ରିପୋର୍ଟରୁ ଏହା ଜଣାଯାଇଛି।!-->…
ଅନିଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏକ ମାମଲା ରୁଜୁ କରିଛି। ଦେଶମୁଖଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରୁଜୁ କରିଥିବା ଦୁର୍ନୀତି ମାମଲାକୁ ଆଧାର କରି ଇଡି ପକ୍ଷରୁ ଆର୍ଥିକ ଅନିୟମିତତା ନରୋଧୀ!-->…
ଟିକା ନୀତି ଉପରେ ନ୍ୟାୟିକ ହସ୍ତକ୍ଷେପର ଆବଶ୍ୟକତା ନାହିଁ : କେନ୍ଦ୍ର
ନୂଆଦିଲ୍ଲୀ : ଟିକା ମୂଲ୍ୟ ନିର୍ଦ୍ଧାରଣ ନୀତି ଉପରେ ସୁପ୍ରିମକୋର୍ଟଙ୍କ ନୋଟିସ ଉପରେ ଜବାବ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ନିଜର ଲିଖିତ ଜବାବରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯ଼େ ଟିକା ଗୁଡ଼ିକର ସମଆବଣ୍ଟନ ପାଇଁ ବିଶେଶଜ୍ଞମାନଙ୍କ ମତ ନେଇ ଏହି ନୀତି ନିର୍ଦ୍ଧାରଣ କରାଯ଼ାଇଛି!-->…
ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବା ଶର୍ମା
ଗୌହାଟି,୧୦/୦୫: ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ବା ଶର୍ମା ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଜଗତଦୀଶ ମୁଖୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ହା ଓ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ହିମନ୍ତ ବିଶ୍ବା ଶର୍ମା ହେଲେ!-->…
ହିମନ୍ତ ବିଶ୍ଵଶର୍ମା ହେବେ ଆସାମ ମୁଖ୍ୟମନ୍ତ୍ରୀ, କାଲି ଶପଥଗ୍ରହଣ
ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସର୍ମା ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତା କାଲି ସେ ଶପଥଗ୍ରହଣ କରିବେ। ଏ ନେଇ ରବିବାର ଗୁଆହାଟିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ତାଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ମଧ୍ୟ ନିର୍ବାଚିତ!-->…
କରୋନା ସହ ଲଢେଇ ପାଇଁ ଓଡ଼ିଶାର ଗ୍ରାମପଞ୍ଚାୟତମାନଙ୍କୁ କେନ୍ଦ୍ର ଦେଲା ୩୩୩ କୋଟି ଟଙ୍କାର ଆର୍ଥିକ ସହାୟତା
ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୫ଟି ରାଜ୍ୟର ପଞ୍ଚାୟତକୁ କେନ୍ଦ୍ର ସରକାର ୮୯୨୩.୮ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟର ଶନିବାର ଦିନ ୨୫ଟି ରାଜ୍ୟକୁ ୮,୯୨୩ କୋଟି ୮୦ ଲକ୍ଷ ଟଙ୍କା ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥା (ଆରଏଲବି) କୁ ଅନୁଦାନ ପ୍ରଦାନ!-->…
